ବିଗ ଡିଲ

ଉଇକିପିଡ଼ିଆ‌ରୁ
(ସମୀର ରିଶୁ ମହାନ୍ତିରୁ ଲେଉଟି ଆସିଛି)
ବିଗ ଡିଲ
Background information
ଜନ୍ମ ସମୟରେ ନାମସମୀର "ରିଶୁ" ମହାନ୍ତି
Also known asବିଗ ଡିଲ
ଜନ୍ମପୁରୀ[୧]
ଶୈଳୀ
ପେଷା
  • ର‌୍ୟାପର
  • ରେକର୍ଡ଼କାର
  • ଗୀତିକାର
ବାଦ୍ୟଯନ୍ତ୍ରକଣ୍ଠ
ଲେବଲ
  • ମୁଁ ହେଲି ଓଡ଼ିଆ
  • ସ୍କିଲ୍ଡ଼ ଇନ ଓଡ଼ିଶା
  • ଆର ୟୁ ଇଣ୍ଡିଆନ?

ସମୀର "ରିଶୁ" ମହାନ୍ତି (ଜନ୍ମ ୧୯୯୨) ଜଣେ ଜାପାନୀ-ଓଡ଼ିଆ ର‌୍ୟାପର । ସେ ତାଙ୍କର ମଞ୍ଚ ନାମ ବିଗ ଡିଲ ଭାବେ ଜଣାଶୁଣା । ସେ ତାଙ୍କର ଓଡ଼ିଆ ର‌୍ୟାପ ମୁଁ ହେଲି ଓଡ଼ିଆ, ଓଡ଼ିଶା ସରକାରଙ୍କ ସହଯୋଗରେ ତିଆରି ସ୍କିଲ୍ଡ଼ ଇନ ଓଡ଼ିଶା[୨] ଓ ଜାତିବାଦ ବିରୋଧୀ ଗୀତ ଆର ୟୁ ଇଣ୍ଡିଆନ?"[୩] ପାଇଁ ଜଣାଶୁଣା

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଜାପାନୀ ମାତା ଓ ଓଡ଼ିଆ ପିତାଙ୍କଠାରୁ ଜନ୍ମିତ ବିଗ ଡିଲ ପୁରୀରେ ଜନ୍ମିତ, ଦାର୍ଜିଲିଂରେ ଲାଳିତ ପାଳିତ ଓ ବେଙ୍ଗାଳୁରୁରେ ବାସକରନ୍ତି ।[୧]

ବିଗ ଡିଲ ଆମେରିକୀୟ ର‌୍ୟାପର ଏମିନେମଙ୍କ ଅଭିନୀତ ୮ ମାଇଲଦ୍ୱାରା ଅନୁପ୍ରାଣୀତ ହୋଇ ର‌୍ୟାପିଂ ଆରମ୍ଭ କରିଥିଲେ । ତାହାର ଦଶ ବର୍ଷ ପରେ ସେ ତାଙ୍କର ପ୍ରଥମ ର‌୍ୟାପ ଗୀତ "ୱାନ କିଡ଼" ସଂଯୋଜନା କରିଥିଲା । ସେ ଗୀତରେ ନିଜ ଜନ୍ମସ୍ଥାନ ପୁରୀ ଓ ସେଠାରେ ପ୍ରାରମ୍ଭିକ ଶିକ୍ଷା ସମୟରେ ତିକ୍ତ ଅନୁଭୂତି ବର୍ଣ୍ଣନା କରିଥିଲେ । ସେହି ବର୍ଷ ସେ ତାଙ୍କର ପ୍ରଥମ ଓଡ଼ିଆ ର‌୍ୟାପ ମୁଁ ହେଲି ଓଡ଼ିଆ" ସଂଯୋଜନାକରି ଗାଇଥିଲେ । ଜେ କୋଲକେନରିକ ଲାମାରଙ୍କୁ ସେ ନିଜର ସବୁଠୁ ବଡ଼ ପ୍ରେରଣା ବୋଲି ମାନନ୍ତି ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ Tagat, Anurag (17 January 2017). "A big deal". The Hindu (in Indian English). Retrieved 2 April 2019.
  2. Rajpal, Seema. "Why everyone should check out Odisha-born rapper Samir Rishu Mohanty aka Big Deal's original songs". The New Indian Express.
  3. IWB, Team (14 July 2018). "Rapper Samir Rishu Mohanty's Album 'Are You Indian?' Shames Those Who Doubt His Ethnicity". Indian Women Blog - Stories of Indian Women (in ଇଂରାଜୀ). indianwomenblog. Archived from the original on 2 April 2019. Retrieved 2 April 2019.
  4. Manral, Anvisha. "Odia rapper Samir Rishu Mohanty aka Big Deal on how he reclaimed his identity through music". Firstpost. Firstpost. Retrieved 3 April 2019.

Lua error in package.lua at line 80: module 'Module:Authority control/config' not found.