ସହଯୋଗ:ଓଡ଼ିଆରେ ଟାଇପ କିପରି କରିବେ/ଲେଖନୀ

ଉଇକିପିଡ଼ିଆ‌ରୁ

ଲେଖନୀ ଉଇକିପିଡ଼ିଆ ଭିତରେ ଓଡ଼ିଆରେ ଟାଇପ କରିବା ପାଇଁ ଏକ ଇନପୁଟ ବିଧି । ଏହା ଉଚ୍ଚାରଣକୁ ଭିତ୍ତି କରି ତିଆରି । (ଡାହାଣ ପାଖରେ ଥିବା ଛବିରେ ଏହାକୁ ସଚଳ କରି କିପରି ଟାଇପ କରିବେ ଦେଖନ୍ତୁ)

ସବିଶେଷ[ସମ୍ପାଦନା]

  • ଲେଖନୀରେ ଲେଖିବା ବେଳେ ଉଭୟ ମୌଳିକ ବର୍ଣ୍ଣ (ସ୍ୱର ଓ ବ୍ୟଞ୍ଜନ) ଲେଖାଯାଇପାରେ ।
  • ଯୁକ୍ତାକ୍ଷର ପାଇଁ ସାଧାରଣତଃ ହଳନ୍ତ (z ଟିପି) ବ୍ୟବହାର କରିବାକୁ ପଡ଼େ (ଯଥା: କ୍ତ ଲେଖିବା ପାଇଁ ) ।
  • ବହୁଳ ଭାବେ ବ୍ୟବହୃତ କେତେକ ଯୁକ୍ତାକ୍ଷର, ଫଳା ଓ ମାତ୍ରା ପାଇଁ ବିନା ହଳନ୍ତରେ ଲେଖିହେବ (ଉଦାହରଣ: ଙ୍କ ଲେଖିବା ପାଇଁ , ଏଠାରେ ସମ୍ପୂର୍ଣ୍ଣ ତାଲିକା) ।
  • Linux ଓ Apple MacOS ବ୍ୟବହାରକାରୀମାନେ ନିଜ କମ୍ପ୍ୟୁଟରରେ ଓଡ଼ିଆ ପାଇଁ ବ୍ୟବହାର କରୁଥିବା ଫୋନେଟିକ କି-ବୋର୍ଡ଼ ଲେଆଉଟର ଲେଖନୀ ସହ ପ୍ରାୟତଃ ସମାନ ।

ଅକ୍ଷରସଜ୍ଜା[ସମ୍ପାଦନା]

କିବୋର୍ଡ଼ର କେଉଁ "କି"ରେ କେଉଁ ଓଡ଼ିଆ ଅକ୍ଷର
କିବୋର୍ଡ଼ର କେଉଁ "କି"ରେ କେଉଁ ଓଡ଼ିଆ ଅକ୍ଷର

ସ୍ୱରବର୍ଣ୍ଣ[ସମ୍ପାଦନା]

a A / aa i I u U
e E o au R
ଅଁଳା ସଂସାର ଦୁଃଖ
aXLa / aMMLa sMsar duHK / duHkh

ବ୍ୟଞ୍ଜନବର୍ଣ୍ଣ[ସମ୍ପାଦନା]

k K/kh g G/gh NG
c C/ch j jh Ng
T Th D Dh N
t th d dh n
p F/ph b bh m
J/y r l w/W S
କ୍ଷ
sh s h L x
ଜ୍ଞ ଡ଼ ଢ଼
Z q Q

ଫଳା ଓ ମାତ୍ରା[ସମ୍ପାଦନା]

କା କି କୀ କେ କୈ କୁ କୂ କୋ କୌ
ka ki kI ke kE ku kU ko kou
୍ (ହଳନ୍ତ) କ୍ର କ୍ରା କ୍ରି କ୍ରେ କ୍ରୋ କ୍ରୀ କ୍ରୌ କ୍ରୈ
z kzr kzra kzri kzre kzro kzrI kzrou kzrE
ଦୁଃଖ ସଂସାର ଅଁଳା ଙ୍ଗ ଗଙ୍ଗା
H duHK M sMsar X aXLa ng gnga

ଯୁକ୍ତାକ୍ଷର[ସମ୍ପାଦନା]

କ୍କ ଦ୍ଦ ଦ୍ଧ ଚ୍ଚ ଚ୍ଛ ଜ୍ଜ ଜ୍ଝ ତ୍ତ ତ୍ଥ ଟ୍ଟ ଡ୍ଡ ଲ୍ଲ
kk dd ddh cc cch jj jjh tt tth TT DD ll
କ୍ତ କ୍ର କୃ ଙ୍କ ଙ୍ଖ ଙ୍ଗ ଙ୍ଘ ଞ୍ଚ ଞ୍ଛ ଞ୍ଜ ଞ୍ଝ
kzt kzr kR nk nkh ng ngh nc nch nj njh
ନ୍ତ ନ୍ନ ଣ୍ଣ ପ୍ପ ବ୍ବ ଦ୍ଭ ବ୍ଦ ବ୍ଧ
nzt nzn NzN pp bzb dzbh bzd bzdh

ଉଦାହରଣ[ସମ୍ପାଦନା]

ଯୁକ୍ତାକ୍ଷର ସବୁ ଲେଖିବା ପାଇଁ ଦୁଇଟି ବର୍ଣ୍ଣକୁ ହଳନ୍ତ ଦ୍ୱାରା ଯୋଡ଼ି ଲେଖିବାକୁ ପଡ଼ିବ । "z" ଟାଇପ କଲେ ହଳନ୍ତଟିଏ ଆସିବ ।

  • ସ‌ହର= s_(underscore, Shift -) hr
  • ସ୍ୱର୍ଣ୍ଣ = swrzNzN
  • ପ୍ରତି = pz rti
  • ପ୍ରୌଢ଼ = pzrouQ
  • କୃତ୍ୟ = kRtY
  • ର‌୍ଯାଙ୍କିଙ୍ଗ = r_ynking (ଅଣ୍ଡରସ୍କୋର "_" ଟାଇପ କଲେ ଜିରୋ-ଉଇଡ୍‌ଥ ଜଏନର (ZWJ) ଟାଇପ ହୁଏ ଫଳରେ "ଯ ଫଳା"ଟି ଶବ୍ଦର ଆରମ୍ଭରେ ଥିବା "ର" ସହ ମିଶି "ର୍ୟାଙ୍କିଙ୍ଗ" ଦିଶେନାହିଁ)

ଆଲୋଚନା[ସମ୍ପାଦନା]

ଅଧିକ ପଠନ[ସମ୍ପାଦନା]