ସାନ୍ତା କ୍ଲଜ୍

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
"Santa" ପ୍ରସଙ୍ଗଟି ଏଠାକୁ ଲେଉଟାଯାଇଛି । For other uses, see Santa (disambiguation).
ଏହି ଲେଖାଟି the legendary character ବାବଦରେ । ବାକିସବୁ ପାଇଁ, ସାନ୍ତା କ୍ଲଜ୍ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।

ଛାଞ୍ଚ:Globalize/Northern

1881 illustration by Thomas Nast who, along with Clement Clarke Moore's poem "A Visit from St. Nicholas", helped to create the modern image of Santa Claus

ସାନ୍ତା କ୍ଲଜର ଜନ୍ମ[ସମ୍ପାଦନା]

ସାନ୍ତା କ୍ଲଜ୍,ସେଣ୍ଟ ନିକୋଲାସ,ସେଣ୍ଟ ନିକ,ଫାଦର ଖ୍ରୀଶ୍ମାଶ,ଶାନ୍ଟି କିମ୍ବା ସହଜରେ ସାନ୍ତା ହେଉଛି ଏକ ଐତିହାସିକ ଜନ୍ମ। ପାଶ୍ଚ୍ୟାତ ସଭ୍ୟତା ଅନୁଯାଇ, ଯିଏ ୨୪ ଡିସେମ୍ବର[[ଖ୍ରୀଶ୍ମାଶ ଇଭ]ଏବଂ ପ୍ରାତଃ ସଖାଳ ୨୫ ଡିସେମ୍ବର ଖ୍ରୀଶ୍ମାଶ ଦିନ ଭଲ ବ୍ୟବହାର କରୁଥିବା ପିଲାମାନଙ୍କୁ ଉପହାର ଦେଇଥାନ୍ତି। ନୂତନ ସାନ୍ତା କ୍ଲଜ୍ର ଜନ୍ମ ହେଉଛି ବ୍ରିଟିଶ ନିୟମ ଅନୁଯାଇ ଫାଦର ଖ୍ରୀଶ୍ମାଶ,ଡଚ ନିୟମ ଅନୁଯାଇ ସିଣ୍ଟରକ୍ଲାସ,ଗ୍ରୀକ ନିୟମ ଅନୁଯାଇସେଣ୍ଟ ନିକୋଲାସ

ସାନ୍ତା କ୍ଲଜର ରୂପ[ସମ୍ପାଦନା]

ସାନ୍ତା କ୍ଲଜ ଆକାର ସଧାରଣତ ମୋଟା,ଧଳାଦାଢି ଧାରଣ କରିଥିବା ବ୍ୟକ୍ତି(କେତକ ସମୟରେ ଚଷମା ମଧ୍ୟ ଧାରଣ କରିଥାନ୍ତି),ଏହା ସହିତ ସେ ଜଣେ ଖୁସି ପ୍ରକୃତିର ଲୋକ। ପୋଷାକ