Jump to content

ସାବିତ୍ରୀ କବି

ଉଇକିପିଡ଼ିଆ‌ରୁ
ସାବିତ୍ରୀ କବି
ମୃତ୍ୟୁ୨ ଫେବୃଆରୀ
ବୃତ୍ତିକବୀ
ଲେଖିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରବସନ୍ତ ମୁଦୁଲି କବିତା ପୁରସ୍କାର – ୨୦୦୫

ସାବିତ୍ରୀ କବି ଜଣେ ଓଡ଼ିଆ କବୀ ଓ ଲେଖିକା । ତାଙ୍କ ରଚିତ ପୁସ୍ତକ ଲୁହର ସମୁଦ୍ରରେ ଇନ୍ଦ୍ରଣୀ, ସୁନାଝିଅ, ଏକ୍ଲା ଝିଅର ଗୀତ, ଥାଏ କି ନଥାଏ, ମାମା, ବାପା ଆଦି ପ୍ରକାଶିତ ହୋଇଛି ।[] ୨୦୦୫ ମସିହାରେ, ତାଙ୍କୁ ବସନ୍ତ ମୁଦୁଲି କବିତା ପୁରସ୍କାର ପ୍ରଦାନ କରାଯାଇଥିଲା ।

ରଚନାବଳୀ

[ସମ୍ପାଦନା]

କବିତା ସଂକଳନ

[ସମ୍ପାଦନା]
  • ଲୁହର ସମୁଦ୍ରରେ ଇନ୍ଦ୍ରଣୀ
  • ସୁନାଝିଅ - ୨୦୦୨
  • ଏକ୍ଲା ଝିଅର ଗୀତ - ୨୦୦୫
  • ଥାଏ କି ନଥାଏ - ୨୦୧୫
  • ସ୍ୱପ୍ନର ନାଁ ନଈ - ୨୦୨୧

ଉପନ୍ୟାସ

[ସମ୍ପାଦନା]
  • ମାମା - ୨୦୦୨
  • ମାଳତୀର କାନ୍ଦ - ୨୦୨୦
  • ବାପା - ୨୦୨୪

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ଲୁହର ସମୁଦ୍ରରେ ଇନ୍ଦ୍ରଣୀ (୧ ed.). ଏଥେନା ବୁକ୍ସ. Retrieved 9 April 2026.[permanent dead link]
  2. ମହାନ୍ତି, କୃଷ୍ଣ କୁମାର, ed. (6 December 2025). ଚିହ୍ନା ଚାଳିଶ (୧ ed.). ଟାଇମ୍‌ପାସ୍. ISBN 9789360730345. Retrieved 2 April 2026.

ବାହାର ଲିଙ୍କ୍

[ସମ୍ପାଦନା]