ସଜଦା ଅହମ୍ମଦ
ଦେଖଣା
ସଜଦା ଅହମ୍ମଦ | |
|---|---|
| ସାଂସଦ: ୧୬ଶ, ୧୭ଶ ଓ ୧୮ଶ ଲୋକ ସଭା | |
| Assumed office ୧ ଫେବୃଆରୀ ୨୦୧୮ | |
| ପୂର୍ବ ଅଧିକାରୀ | ସୁଲତାହ ଅହମ୍ମଦ |
| ନିର୍ବାଚନ ମଣ୍ଡଳୀ | ଉଲୁବେରିଆ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୨ ଜୁନ ୧୯୬୨ ଉଲୁବେରିଆ, ପଶ୍ଚିମ ବଙ୍ଗ, ଭାରତ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ତୃଣମୂଳ କଂଗ୍ରେସ |
| ଜୀବନ ସାଥୀ | ସୁଲତାନ ଅହମ୍ମଦ (୧୯୮୫-୨୦୧୭) |
| ସନ୍ତାନ | ୨ |
| ଘର | କଲିକତା |
| ଶିକ୍ଷା | କଲିକତା ବିଶ୍ୱବିଦ୍ୟାଳୟ (ବି.ଏ) |
| ବୃତ୍ତି | ରାଜନୀତିଜ୍ଞ |
ସଜଦା ଅହମ୍ମଦ ଜଣେ ଭାରତୀୟ ରାଜନୀତିଜ୍ଞ ଓ ସମାଜସେବୀ ।[୧] ସେ ପୂର୍ବତନ ସାଂସଦ ସୁଲତାନ ଅହମ୍ମଦଙ୍କ ପତ୍ନୀ । ସେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଭାବରେ ପଶ୍ଚିମ ବଙ୍ଗର ଉଲୁବେରିଆ ଲୋକସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ, ୧୭ଶ ଓ ୧୮ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ।
ଆଧାର
[ସମ୍ପାଦନା]- ↑ "Members: Lok Sabha". loksabhaph.nic.in. Retrieved 26 August 2021.