ସମ୍ବଲପୁରରେ ଶିକ୍ଷା

ଉଇକିପିଡ଼ିଆ ରୁ
(ସମ୍ବଲପୁର ରେ ଶିକ୍ଷ୍ୟା ରୁ ଲେଉଟି ଆସିଛି)
Jump to navigation Jump to search

ସମ୍ବଲପୁର , ଭାରତୀୟ ରାଜ୍ୟ ଓଡ଼ିଶାର ପଶ୍ଚିମାଞ୍ଚଳରେ ଥିବା ସମ୍ବଲପୁର  ଜିଲ୍ଲାର ମୁଖ୍ୟ ସହର ତଥା ସଦର ମହକୁମା । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ୩୨୧ କିଲୋମିଟର ଦୂରରେ ଅବସ୍ଥିତ । ୧୮୭୬ ମସିହାରେ ସମ୍ବଲପୁର ମୁନିସିପାଲିଟି ହିସାବରେ ମାନ୍ୟତା ପାଇଥିଲା ।  ସମ୍ବଲପୁର ସହରକୁ ପଶ୍ଚିମାଞ୍ଚଳର ବ୍ୟବସାୟୀକ ରାଜଧାନୀ କୁହାଯାଏ । ହୀରାକୁଦ ବନ୍ଧ, ସମ୍ବଲପୁରୀ ଶାଢ଼ୀ, ସମ୍ବଲପୁରୀ ନୃତ୍ୟ, ଶୀତଳଷଷ୍ଠୀ ଯାତ୍ରା , ହୁମାର ବକ୍ର ମନ୍ଦିର ଏ ସବୁ ସମ୍ବଲପୁରକୁ ଭାରତରେ ପରିଚିତ କରାଇ ଥାଆନ୍ତି ।  [୧]

ସମ୍ବଲପୁରରେ ଥିବା ଶିକ୍ଷାନୁଷ୍ଠାନ ମାନଙ୍କ ସାରଣୀ [ସମ୍ପାଦନା]

ବିଶ୍ୱବିଦ୍ୟାଳୟ ଓ କଲେଜ ସମୂହ [ସମ୍ପାଦନା]

ଭାରତୀୟ ବ୍ୟବସାୟୀକ ଶିକ୍ଷୟା ଅନୁଷ୍ଠାନ , ସମ୍ବଲପୁର ( IIM )

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ 

  • ସମ୍ବଲପୁର ବିଶ୍ୱବିଦ୍ୟାଳୟ 

ଓଡ଼ିଶା ବିଧାନ ସଭାଦ୍ୱାରା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗଠନ ପାଇଁ ୧୯୬୬ ମସିହାରେ ପାସ ହେଇଥିବା ବିଲ ଅନୁଯାୟୀ ୧୯୬୭ ମସିହା ଜାନୁଆରୀ ୧ ତାରିଖରେ ସମ୍ବଲପୁର ଓ ପଶ୍ଚିମ ଓଡ଼ିଶା ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ମାନଙ୍କୁ ସହବନ୍ଧିତ କରିବା ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆରମ୍ଭ ହେଇଥିଲା । ଅସ୍ଥାୟୀ ଭାବରେ ଏହା ସମ୍ବଲପୁରରେ ରହିବା ପରେ ୧୯୭୩ ମସିହାରେ ବୁର୍ଲା ସହର ନିକଟସ୍ଥ ନିଜସ୍ୱ କେମ୍ପସକୁ ସ୍ଥାନାନ୍ତର ହେଲା । ଏହାର ନିଜସ୍ୱ କେମ୍ପସକୁ 'ଜ୍ୟୋତି ବିହାର' କୁହାଯାଏ । 

  • ବୀର ସୁରେନ୍ଦ୍ର ସାଏ ବ୍ୟେସେୟିକ ବିଶ୍ୱବିଦ୍ୟାଳୟ 

VSSUT ( ପୂର୍ବତନ ବିଶ୍ୱବିଦ୍ୟାଳୟ କଲେଜ ଓଫ ଇଂଜିନିଯରିଂ ) ୧୯୫୬ ମସିହାରେ ଓଡ଼ିଶା ରାଜ୍ୟର ପ୍ରଥମ ଇଂଜିନିଯରିଂ କଲେଜ ହିସାବରେ ଖୋଲିଥିଲା । ଏଥିରୁ ଅଦ୍ୟାବଧି ୧୦,୦୦୦  ରୁ ଅଧିକ ଇଂଜିନିଯରିଂ ଗ୍ରାଜୁଏଟ ତଥା ୨୦୦୦ରୁ ଅଧିକ ପୋସ୍ତ ଗ୍ରାଜୁଏଟ ଇଂଜିନିଯରିଂର ବିଭିନ୍ନ ବ୍ରାଞ୍ଚରେ ଉତ୍ତିର୍ଣ ହେଇସାରିଲେଣି । 

