ସଚଳ ତ୍ୟାଗୀ
ଦେଖଣା
ସଚଳ ତ୍ୟାଗୀ | |
|---|---|
| ଜନ୍ମ | |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତା |
| ସକ୍ରିୟ ବର୍ଷ | ୨୦୦୭-ଏବେଯାଏଁ |
ସଚଳ ତ୍ୟାଗୀ ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ହିନ୍ଦୀ ଧାରାବାହିକ ଅଗ୍ଲେ ଜନମ ମୋହେ ବିଟିୟା ହି କିଜୋରେ ସେ ଅଭିନୟ କରିଥିଲେ ।[୧][୨] ଜୀ ଟିଭିରେ ପ୍ରସାରିତ ଧାରାବାହିକ ହେଲୋ ପ୍ରତିଭାରେ ସେ ମହେନ୍ଦ୍ର ଭୂମିକାରେ ଅଭିନୟ କରିଥିଲେ ।[୩] ଧାରାବାହିକ ମନ କୀ ଆୱାଜ ପ୍ରତିଜ୍ଞା ୨ରେ, ସେ ଶକ୍ତି ସିଂହ ଭୂମିକାରେ ଅଭିନୟ କରିଥିଲେ ।
ଟେଲିଭିଜନ
[ସମ୍ପାଦନା]- ୨୦୦୭-୨୦୦୯: ଘର ଏକ ସପ୍ନା
- ୨୦୦୮-୨୦୦୯: ମାତା କି ଚୌକି
- ୨୦୧୦: ଅଗ୍ଲେ ଜନମ ମୋହେ ବିଟିୟା ହି କିଜୋ[୪][୫]
- ୨୦୧୫: ହେଲୋ ପ୍ରତିଭା[୬]
- ୨୦୨୧: ମନ କୀ ଆୱାଜ ପ୍ରତିଜ୍ଞା ୨
- ୨୦୨୩-୨୦୨୪: ଆଇନା
- ୨୦୨୫: ଜନକ
ଆଧାର
[ସମ୍ପାଦନା]- ↑ "Sachal's getting high on the sets - Times of India". The Times of India. 28 August 2010.
- ↑ Sachal’s marriage postponed - The Times of India
- ↑ 'Hello Pratibha' traces married woman's struggle - The Times of India
- ↑ Sachal turns veggie for love! - The Times of India
- ↑ Fan scolds 'villian' [sic] Sachal Tyagi - The Times of India
- ↑ Sachal Tyagi As Mahendra In Hello Pratibha-Zee Tv-New Show
ବାହାର ଲିଙ୍କ୍
[ସମ୍ପାଦନା]ଇଣ୍ଟରନେଟ ମୁଭି ଡାଟାବେସରେ ସଚଳ ତ୍ୟାଗୀ