Jump to content

ସଦାନନ୍ଦ ମହାପାତ୍ର

ଉଇକିପିଡ଼ିଆ‌ରୁ
ସଦାନନ୍ଦ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ(1930-06-01)୧ ଜୁନ ୧୯୩୦
ଝୁଟୁଣା, ଭଣ୍ଡାରିପୋଖରୀ, ଭଦ୍ରକ
ମୃତ୍ୟୁ୧ ଜୁନ ୨୦୦୦(2000-06-01) (ବୟସ ୭୦)
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଜୀବନସାଥୀସରସ୍ବତୀ ମହାପାତ୍ର
ସନ୍ତାନଚିନ୍ମୟୀ ମହାପାତ୍ର

ସଦାନନ୍ଦ ମହାପାତ୍ର (ଜନ୍ମ: ୧ ଜୁନ ୧୯୩୦) ଜଣେ ଓଡ଼ିଆ ପ୍ରାବନ୍ଧିକ, କବି, ଶିଶୁ ସାହିତ୍ୟିକ, ଅନୁବାଦକ ଓ ଗାଳ୍ପିକ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସଦାନନ୍ଦ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅନ୍ତର୍ଗତ ଝୁଟଣାରେ ୧୯୩୦ ଜୁନ୍ ୧ରେ ଜନ୍ମଗ୍ରହଣ କରିଥିଲେ । ଜଣେ ଗାଳ୍ପିକ, ସମାଲୋଚକ, ଅନୁବାଦକ ଓ କବି ଭାବରେ ତାଙ୍କର ବହୁ ଲେଖା ସମକାଳୀନ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା ।

ରଚନାବଳୀ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
  • ଗାଇ ଡି ମୋପାସାଣ୍ଟଙ୍କଲାଞ୍ଛିତ ଲାବଣ୍ୟ ୨୦୦୧
  • ସଲିଲ ମିତ୍ରଙ୍କତଥାପି ଜୀବନ
  • ରାମଧାରୀ ସିଂହ ଦିନକରଙ୍କ ରଶ୍ମିରଥି
  • ମୁନସୀ ପ୍ରେମଚନ୍ଦଙ୍କ କର୍ମଭୂମି
  • ଦେବକୀ ନନ୍ଦନ ଖତ୍ରୀଙ୍କଚନ୍ଦ୍ରକାନ୍ତା
  • ଅନୂଦିତ ଗଳ୍ପ
  • ଅଦୂରର ଗଳ୍ପ

ଅନ୍ୟାନ୍ୟ

[ସମ୍ପାଦନା]
  • ଫକୀର ମୋହନଙ୍କ ବୀରେଇ ବିଶାଳର ନାଟ୍ୟରୂପ ୨୦୦୧
  • ଶୂନ୍ୟସ୍ଥାନ ୨୦୦୭
  • ଦେବତାର ମୁକ୍ତି
  • ବାମନ ଓ ରାଜକନ୍ୟା
  • ପଙ୍କ ଓ ପଙ୍କଜ
  • ପିଲାଙ୍କ ଲୋକକଥା ୨୦୦୧
  • ପିପାସା ଓ ଅନ୍ୟାନ୍ୟ ଗଳ୍ପ
  • ଶ୍ରୀ ରାମକୃଷ୍ଣ ମୁକ୍ତିପଥ
  • ଅଜା ବାହାଘର
  • ଓଡିଶୀ ଶତପତ୍ର
  • କାବ୍ୟ-ବିତାନରେ ପ୍ରକୃତି
  • ପରଶୁରାମଙ୍କ ପ୍ରତୀକ୍ଷା
  • କବି ଓ ଅନ୍ୟାନ୍ୟ ଗଳ୍ପ
  • ଶ୍ରୀମତୀ
  • କୁମାର ଉତ୍ସବ

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]