ସାନ୍ତାଳ ଜନଜାତି
| ᱥᱟᱱᱛᱟᱲ ᱦᱚᱲ | |
|---|---|
ବାହା ପରବ୍ ପାଳନ ସମୟରେ ପାରମ୍ପାରିକ ପୋଷାକ ପରିହିତ ସାନ୍ତାଳ ସମୂହାୟ | |
| ସମୁଦାୟ ଜନସଂଖ୍ୟା | |
| c. 7.5 million | |
| ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ | |
Jharkhand | ୨,୭୫୨,୭୨୩[୧] |
| West Bengal | ୨,୫୧୨,୩୩୧[୧] |
| Odisha | ୮୯୪,୭୬୪[୧] |
| Bihar | ୪୦୬,୦୭୬[୧] |
| Assam | ୨୧୩,୧୩୯[୨] |
| Tripura | ୨,୯୧୩[୩] |
| ୧୨୯,୦୪୯ (୨୦୨୧)[୪] | |
| ୫୧,୭୩୫[୫] | |
| ଭାଷାସମୂହ | |
| ସାନ୍ତାଳୀ, ହିନ୍ଦୀ, ଓଡ଼ିଆ, ବଙ୍ଗଳା, ନେପାଳୀ | |
| ଧର୍ମ | |
| ସଂଖ୍ୟାଗରିଷ୍ଠ ସଂଖ୍ୟାଲଘୁ ଲୌକିକ ଧର୍ମ (ସାରନା ଧରମ) | |
| ସମ୍ବନ୍ଧିତ ସମ୍ପ୍ରଦାୟ | |
| ମୁଣ୍ଡା • ହୋ • ଜୁଆଙ୍ଗ • ଖଡ଼ିଆ • ଶବର • କୋର୍କୁ • ଭୂମିଜ | |
ସାନ୍ତାଳ ଜନଜାତି ଭାରତୀୟ ଉପମହାଦେଶର ଏକ ଅଷ୍ଟ୍ରୋଏସୀୟ ଭାଷାଭାଷୀ ମୁଣ୍ଡା ଜାତିଗୋଷ୍ଠୀ ।[୭] ଜନସଂଖ୍ୟା ଦୃଷ୍ଟିରୁ ଭାରତୀୟ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ସାନ୍ତାଳ ବୃହତ୍ତମ ଜନଜାତି ସାନ୍ତାଳମାନେ ଓଡ଼ିଶା, ବିହାର ଓ ଆସାମରେ ମଧ୍ୟ ବସବାସ କରିଥାନ୍ତି । ସାନ୍ତାଳମାନେ ଉତ୍ତର ବଙ୍ଗଳାଦେଶର ରାଜସାହି ଡିଭିଜନ ଏବଂ ରଙ୍ଗପୁର ଡିଭିଜନର ସର୍ବବୃହତ ସଂଖ୍ୟାଲଘୁ ଓ ନେପାଳରେ ଅନେକ ସାନ୍ତାଳ ବସବାସ କରନ୍ତି । ସାନ୍ତାଳମାନେ ଅଷ୍ଟ୍ରୋ-ଏସିଆଟିକ୍ ଭାଷା ପରିବାରର ସର୍ବାଧିକ କଥିତ ମୁଣ୍ଡା ଭାଷା ସାନ୍ତାଳୀ କୁହନ୍ତି ।
ବ୍ୟୁତ୍ପତ୍ତି
ସାନ୍ତାଳ ସମ୍ଭବତଃ ଏକ ବହିର୍ନାମକରଣ (ଏକ୍ସୋନିମ)ରୁ ଉତ୍ପନ୍ନ ହୋଇଥାଏ । ଏହି ଶବ୍ଦ ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳର ତତ୍କାଳୀନ ସିଲଦାର ବାସିନ୍ଦା ସାଓନ୍ତମାନଙ୍କୁ ବୁଝାଏ ।[A][୮] ସଂସ୍କୃତ ଶବ୍ଦ ସମନ୍ତ ବା ବଙ୍ଗଳା ସଅନ୍ତର ଅର୍ଥ ସମତଳ ଭୂମି ।[୯] ସାନ୍ତାଳମାନଙ୍କ ସ୍ୱନାମକରଣ ହର୍ ହପନ୍ ("ମାନବଜାତିର ପୁତ୍ରଗଣ") ।[B]
ଆଧାର
- ↑ ୧.୦ ୧.୧ ୧.୨ ୧.୩ "A-11 Individual Scheduled Tribe Primary Census Abstract Data and its Appendix". censusindia.gov.in. Office of the Registrar General & Census Commissioner, India. Retrieved 18 November 2017.
- ↑ "C-16 Population By Mother Tongue". censusindia.gov.in. Office of the Registrar General & Census Commissioner, India. Retrieved 3 November 2019.
- ↑ "A-11 Appendix: District wise scheduled tribe population (Appendix), Tripura - 2011". censusindia.gov.in. Office of the Registrar General & Census Commissioner, India.
- ↑ "Table 1.4 Ethnic Population by Group and Sex" (PDF) (in Bengali). Bangladesh Bureau of Statistics. 2021. p. 34. Archived from the original (PDF) on 2022-08-13. Retrieved 2023-11-23.
- ↑ "National Population and Housing Census 2011: Social Characteristics Tables" (PDF). Nepal Census. Archived from the original (PDF) on 2023-03-14. Retrieved 2023-11-23 – via Government of Nepal.
- ↑ ୬.୦ ୬.୧ "ST-14 Scheduled Tribe Population By Religious Community - Jharkhand". census.gov.in. Retrieved 3 November 2019.
- ↑ Cavallaro, Francesco; Rahman, Tania. "The Santals of Bangladesh" (PDF). ntu.edu.sg. Nayang Technical University. Archived from the original (PDF) on 9 November 2016. Retrieved 17 November 2017.
- ↑ Census 1961, west bengal-district handbook, Midnapore (PDF). The superintendent, government printing, West Bengal. 1966. p. 58. Archived from the original (PDF) on 2 September 2021.
- ↑ Encyclopaedia of Scheduled Tribes in Jharkhand. Gyan Publishing House. 2010. p. 213. ISBN 9788178351216.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "upper-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="upper-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।