ସରୋଜା ଝୁଠୁ
ଦେଖଣା
| ବ୍ୟକ୍ତିଗତ ତଥ୍ୟ | |
|---|---|
| ଜନ୍ମନାମ | ସରୋଜା ଝୁଠୁ |
| ପୂରା ନାମ | ସରୋଜା ଝୁଠୁ |
| ଜାତୀୟତା | ଭାରତୀୟ |
| ଜନ୍ମ | ୫ ଜୁନ ୧୯୬୮ |
| Sport | |
| ଦେଶ | |
| କ୍ରୀଡ଼ା | ବନ୍ଧୁକଚାଳନା |
| Event(s) | |
ସରୋଜା କୁମାରୀ ଝୁଠୁ (ଜନ୍ମ ୫ ଜୁନ୍, ୧୯୬୮) ଜଣେ ଭାରତୀୟ ବନ୍ଧୁକଚାଳନା ଖେଳାଳି । ସେ ୨୦୦୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୨୫ ମିଟର୍ ପିସ୍ତଲ୍ (ଯୁଗଳ) ବିଭାଗରେ ସୁଷମା ରଣାଙ୍କ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୧]
ଆଧାର
[ସମ୍ପାଦନା]- ↑ "JHUTHU Saroja Kumari". Melbourne 2006 Commonwealth Games Corporation. Archived from the original on 29 October 2009. Retrieved 22 January 2010.