ସରୋଜିନୀ ଅଗ୍ରୱାଲ
ଦେଖଣା
ସରୋଜିନୀ ଅଗ୍ରୱାଲ | |
|---|---|
| ବ୍ୟକ୍ତିଗତ ସବିଶେଷ | |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି (୨୦୧୭- ) |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସମାଜବାଦୀ ପାର୍ଟି (୨୦୧୭ ପର୍ଯ୍ୟନ୍ତ) |
| ଶିକ୍ଷାନୁଷ୍ଠାନ |
|
ସରୋଜିନୀ ଅଗ୍ରୱାଲ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ରାଜନୀତିରେ ୨୦୧୭ ପର୍ଯ୍ୟନ୍ତ ସମାଜବାଦୀ ପାର୍ଟିରେ ଏବଂ ୨୦୧୭ ପରଠାରୁ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ।[୨][୩] ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ବଛାଯିବା ପରେ, ସେ ତାଙ୍କ ସିଟ୍ ଛାଡ଼ିଥିଲେ ।[୪] ସେ ଉତ୍ତର ପ୍ରଦେଶର ବିଧାନ ପରିଷଦର ଜଣେ ସଦସ୍ୟ ଥିଲେ ।[୫]
ଆଧାର
[ସମ୍ପାଦନା]- ↑ "Dr. Sarojini Agarwar". Archived from the original on 13 June 2020. Retrieved 29 May 2021.
- ↑ "सपा MLC सरोजनी अग्रवाल ने पार्टी से दिया इस्तीफा, बीजेपी में हुईं शामिल". Bhaskar.
- ↑ "Sarojini Agarwal: Latest News, Photos and Videos on Sarojini Agarwal". abplive (in ହିନ୍ଦୀ).
- ↑ "Dr Sarojini Agarwal". TheQuint (in ଇଂରାଜୀ). Archived from the original on 24 April 2023. Retrieved 20 April 2023.
- ↑ "All 13 candidates declared elected unopposed to UP legislative council". The New Indian Express. 19 April 2018.