ସର୍ବେଶ୍ୱର ଶତପଥୀ
ଦେଖଣା
ସର୍ବେଶ୍ୱର ଶତପଥୀ ଗୋକର୍ଣ୍ଣିକା କବିତା ସମ୍ମାନ (୨୦୧୮) ଦ୍ଵାରା ସମ୍ମାନିତ ଓଡ଼ିଆ କବି ।[୧]ଏହାଛଡା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପୂର୍ତ୍ତି ପାଳନ ଉପଲକ୍ଷେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହ-୨୦୧୯’ ରେ ପତ୍ରିକା ସମ୍ପାଦନା ପାଇଁ ସେ ମହାତ୍ମାଗାନ୍ଧୀ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି ।[୨]
ଶାସ୍ତ୍ରୀୟ ସଂଗୀତର ପ୍ରଚାରପ୍ରସାର ପାଇଁ କାର୍ଯ୍ୟ କରୁଥିବା ଭୁବନେଶ୍ୱରର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ’ହିନ୍ଦୁସ୍ଥାନୀ ସଂଗୀତ ସଭା’ର ସେ ଉପ-ସଭାପତି ଥିଲେ ।[୩]
ସାହିତ୍ୟକୃତି
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Dharitri (2019-08-12). "'ସାହିତ୍ୟ ମାଧ୍ୟମରେ ଜାତିର ପ୍ରଗତି, ପ୍ରତିଷ୍ଠା ଭରିଥାଏ' - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2025-04-12.
- ↑ Dharitri; Patree, Annapurna (2019-10-10). "୫୪ ଜଣଙ୍କୁ ମହାତ୍ମାଗାନ୍ଧୀ ପ୍ରତିଭା ସମ୍ମାନ - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2025-04-12.
- ↑ Mishra, Bandana (2025-02-04). "ବୁଦ୍ଧ ମନ୍ଦିରରେ ହୋଇଯାଇଛି ୫ମ ରାଜ୍ୟସ୍ତରୀୟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ସମାରୋହ". Sambad. Retrieved 2025-04-12.
- ↑ "Sakti Iconography in Tantric Mahavidyas". www.amazon.in. Retrieved 12 April 2025.
- ↑ Satpathy, Sarbeswar (2008). Dasa Mahavidya & Tantra Sastra (in ଇଂରାଜୀ). Punthi Pustak. ISBN 978-81-86791-76-9.
- ↑ pdfcoffee.com_dasa-mahavidya-and-tantra-shastra-sarbeswar-satpathy-pdf-pdf-free.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |