Jump to content

ସାଲୁ ମେନନ

ଉଇକିପିଡ଼ିଆ‌ରୁ
ସାଲୁ ମେନନ
ଜନ୍ମ
ସାଲୁ ମେନନ

ଚଙ୍ଗନସେରୀ, କୋଟ୍ଟାୟମ, କେରଳ, ଭାରତ
ଜାତୀୟତାଭାରତୀୟ
ଅନ୍ୟ ନାମସାଲୁ
ବୃତ୍ତିସମୂହ
  • ଅଭିନେତ୍ରୀ
  • ନୃତ୍ୟଶିଳ୍ପୀ
ବୈବାହିକ-ସାଥୀସାଜି ଜି. ନାୟାର (ବିବାହ: ୨୦୧୬)
ପିତାମାତା
  • ବେଣୁଗୋପାଳ
  • କଳାଦେବୀ

ସାଲୁ ମେନନ ଜଣେ ଭାରତୀୟ ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ । ସେ ମୁଖ୍ୟତଃ ଦକ୍ଷିଣ ଭାରତୀୟ କଥାଚିତ୍ର ଓ ଟେଲିଭିଜ ଧାରାବାହିକରେ କାମ କରନ୍ତି । ସେ ଜଣେ ଶାସ୍ତ୍ରୀୟ ସଙ୍ଗୀତ ନୃତ୍ୟଶିଳ୍ପୀ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୯୮ବ୍ରିଟିଶ ମାର୍କେଟଲୀନାର ସାଙ୍ଗ
୨୦୦୦କଭର ଷ୍ଟୋରୀସାମ୍ବାଦିକ
୨୦୦୧କାକ୍କୁକୁୟିଲଶାଲିନୀ
ବକ୍କୁଲାତୁ ନାରାୟଣନକୁଟ୍ଟିନିବେଦିତା
୨୦୦୧ଏନ୍ନୁମ ସମ୍ଭବାମି ୟୁଗେ ୟୁଗେସୋନା
୨୦୦୨ଅରାଧ୍ୟମ ପରାୟୁମ
ଗ୍ରାଣ୍ଡମଦର
୨୦୦୩ପରିଣାମମରମଣି
କଲାରି ବିକ୍ରମନ
୨୦୦୪ଓରୁ କ୍ରିଷମାନ ରାତ୍ରିସାଲି
ବେଥଲେହେମିଲେ ପୂକ୍କାଲପଞ୍ଚମି
୨୦୦୫ମାକାଲକ୍କୁବିନ୍ଦୁ
୨୦୦୬କିସ୍ସାନକଲ୍ୟାଣୀ
୨୦୦୭ଇନ୍ଦ୍ରଜିତସୁମା
୨୦୧୨ତିରିକେ ବୀନ୍ଦୁମ
୨୦୧୩ଇତୁ ପତିରାମନାଲଅମ୍ବିକା

