ସରସ୍ୱତୀ ଦେବୀ (ଅଭିନେତ୍ରୀ)
ଦେଖଣା
ସରସ୍ୱତୀ ଦେବୀ | |
|---|---|
୨୦୨୬ ମସିହାରେ ଭଦ୍ରକରେ ସର ଅପା | |
| ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୧୯୬୦ ଦଶକ – ଏବେଯାଏଁ |
ସରସ୍ୱତୀ ଦେବୀ ଜଣେ ଓଡ଼ିଆ କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ଅଭିନେତ୍ରୀ । ୧୯୬୦ ଦଶକରୁ ଏବେଯାଏଁ ସେ ଓଡ଼ିଆ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରୁଛନ୍ତି । ଜନତା ରଙ୍ଗମଞ୍ଚ ସହ ସେ ଅନେକ ବର୍ଷ ଧରି ଜଡ଼ିତ ଥିଲେ ଏବଂ ବିଭିନ୍ନ ସ୍ଥାନରେ ନାଟକ ପ୍ରଦର୍ଶନ କରିଛନ୍ତି ।
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ/ଆଧାର |
|---|---|---|---|
| ୧୯୬୮ | କିଏ କାହାର | ||
| ୧୯୭୩ | ଘର ସଂସାର | ||
| ୧୯୮୦ | ମେଘ ମୁକ୍ତି | ||
| ୧୯୮୧ | ଦେବଯାନୀ | ||
| ୧୯୮୮ | ସୁନା ଚଢ଼େଇ | ||
| ୧୯୯୦ | ଠାକୁର ଅଛନ୍ତି ଚଉ ବାହାକୁ | ||
| ୧୯୯୧ | ବସ୍ତ୍ର ହରଣ | ||
| ୧୯୯୫ | ସୁନା ପଞ୍ଜୁରୀ | ||
| ମଣି ନାଗେଶ୍ୱରୀ | ପାର୍ବତୀ | ||
| ୧୯୯୬ | ସକଳ ତୀର୍ଥ ତୋ ଚରଣେ | ||
| ୨୦୧୮ | ହାପି ଲକି | ଜେଜେମା | [୧] |
| ୨୦୨୧ | ମା'ର ମମତା | ||
| ୨୦୨୨ | ତୁ ମୋର ଓକେ | ||
| ୨୦୨୩ | ଲାଗିଲା ରଙ୍ଗ ଗୋଲାପି ଗୋଲାପି | ||
| ପ୍ରୀତି ବନ୍ଧନ | [୨] | ||
| ୨୦୨୬ | କାନ୍ଦ ମାଷ୍ଟ୍ରେ | ଜେଜେମା |
ଅଭିନୀତ ଧାରାବାହିକ
[ସମ୍ପାଦନା]| ଧାରାବାହିକ | ଚେନାଲ | ଭୂମିକା |
|---|---|---|
| - | - |
ଆଧାର
[ସମ୍ପାଦନା]- ↑ "ହାପି ଲକି". ସମାଜ. 21 January 2018. Retrieved 24 January 2018.[permanent dead link]
- ↑ Digital, Sambad (2023-05-28). "ରଜ ରିଲିଜ୍: ପ୍ରେକ୍ଷାଳୟରେ ଏକାସାଙ୍ଗେ ୩ ଓଡ଼ିଆ ଚଳଚ୍ଚିତ୍ର". Sambad. Retrieved 2026-02-20.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସରସ୍ୱତୀ ଦେବୀ