ସମତା, ଭାରତ

ଉଇକିପିଡ଼ିଆ‌ରୁ
(ସମତା , ଭାରତରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Samta
Village
Samta panorama from a house's terrace during sunset
Samta panorama from a house's terrace during sunset
Country India
StateWest Bengal
DistrictHowrah
Languages
Time zoneUTC+5:30 (IST)
PIN
711324
Telephone code03214
Lok Sabha constituencyUluberia

ସମତା (pronounced: Bengali pronunciation: [ʃaːmt̪ aː]) ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ହୁଗୁଳି ଜିଲ୍ଲାର ରୂପନାରାୟଣ ନଦୀ ନିକଟରେ ଥିବା ଏକ ପଞ୍ଚାଯତ ସ୍ତରୀୟ ଗ୍ରାମ । 

ଇତିହାସ [ସମ୍ପାଦନା]

ବ୍ରିଟିଶ ରାଜ ସମୟରେ ଏହା ଏକ ପରିଚିତ ନାମ ଥିଲା । ଏଠାରେ ବ୍ରିଟିଶ ମାନଙ୍କ ଅଧୀନରେ ଜମିଦାର ରାଜୁତି କରୁଥିଲେ । ସ୍ୱାଧୀନତା ପରେ ଏହା ପଞ୍ଚାଯତ ଭାବେ ରହିଲା । 

Geography[ସମ୍ପାଦନା]

ରୂପନାରାୟନ ନଦୀ ଅବବାହିକାର ଉର୍ବର ସମତଳ ଅଞ୍ଚଳରେ ଏହି ଗ୍ରାମ ଅବସ୍ଥିତ । ବର୍ତ୍ତମାନ ନଦୀ ଗତିପଥ ପରିବର୍ତନ କରି ଗ୍ରାମରୁ 0.62 କିଲୋମିଟର ଦୂର ଦେଇ ପ୍ରବାହିତ ହୁଏ । 

ସଂସ୍କୃତି [ସମ୍ପାଦନା]

ମୁଖ୍ଯତଃ ହିନ୍ଦୁ ରହୁଥିବା ଏହି ଗ୍ରାମରେ ସମସ୍ତ ପ୍ରକାର ହିନ୍ଦୁ ପର୍ବ   ପାଳନ ହେଇଥାଏ । ବିଶେଷ କରି ଏଠାରେ ଜନ୍ମସ୍ଥାମୀ ବଡ ଉତଶାହ  ସହ ପାଳିତ ହୁଏ । ଏଠାରେ ମଦନଗୋପାଳ ଜୀଉ ମନ୍ଦିର ରହିଛି, ଯାହା 17 ଶ ଶତାବ୍ଦୀର ନିର୍ମିତ । ଏହାକୁ ରାୟଚୌଧୁରୀ ଜମିଦାର ପରିବାର ନିର୍ମାଣ କରିଥିଲେ । ଏହି ମାଟିର ବରପୁତ୍ର ଶରତ ଚନ୍ଦ୍ରଙ୍କ ନାମରେ ଶରତ - ମେଳା ନାମକ ଏକ ମେଳା 1972 ମସିହାରୁ ପ୍ରତିବର୍ଷ ହେଇ ଆସୁଛି । 

 ଜନସଂଖ୍ୟା  2011 ଜନଗଣନା ଅନୁସାରେ ସମତାର ଜନସଂଖ୍ୟା 1110 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 581 ଓ ମହିଳା ସଂଖ୍ୟା 529 ରହିଥିଲା । 6 ବର୍ଷରୁ କମ ଆବାଡୀ  143 ରହିଥିବା ବେଳେ ଏହାର ସାକ୍ଷ୍ୟରତା ହାର 88.31 ଥିଲା , ଯାହା ସର୍ବଭାରତୀୟ ଓ ପଶ୍ଚିମ ବଙ୍ଗର ସାକ୍ଷ୍ୟରତା ହାରଠାରୁ ଅଧିକ ଥିଲା । ଏଠାରେ ସମୁଦାଯ 200 ପରିବାର ରହୁଥିବାର ହିସାବ କରାଯାଇଥିଲା । ଏଠାରେ ପୁରୁଷ ସାକ୍ଷ୍ୟରତା 92 %ରୁ ଉର୍ଦ୍ଧ ଥିବା ଉଲ୍ଲେଖନୀୟ ।  http://www.census2011.co.in/data/village/324368-samta-west-bengal.html

