ସଞ୍ଜୀବ ମହାପାତ୍ର

ଉଇକିପିଡ଼ିଆ ରୁ
Jump to navigation Jump to search

ସଞ୍ଜୀବ ମହାପାତ୍ର(ଜନ୍ମସ୍ଥାନ-ଢେଙ୍କାନାଳ,ଓଡ଼ିଶା)

ସେ ସୁଦର୍ଶନ ମହାପାତ୍ର ଓ ଲାବଣ୍ୟବତୀ ମହାପାତ୍ରଙ୍କର ଜ୍ୟେଷ୍ଠପୁତ୍ର।ପତ୍ନୀଙ୍କ ନାମ-ରଶ୍ମିରେଖା ମହାପାତ୍ର।

ସଞ୍ଜୀବ ମହାପାତ୍ର ନବୋଦୟ ବିଦ୍ୟାଳୟ,ହଦଗଡ,କେଉଁଝର ଇତ୍ୟାଦିରେ ଶିକ୍ଷା ଲାଭ କଲାପରେ,ଫିଲ୍ମଓ ଟେଲିଭିଜନ୍​ ଇନ୍​ଷ୍ଟିଟ୍ୟୁଟ୍​ରେ ସିନେମାଟୋଗ୍ରାଫି ଅଧ୍ୟୟନ କରିଥିଲେ।ପରେ ସେ ସିନେମାଟୋଗ୍ରାଫର୍​ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ଚଳଚ୍ଚିତ୍ର 'ସ୍ୱୟଂସିଦ୍ଧା' ବହୁତ ନାମ କରିଥିଲା। ସେ ସମ୍ପ୍ରତି ମୁମ୍ବାଇରେ ଅବସ୍ଥାପିତ।