ଟେଲିଭିଜନ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ ଚେନାଲ୍ ଭୂମିକା
୨୦୦୦ପଥରମାଟୁଏସିଆନେଟ୍
୨୦୦୧ନିନାକ୍କାୟିକାଇରାଲି ଟିଭି
ଅଲାକାଲଡିଡି ମାଲାୟାଲମଚିପ୍ପି
ସ୍ୱୟମ୍ବରମସୂର୍ଯ୍ୟ ଟିଭି
୨୦୦୧–୨୦୦୩ସ୍ତ୍ରୀଜନ୍ମମସରିଗା
୨୦୦୨ସାରଦାଏସିଆନେଟ
୨୦୦୩ସ୍ୱନ୍ତମ
୨୦୦୪ମଙ୍ଗଲ୍ୟମସୁମିତ୍ରା
ଓମାନାତିଙ୍କାଲପକ୍ଷୀ
କଦମତ୍ତାତ କଥାନାରକୋଚୁତରେସିଆ
ଆଲିପ୍ପାଜାମସୂର୍ଯ୍ୟ ଟିଭି
ଚିତ୍ତ
କାୟାମକୁଲମ କୋଚୁନ୍ନିସୀମାନ୍ତ
୨୦୦୫ମୁକେଶ କଥାକାଲକାଇରାଲି ଟିଭି
କୁଦୁମ୍ବିନିଏସିଆନେଟ୍
କୃଷ୍ଣକୃପାସାଗରମ୍ଏସିଆନେଟ୍ପାର୍ବତୀ ଦେବୀ
୨୦୦୬କଦାଲିନାକ୍କାରେଏସିଆନେଟ୍
ସ୍ୱନମାୟୂରାମ
ଲକ୍ଷ୍ୟମ
ସୂର୍ଯ୍ୟୋଦୟମ
ମନସ୍ସାରିୟାତେସୂର୍ଯ୍ୟ ଟିଭି
୨୦୦୬–୨୦୦୭ସ୍ୱାମୀ ଅୟାପ୍ପାନଏସିଆନେଟ୍ପାର୍ବତୀ ଦେବୀ
୨୦୦୭ବେଲାନକାନି ମାଥବୁସୂର୍ଯ୍ୟ ଟିଭି
୨୦୦୮ଅପରିଚିତାଡିଡି ମାଲାୟାଲମ
ଶ୍ରୀ ମହାଭାଗବତମଏସିଆନେଟ୍
ଅଲିଲାତାଲି
ଗଜରାଜନ ଗୁରୁବାୟୂର କେଶବନସୂର୍ଯ୍ୟ ଟିଭିସୁଭଦ୍ରା
୨୦୦୮–୨୦୧୧ଦେବୀମାହାତ୍ମ୍ୟମଏସିଆନେଟ୍ପାର୍ବତୀ ଦେବୀ
୨୦୦୯ଚନ୍ଦ୍ରେତାନୁମ ଶୋବେଦାତିୟମ
ସାଗରମଡିଡି ମାଲାୟାଲମଉତ୍ମିଳା
ବଦାକାଇକ୍କୋରୁ ହୃଦୟମଏସିଆନେଟ୍ଅସ୍ୱସ୍ଥି
୨୦୦୯–୨୦୧୦ଅକ୍କାରେ ଇକ୍କାରେଏସିଆନେଟ୍
୨୦୧୦ଇନ୍ଦ୍ରନୀଲମସୂର୍ଯ୍ୟ ଟିଭିସର୍କଲ ଇନ୍ସପେକ୍ଟର ଲତା
ବୀରା ମାର୍ଥାନ୍ଦା ବର୍ମା
ଲିପଷ୍ଟିକଏସିଆନେଟ୍ଶୈଲଜା
୨୦୧୦–୨୦୧୧ଆଲାଉଦିନତେ ଅଲଭୁତାବିଲାକ୍କୁଏସିଆନେଟ୍
୨୦୧୧ଆମ୍ମାନବସନ୍ତମ ଟିଭିତାମିଲ ଧାରାବାହିକ
୨୦୧୧–୨୦୧୨ଶ୍ରୀକୃଷ୍ଣନସୂର୍ଯ୍ୟ ଟିଭି
୨୦୧୨ସ୍ନେହାକ୍କୁଡ଼ୁ
ଶ୍ରୀପଦ୍ମନାଭମଏସିଆନେଟ୍
୨୦୧୩ମାୟାମାଧବନମସୂର୍ଯ୍ୟ ଟିଭି
ପେନମାନସ୍ସୁ
କନମାରାୟାତୁକାଇରାଲି ଟିଭି
୨୦୧୫ବାଜବେ ମାୟାମଦୂରଦର୍ଶନମ୍
୨୦୧୬ସଥମ ଶିବମ ସୁନ୍ଦରମଅମୃତା ଟିଭିଭୈରବୀ
୨୦୧୭–୨୦୧୯କରୁତାମୁତୁଏସିଆନେଟ୍କନ୍ୟା ଜୟନ
୨୦୧୯–୨୦୨୪ମାଞ୍ଜିଲ ବିରିଞ୍ଜା ପୂବୁମନୋରମାପ୍ରତିଭା
୨୦୨୦–୨୦୨୨ଥିଙ୍କାଲ କଲାମନସୂର୍ଯ୍ୟ ଟିଭିଅନୁପମା
୨୦୨୦ସ୍ୱନ୍ଥମ ସୁଜାତାନିଜେ
୨୦୨୧ପ୍ରିୟଙ୍କାରିଫ୍ଲାୱାରସ୍
୨୦୨୨–୨୦୨୩ମିଷ୍ଟ୍ରେସ ହିଟଲର୍ଜୀ କେରଳମହିରଣମୟୀ
୨୦୨୩ସୀତା ରାମମସୂର୍ଯ୍ୟ ଟିଭିବସୁନ୍ଧରା
୨୦୨୩–୨୦୨୪ନିନ୍ନିସ୍ତାମ ଏନ୍ନିସ୍ତାମଦୁର୍ଗା
୨୦୨୪–ଏବେଯାଏଁବାଲସାଲ୍ୟମଜୀ କେରଳମଇନ୍ଦ୍ରଜା
୨୦୨୪–ଏବେଯାଏମୀନୁସ୍ କିଚେନ୍ମଜାବିଲ ମନୋରମାସୁହାସିନୀ

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ୨୦୧୬ ମସିହାର ସେପ୍ଟେମ୍ବର ୮ ତାରିଖରେ, ତାଙ୍କର ଦୀର୍ଘଦିନର ପୁରୁଷ ବନ୍ଧୁ ସାଜି ଜି ନାୟାରଙ୍କୁ ବିବାହ କରିଥିଲେ ।[] ଡିସେମ୍ବର ୨୦୨୨ରେ, ମେମନ ତାଙ୍କ ବିବାହ ବିଚ୍ଛେଦ କଥା ପ୍ରକାଶ କରିଥିଲେ ।[][]

  1. "Shalu Menon Gets Nod to Visit Dubai". The New Indian Express. Archived from the original on 7 February 2015. Retrieved 6 February 2015.
  2. "Actress Shalu Menon gets married". OnManorama. Retrieved 2025-08-27.
  3. Bose, Sharath (2023-05-30). "Shalu Menon Reveals About Her Failed Marriage: 'I'm Thinking Of Another Marriage, Probably Love Marriage'". filmibeat (in ଇଂରାଜୀ). Retrieved 2025-08-27.
  4. Daily, Keralakaumudi. "'Shalu Menon has destroyed me completely, I have a lot to say'; husband responds to divorce rumours". Keralakaumudi Daily (in ଇଂରାଜୀ). Retrieved 2025-08-27.

ବାହାର ଲିଙ୍କ୍

[ସମ୍ପାଦନା]