Madangopal Jiu Temple in its early days standing tall in Samta

ଶିକ୍ଷା ଓ ଗମନାଗମନ [ସମ୍ପାଦନା]

ଏଠାରେ ହାଇ ସ୍କୁଲ ସ୍ତରୀୟ ଶିକ୍ଷା ଉପଲବ୍ଧ । ଏଠାରୁ ଛତ୍ରମାନେ ନିକଟବରତି ଅଞ୍ଚଳକୁ ଉଛ ଶିକ୍ଷା ପାଇଁ ଯାଇଥାନ୍ତି । ଏହି ଗ୍ରାମ ନିକଟରେ  ଜାତୀୟ ରାଜପଥ 6 ଯାଇଥିବାରୁ ଯାତାୟତ ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି । 

.

ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଗୃହ [ସମ୍ପାଦନା]

Sarat Chandra's house at Samta

ଭାରତର ଜଣେ ଅତ୍ୟନ୍ତ ସ୍ୱନାମଧାନ୍ୟ ଉପନ୍ୟାସକାର ଓ କାହାଣୀକାର ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଗୃହ  ଏଇ ସମତାଠାରେ ଅବସ୍ଥିତ ଥିଲା । ସେ ହୁଗୁଳି ଜିଲ୍ଲାର ଦେବାନନ୍ଦପୁରଠାରେ ଦରିଦ୍ର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ପରବର୍ତୀ ଜୀବନ ଏହିଠାରେ ଆସି ସ୍ଥାୟୀ ଭାବରେ ରହିଥିଲେ । ତାଙ୍କ ଗୃହ ଏବେ " ଶରତଚନ୍ଦ୍ର କୁଟୀର "[୧][୨][୩] ନାମରେ ତାଙ୍କର ସ୍ମାରକୀ ଭାବେ ରହିଛି ।  ପୂର୍ବରୁ ରୂପନାରାୟଣ ନଦୀ ତାଙ୍କ କୁଟୀର ସମୀପ ଦେଇ ପ୍ରବାହିତ ହଉଥିଲା , କିନ୍ତୁ କାଳକ୍ରମେ ଏହି ନଦୀ ତାହାର ଗତିପଥ ପରିବର୍ତ୍ତନ କରି ଦୂରକୁ ଚାଲି ଯାଇଛି । ଶରତଚନ୍ଦ୍ର "ଅଭାଗୀର ସ୍ୱର୍ଗ" । "କମଲ ଲତା" , "ଶେଷ ପ୍ରଶ୍ନ ", " ପଲ୍ଲି ସମାଜ " ପରି ଅନେକ ବହୁଳ ଆଦୃତ ପୁସ୍ତକର ରଚୟିତା। 

ପ୍ରସିଦ୍ଧ ବ୍ୟକ୍ତି [ସମ୍ପାଦନା]

Sarat Chandra Chattopadhyay (1876 - 1938)
Name Details
Amulla Ghoshal He was a famous science teacher in Samta.
Khagendra Nath Ghoshal He was a social worker and was born and brought up in Samta. The Sarat Road, which leads towards Kalyanpur and Hooghly in the north and NH6 in the south, was built by him after he pawned his wife's ornaments.
Sarat Chandra Chattopadhyay Sarat Chandra was a novelist who belonged to period of the Bengali renaissance and he spent that last years of his life in Samta. He wrote his several acclaimed novels here. He lived here from 1926 until his illness in 1938.

ପୁନଶ୍ଚ ଦେଖଣା [ସମ୍ପାଦନା]

  • Sarat Chandra Chattopadhyay
  • Madangopal Jiu Temple
  • Sarat Chandra Kuthi

ଆଧାର [ସମ୍ପାଦନା]

  1. House of Sarat Chandra
  2. Origin of W.B. Heritage Commission[permanent dead link]
  3. "West Bengal Heritage Commission Act 2001 (Act IX of 2001)" (PDF). Archived from the original (PDF) on 2012-07-22. Retrieved 2016-12-26.

ବାହାର ଲିଙ୍କ [ସମ୍ପାଦନା]