Jump to content

ସାଲୋନି ଡାଇନି

ଉଇକିପିଡ଼ିଆ‌ରୁ
ସାଲୋନି ଡାଇନି
୨୦୨୦ ମସିହାରେ ସଲୋନି
ଜନ୍ମ୧୯ ଜୁନ ୨୦୦୦ କିମ୍ବା ୨୦୦୧[]
ସାଙ୍ଗଲି, ମହାରାଷ୍ଟ୍ର, ଭାରତ
ବୃତ୍ତିସମୂହ
  • ଅଭିନେତ୍ରୀ
  • ଷ୍ଟାଣ୍ଡ-ଅପ୍ କମେଡ଼ିଆନ୍
ସକ୍ରିୟ ବର୍ଷ୨୦୦୭ – ଏବେଯାଏଁ

ସାଲୋନି ଡାଇନି ଜଣେ ଭାରତୀୟ ଅଭିନେତ୍ରୀ । ସେ ହିନ୍ଦୀ ଓ ମରାଠୀ କଥାଚିତ୍ର ଜଗତରେ କାମ କରିବା ସହିତ ଟିଭିରେ ମଧ୍ୟ କାମ କରୁଛନ୍ତି । ଜଣେ ଶିଶୁ କଳାକାର ଭାବରେ ସେ କାମ କରିବା ଆରମ୍ଭ କରିଥିଲେ ।[][] ତିନି ବର୍ଷ ବୟରେ, ସେ ମରାଠୀ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ମରାଠୀ ଟିଭି ଧାରାବାହିକ ଓ ଡିଜ୍‌ନି ପାଇଁ ଗୋଟିଏ ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିଛନ୍ତି ।[] ୨୦୧୦ ମସିହାରେ, ସେ କମେଡ଼ି ସର୍କସ ମହାସଂଗ୍ରାମରେ ଭାଗ ନେଇଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ସେ ଜଣେ ଶିଶୁ କମେଡ଼ିଆନ ଭାବରେ ବିଭିନ୍ନ ଭାରତୀୟ ଟିଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ସେ ଆଲିଆ ଭଟ୍ଟଙ୍କ ଅଭିନୀତ ଚରିତ୍ର ଗଙ୍ଗୁବାଇ ଭୂମିକାରେ ସେ ଅନେକ କାର୍ଯ୍ୟକ୍ରମରେ ଅଭିନୟ କରିଛନ୍ତି, ଯେଉଁଥିପାଇଁ ସେ ଗଙ୍ଗୁଭାଇ ଭାବରେ ମଧ୍ୟ ଜଣାଶୁଣା ।[]

କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୦୭ ଦମ କାଟା ଗୌରୀ ପ୍ରଥମ କଥାଚିତ୍ର N/A
୨୦୧୦ ନୋ ପ୍ରୋବ୍ଲେମ ଟୁକ ଟୁକ N/A
୨୦୨୩ ଥ୍ୟାଙ୍କ୍ ୟୁ ଫର୍ କମିଂ ରବେୟା ଦାସ N/A

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୨୦୦୯–୨୦୧୦ କମେଡ଼ି ସର୍କସ ପ୍ରତିଯୋଗୀ
୨୦୧୩ ରାବୀ କ୍ୟାମିଓ
୨୦୧୫ ତେଡ଼ି ମେଡ଼ି ଫ୍ୟାମିଲି ସୁହାନୀ ଖୁରାନା
୨୦୧୬ ବଡ଼େ ଭୈୟା କି ଦୁଲ୍‌ହାନିଆ ମୋନା ପନ୍ତ
୨୦୧୮ ନମୁନେ କାବ୍ୟା ଅଗ୍ନିହୋତ୍ରି
୨୦୧୯–୨୦୨୦ ୟେଃ ଯାଦୁ ହୈ ଜିନ୍ କା! ଫରହାନ ଖାନ୍
  1. 1 2 "'Bhains lag rahi hai': Comedy Circus' Gangubai, Saloni Daini on being fat shamed, dramatic transformation post 22kg weight loss during coronavirus lockdown". 6 November 2020.
  2. 1 2 "Meet the youngest comic star on TV". Rediff. 12 March 2009. Retrieved 10 September 2018.
  3. "Comedy Circus Mahasangram begins". The Times of India. 6 February 2010. Archived from the original on 11 August 2011.
  4. "'Bhains lag rahi hai': Comedy Circus' Gangubai, Saloni Daini on being fat shamed, dramatic transformation post 22kg weight loss during coronavirus lockdown". 6 November 2020.

ବାହାର ଲିଙ୍କ୍

[ସମ୍ପାଦନା]