ସମୀର ଶାହ
ଦେଖଣା
ସମୀର ଶାହ ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ କମେଡ଼ି କାର୍ଯ୍ୟକ୍ରମ ଆଦିରେ କାମ କରିବା ପାଇଁ ଜଣାଶୁଣା ।[୧][୨] ସେ ଧାରାବାହିକ ତୁ ମେରେ ଅଗଲ ବଗଲ ହୈ ଜରିଆରେ ଟେଲିଭିଜନରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ଶ୍ରୀମାନ ଶ୍ରୀମତୀ ଫିର୍ ସେ ଓ ଆର୍. କେ. ଲକ୍ଷ୍ମଣ କି ଦୁନିୟାରେ କାମ କରିଛନ୍ତି ।[୩][a][୪]
ନୋଟ୍
[ସମ୍ପାଦନା]- ↑ Other shows and films have been associated with an actor named Sameer Shah or Samir Shah, these include: Mrs. Tendulkar; Hasratein; and Rustom. These may or may not refer to the subject of this article.
ଆଧାର
[ସମ୍ପାଦନା]- ↑ "Prasad Barve replaces Sameer Shah in 'Shrimaan Shrimati Phir Se' - Times of India". The Times of India. 13 April 2018.
- ↑ "Shriman Shrimati set to return on SAB TV, here are all the deets". The Indian Express (in ଆମେରିକୀୟ ଇଂରାଜୀ). 2018-02-21. Retrieved 2018-03-15.
- ↑ "Hindi Tv Actor Sameer Shah Biography, News, Photos, Videos". nettv4u.
- ↑ "'Common' tales for you: After Hrs had a tête-à-tête with TV actors Atul Parchure, Vandana Pathak and Sameer Shah, who were in Indore on Tuesday to promote their comedy show RK Laxman Ki Duniya". DNA. Mumbai. 13 February 2013. ଛାଞ୍ଚ:ProQuest.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସମୀର ଶାହ