ସାରା ଆଫ୍ରୀନ ଖାନ
ଦେଖଣା
ସାରା ଆଫ୍ରୀନ ଖାନ | |
|---|---|
୨୦୧୫ ମସିହାରେ ଦିଲ୍ଲୀ ୱାଲି ଠାକୁର ଗର୍ଲସ୍ ଲଞ୍ଚ କାର୍ଯ୍ୟକ୍ରମରେ ସାରା | |
| ଜନ୍ମ | ୯ ନଭେମ୍ବର ୧୯୮୫ |
| ଜାତୀୟତା | ଭାରତ |
| ବୃତ୍ତି(ସମୂହ) | ଅଭିନେତ୍ରୀ, ଟେଲିଭିଜନ ଉପସ୍ଥାପିକା |
| ସକ୍ରିୟ ବର୍ଷ | ୧୯୯୦–ଏବେଯାଏଁ |
| ବୈବାହିକ-ସାଥୀ | ଆଫ୍ରୀନ ଖାନ[୧] |
ସାରା ଆଫ୍ରୀନ ଖାନ (ଜନ୍ମ: ୯ ନଭେମ୍ବର ୧୯୮୫) ଜଣେ ଭାରତୀୟ ଅଭିନେତ୍ରୀ । ମାଇଣ୍ଡ କୋଚ୍,[୨][୩] ଏବଂ ଟେଲିଭିଜନ ଉପସ୍ଥାପିକା । ଜଣେ ମାଇଣ୍ଡ କୋଚ୍ ଭାବରେ, ସେ ମୁଖ୍ୟତଃ ଆତ୍ମ-ନିର୍ଭର ହେବା ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଶିକ୍ଷଣ ଦେଇଥାନ୍ତି ।[୨] ଜଣେ ଅଭିନେତ୍ରୀ ଭାବରେ, ଷ୍ଟାର୍ ୱାନ୍ରେ ପ୍ରସାରିତ ଦାହରାବାହିକ ଢୁଣ୍ଢ ଲେଗି ମଞ୍ଜିଲ ହମେଁରେ ଅଳକା ତିୱାରୀ ଭୂମିକାରେ ଅଭିନୟ କରିବା ପାଇଁ ଏବଂ ଲଭ୍ କା ହୈ ଇନ୍ତେଜାରରେ ମହାରାଣୀ ବିଜୟଲକ୍ଷ୍ମୀ ରାଣାୱତ ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା ।[୪][୫] ସେ ବିଗ୍ ବସ୍ ୧୮ରେ ମଧ୍ୟ ଜଣେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର ସିଙ୍ଗମ ଏଗେନ୍ରେ ସେ ମଧ୍ୟ ଅଭିନୟ କରିଥିଲେ ।[୬]
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୦–୨୦୧୧ | ଢୁଣ୍ଢ ଲେଗି ମଞ୍ଜିଲ ହମେଁ | ଅଳକା | |
| ୨୦୧୧ | ସି.ଆ.ଡି. | ରୋଶ୍ମୀ | |
| ୨୦୧୫ | ଜିନ୍ଦଗୀ ୱିନ୍ସ୍ | ଡ. ମାଳବିକା ସେଠ | |
| ଦିଲ୍ଲୀ ୱାଲି ଠାକୁର ଗର୍ଲସ୍ | ଅଞ୍ଜନୀ | ||
| କହି ସୁନି | |||
| ୨୦୧୫–୨୦୧୬ | ସିୟା କେ ରାମ | ସୁର୍ପନଖା | |
| ୨୦୧୬ | କିଲର୍ କାରାଓକେ ଅଟକା ତୋ ଲଟ୍କା | ପ୍ରତିଯୋଗୀ | |
| ୨୦୧୬–୨୦୧୭ | ଜମାଇ ରାଜା | ନକଲି ମାହି ସତ୍ୟ ସାୱନ୍ତ / ଅଲୀନା ବର୍ମା | |
| ୨୦୧୭ | ଫିଅର୍ ପାଇଲ୍ସ | ସୁହାନା | ସିଜିନ୍ ୩, ଅଧ୍ୟାୟ ୧୭ |
| ଏଜେଣ୍ଟ ରାଘବ – କ୍ରାଇମ ବ୍ରାଞ୍ଚ | ରାଧିକା | ||
| ଲଭ୍ କା ହୈ ଇନ୍ତେଜାର | ମହାରାଣୀ ବିଜୟଲକ୍ଷ୍ମୀ ରାଣାୱତ | ||
| ୨୦୨୪ | ବିଗ୍ ବସ୍ ୧୮ | ପ୍ରତିଯୋଗୀ |
କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
|---|---|---|---|---|
| ୨୦୧୦ | ପେବ୍ୟାକ୍ | ଇଶିତା ସାହାଣୀ | ହିନ୍ଦୀ | |
| ୨୦୧୪ | ଟୋଟାଲ୍ ସିୟାପ୍ପା | ଜିଆ ସିଂହ | ||
| ୨୦୧୭ | ସର୍ଗୋଶିୟାଁ | ଶିନା ଓବରାଏ | ||
| ୨୦୨୧ | ସୂର୍ଯ୍ୟବଂଶୀ | ଇକରା ହଫୀଜ | ||
| ୨୦୨୪ | ସିଂଘମ ଏଗେନ୍ | ମୃଗ୍ୟ/ଇକରା ହଫୀଜ |
ଆଧାର
[ସମ୍ପାଦନା]- ↑ "I told Arfeen he will marry me: Sara Khan". Deccan Chronicle. 26 February 2017. Archived from the original on 26 February 2017.
- ↑ ୨.୦ ୨.୧ Cyril, Grace (7 October 2024). "Bigg Boss 18: Sara Arfeen Khan Receives Support From Bollywood Stars Hrithik Roshan, Bhumi Pednekar". www.timesnownews.com. Times Now. Retrieved 23 October 2024.
- ↑ "Life coach Arfeen Khan on putting marriage under spotlight in BB18: It's terrifying". indiatoday.in. India Today. 10 October 2024. Retrieved 23 October 2024.
- ↑ "Sara does a Katrina". The Indian Express. 18 March 2011.
- ↑ "Not looking for a career in Bollywood: Sara Khan". The Times of India. 28 February 2014.
- ↑ "BB 18 Fame Sara Arfeen Khan's Picture With Kareena Kapoor Khan-Arjun Kapoor From Singham Again Set Goes Viral". Times Now (in ଇଂରାଜୀ). 2024-11-03. Retrieved 2024-11-11.
ବାହାର ଲିଙ୍କ୍
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ସାରା ଆଫ୍ରୀନ ଖାନ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ସାରା ଆଫ୍ରୀନ ଖାନ
- ଇନଷ୍ଟାଗ୍ରାମରେ ସାରା ଆଫ୍ରୀନ ଖାନ
- ଫେସବୁକରେ ସାରା ଆଫ୍ରୀନ ଖାନ