  • ସମ୍ବଲପୁର ଓ ନିକଟବର୍ତୀ ଅଞ୍ଚଳରେ ଥିବା ମହାବିଦ୍ୟାଳୟ ଓ ଅନନ୍ୟ ଶିକ୍ଷାନୁଷ୍ଠାନ  ଗୁଡିକ ,
  • Gangadhar Meher College (Autonomous), Sambalpur[୧]
  • Sambalpur Chapter of THE INSTITUTE OF COST ACCOUNTANTS OF INDIA,Sambalpur [୨]
  • Women's College, Sambalpur
  • NSCB College
  • Hindi Teacher Training College, Sambalpur
  • Orissa Medical College of Homoeopathy & Research, Sambalpur
  • VSS Medical College & Hospital, Sambalpur Official website
  • Lajpat Rai Law College, Sambalpur
  • Silicon Institute of Technology, Sason, Sambalpur[୨]
  • G.M.Junior College,
  • VSS Institute of Science Dhankauda
  • NAC College Burla
  • Hirakud College Hirakud
  • Surajmal College, Rengali
  • Ramkali Devi Trust Higher Secondary School, Budharaja
  • Govt.Women's College,
  • NSCB College Dhanupalli
  • Samaleswari College

ସ୍କୁଲ ସମୂହ [ସମ୍ପାଦନା]

  • Govt. Deaf & Dumb High School, Burla
  • Sri Aurobindo School (SAIIE&R)
  • St. Joseph's Convent Higher Secondary School, Sambalpur
  • Central School (KV)
  • Delhi Public School, Sambalpur
  • Madanawati Public School
  • Veer Surendra Sai English Medium School, Dhankauda, Samblapur
  • University Campus UGME School
  • Lady Lewis Girls High School
  • Jyoti Vihar High School Burla
  • DAV Public School Burla
  • Saraswati Vidya Mandir Dhanupali
  • Town High School,
  • CSB Zilla School
  • Morden Public School Sonapali
  • Gurunanak Public School
  • Government Boys High School, Burla
  • Government Boys High School, Hirakud
  • Jaya Durga College Padiabahal
  • Municipal Girls High School
  • CS Colony High School
  • Govt. Girls High School, Balibandha
  • Budharaja High School
  • SDS Municipal Girls High School
  • BM Pattnaik ME School
  • Saraswati Sishu Mandir
  • Kansar GP High School
  • Brooks Hill, Pry School
  • Govt Girls High School Hirakud
  • Sasan High School
  • Hindi High School
  • Shree Ganesh Girls High School, Dhanupali
  • Khetarajpur High School
  • Police High School,
  • SB high School Gopalpali
  • Balika Vidyalaya Khetrajpur
  • Officers Colony PRY School Burla
  • Golgunda Pry School Burla
  • Mhatabnagar Pry School Burla
  • Goudapali Pry School
  • Central Line Pry School Burla
  • A Kantapali Pry School
  • Kirba UP School
  • Sadeipali UGME School
  • Dhankauda Pry School
  • Sason Pry School
  • Kinsir Pry School
  • Padhanpali Pry School
  • Sagunpali Pry School
  • Pitapali Pry School
  • Hirakud UGUP School
  • Naxapali, Pry School
  • Ainthapali, Pry School
  • Remed, Pry School
  • Bhatra UGME School
  • Ashapali UGUP School
  • Dhanupali UGUP School

ଖେଳ କୁଦ ଶିକ୍ଷାନୁଷ୍ଠାନ ସବୁ [ସମ୍ପାଦନା]

  • Sambalpur Football Academy, Pitapali

This institution imparts football training to specially selected players with free boarding and schooling. The campus is located on the periphery of the left dyke of the Hirakud Dam.

ନୋଟ [ସମ୍ପାଦନା]

ଓଡ଼ିଶା ବିଧାନ ସଭାଦ୍ୱାରା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗଠନ ପାଇଁ ୧୯୬୬ ମସିହାରେ ପାସ ହେଇଥିବା ବିଲ ଅନୁଯାୟୀ ୧୯୬୭ ମସିହା ଜାନୁଆରୀ ୧ ତାରିଖରେ ସମ୍ବଲପୁର ଓ ପଶ୍ଚିମ ଓଡ଼ିଶା ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ମାନଙ୍କୁ ସହବନ୍ଧିତ କରିବା ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆରମ୍ଭ ହେଇଥିଲା । ଅସ୍ଥାୟୀ ଭାବରେ ଏହା ସମ୍ବଲପୁରରେ ରହିବା ପରେ ୧୯୭୩ ମସିହାରେ ବୁର୍ଲା ସହର ନିକଟସ୍ଥ ନିଜସ୍ୱ କେମ୍ପସକୁ ସ୍ଥାନାନ୍ତର ହେଲା । ଏହାର ନିଜସ୍ୱ କେମ୍ପସକୁ 'ଜ୍ୟୋତି ବିହାର' କୁହାଯାଏ । 

ଆଧାର [ସମ୍ପାଦନା]