ସମଲେଶ୍ୱରୀ

ଉଇକିପିଡ଼ିଆ‌ରୁ
(ସମଲେଇରୁ ଲେଉଟି ଆସିଛି)
ସମଲେଇ (ସମଲେଶ୍ୱରୀ)
ଉପାଧିଦୁର୍ଗାଙ୍କର ଅବତାର

ସମଲେଇ ବା ସମଲେଶ୍ୱରୀ ଜଣେ ହିନ୍ଦୁ ଠାକୁରାଣୀ ଦୁର୍ଗାଙ୍କର ଅନ୍ୟ ରୂପ । ଓଡ଼ିଶାର ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର, ସୋନପୁରର ସମଲେଶ୍ୱରୀ ମନ୍ଦିର ସେ ପୂଜା ପାଇଥାନ୍ତି ।

କିମ୍ବଦନ୍ତୀ[ସମ୍ପାଦନା]

ବେଶ[ସମ୍ପାଦନା]

ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ[ସମ୍ପାଦନା]

ସମଲେଇ ପଶ୍ଚିମ ଓଡ଼ିଶାରେ ଆରାଧ୍ୟ ଦେବୀ ରୂପେ ପୂଜା ପାଇଥାନ୍ତି । ସେ ସିନ୍ଦୂର ମଣ୍ଡିତା ହୋଇଥାନ୍ତି ଓ ଗେରୁଆ ଲୁଗାରେ ଭୂଷିତ ହୋଇଥାନ୍ତି । ଆଶ୍ୱିନ ମାସ ଅମାବାସ୍ୟା (ମହାଳୟା) ଦିନ ଦେବୀ ସମଲେଇଙ୍କୁ ଶ୍ୱେତ ରୂପରେ ସଜ୍ଜିତ କରାଯାଇଥାଏ । ସମଲେଇଙ୍କର ଏହି ନିଆରା ବାର୍ଷିକ ରୂପକୁ "ଧବଳମୁଖୀ ବେଶ" ବା "ଗଙ୍ଗା ଦର୍ଶନ ବେଶ" କୁହାଯାଏ । ପୁଅଜିଉଁତିଆ ପାର୍ବଣଠାରୁ ସମଲେଇଙ୍କର ଷୋହଳ ପୂଜା ଆରମ୍ଭ ହୁଏ । ମହାଳୟା ପୂର୍ବ ଦିନ ସମଲେଇ ସତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେହି ଦିନ ମଧ୍ୟରାତ୍ରରେ ପୂଜକମାନେ ମନ୍ଦିର ଦ୍ୱାର ବନ୍ଦ କରି ଦେବୀଙ୍କୁ କର୍ପୁର ମିଶ୍ରିତ ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ, ଅଗୁର ପ୍ରଲେପ ଦେଇ ସମଲେଇଙ୍କୁ ଧବଳମୁଖୀ ବେଶରେ ସଜାଇଥାନ୍ତି । ସମଲେଇଙ୍କୁ ଦୁଇଦିନ ଧରି ଧବଳମୁଖୀ ବେଶରେ ରଖାଯାଏ । [୧]

ମନ୍ଦିର[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]