Jump to content

ସଞ୍ଜୀବ ପାଣ୍ଡେ

ଉଇକିପିଡ଼ିଆ‌ରୁ
ସଞ୍ଜୀବ ପାଣ୍ଡେ
ଜନ୍ମ (1974-04-22) ୨୨ ଅପ୍ରେଲ ୧୯୭୪ (ବୟସ ୫୨)
ପେଷାsଅଭନେତା
ପ୍ରତିଷ୍ଠାତା: ଗ୍ଲୁଅନ ଇଲେକ୍ଟ୍ରିକାଲ୍[୧]
କାର୍ଯ୍ୟକାଳ୨୦୧୩–ଏବେଯାଏଁ

ସଞ୍ଜୀବ ପାଣ୍ଡେ (ଜନ୍ମ: ୨୨ ଅପ୍ରେଲ ୧୯୭୪)[୨] ଜଣେ ଭାରତୀୟ ଅଭିନେତା ଓ ଉଦ୍ୟୋଗପତି । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରିବା ପାଇଁ ଜଣାଶୁଣା । ସେ ହିନ୍ଦୀ ଧାରାବାହିକ ପୋରୁସ ଓ ଶଶୁରାଲ ସିମର କା ଆଦିରେ ଅଭିନୟ କରିଛନ୍ତି । ଅଭିନେତା ଅଭିଶେକ ବଚ୍ଚନଙ୍କ ଅଭିନୀତ କଥାଚିତ୍ର ଦି ବିଗ୍ ବୁଲ୍‌ରେ ସେ ସୁଜୟ ଭୂମିକାରେ ଅଭିନୟ କରିଥିଲେ ।[୩][୪][୫]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ଚେନାଲ୍
୨୦୧୩ସାବଧାନ ଇଣ୍ଡିଆଇନ୍ସପେକ୍ଟର ଆତୀକ ଅନ୍ସାରୀଲାଇଫ୍ ଓକେ
୨୦୧୫କ୍ରାଇମ୍ ପେଟ୍ରୋଲଇନ୍ସପେକ୍ଟରସୋନି ଟିଭି
୨୦୧୬ବାରିସଆଣ୍ଡଟିଭି
୨୦୧୮ମେଗା ଆଇକନ୍ଏ. ପି. ଜେ. ଅବଦୁଲ କଲାମନ୍ୟାସନାଲ ଜିଓଗ୍ରାଫିକ୍ (ଇଣ୍ଡିଆ ଟିଭି ଚ୍ୟାନେଲ୍)
ଶଶୁରାଲ ସୀମର କାସରପଞ୍ଚଆଣ୍ଡଟିଭି
ପୋରୁସରାଜା ବେସୁସଷ୍ଟାର୍ ପ୍ଲସ୍[୬]
୨୦୧୯ବିଘ୍ନହର୍ତ୍ତା ଗଣେଶଋଷି ଜମଦଗ୍ନୀସୋନି ଟିଭି
ୟେ ହୈ ମୋହବେତେଁମି. ରୟଷ୍ଟାର୍ ପ୍ଲସ୍
ସିଆଡିଡ. ବିକ୍ରାନ୍ତସୋନି ଟିଭି
ମନମୋହିନୀମହାପଣ୍ଡିତଜୀ ଟିଭି
ରାମ ସିୟା କେ ଲବ କୁଶଅଗସ୍ତ୍ୟ ଋଷିକଲର୍ସ ଟିଭି

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୯ ସ୍କଟଲ୍ୟାଣ୍ଡ - ଓସ୍କାର ପାଇଁ ମନୋନୀତ[୭]
୨୦୨୧ ଦି ବିଗ୍ ବୁଲ୍[୮] - [୯]
୨୦୨୨ ଗୁଡ୍‌ବାଏ[୧୦] -

ୱେବ୍-ସିରିଜ୍

[ସମ୍ପାଦନା]
ବର୍ଷ ୱେବ୍-ସିରିଜ୍ ଭୂମିକା ମନ୍ତବ୍ୟ
୨୦୨୦ ଶ୍ରୀକାନ୍ତ ବଶିର[୧୧] ମଞ୍ଜିତ ସକ୍ସେନା ସୋନିଲିଭ୍ ପାଇଁ
  1. ↑ Gluon Electrical Official. "About Gluon Electrical Indian electrical equipment manufacturer". www.gluonelectrical.com. Archived from the original on 2025-04-18. Retrieved 2025-08-15.
  2. ↑ The Asian Age (9 January 2020). "Actor Sanjeev Pandey would be seen in Abhishek Bachchan's next Bigg Bull". www.asianage.com.
  3. ↑ 5Dariya News. "Actor Sanjeev Pandey would play an important role in Abhishek Bachchan's next The Big Bull". www.5dariyanews.com.{{cite web}}: CS1 maint: numeric names: authors list (link)
  4. ↑ Daily Hunt. "actor sanjeev pandey would play an important role in abhishek bachchan's next the big bull". www.dailyhunt.in.
  5. ↑ Deccan Chronicle (9 January 2020). "Sanjeev Pandey will be seen in Abhishek Bachchan next The Big Bull". Deccan Chronicle.
  6. ↑ Media Hindustan (24 December 2019). "actor Sanjeev Pandey's upcoming film reached at the Oscars". www.mediahindustan.com.
  7. ↑ Bhaskar. "Film maker Manish film the Scotland nominated at the Oscars". www.bhaskar.com.
  8. ↑ Zee News. "Sanjeev Pandey will be seen in Abhishek Bachchan's The Big Bull". www.zeenews.india.com.
  9. ↑ Republic Hindi. "actor Sanjeev Pandey to play an important role in Abhishek Bachchan next film The Big Bull". www.republichindi.com.[permanent dead link]
  10. ↑ Bollywood Mascot (10 July 2022). "Sanjeev Pandey would be playing an important role in film Amitabh Bachchan Goodbye". www.bollywoodmascot.com.
  11. ↑ Media Hindustan (13 July 2022). "Shrikant Bashir actor Sanjeev Pandey to be seen in film Goodbye starring Amitabh Bachchan". www.mediahindustan.com.

ବାହାର ଲିଙ୍କ୍

[ସମ୍ପାଦନା]