ସଙ୍ଗୀତା ବଳବନ୍ତ
ଦେଖଣା
ସଙ୍ଗୀତା ବଳବନ୍ତ | |
|---|---|
| ସାଂସଦ: ରାଜ୍ୟ ସଭା | |
| Assumed office ୨୦୨୪ | |
| ପୂର୍ବ ଅଧିକାରୀ | ସକଳ ଦୀପ ରାଜଭାର |
| ନିର୍ବାଚନ ମଣ୍ଡଳୀ | ଉତ୍ତର ପ୍ରଦେଶ |
| ମନ୍ତ୍ରୀ: ଉତ୍ତର ପ୍ରଦେଶ ସରକାର | |
| କାର୍ଯ୍ୟକାଳ ୨୬ ସେପ୍ଟେମ୍ବର ୨୦୨୧ – ୨୫ ମାର୍ଚ୍ଚ ୨୦୨୨ | |
| ମୁଖ୍ୟମନ୍ତ୍ରୀ | ଯୋଗୀ ଆଦିତ୍ୟନାଥ |
| ମନ୍ତ୍ରୀ | ମୁକୁଟ ବିହାରୀ |
| ବିଧାୟିକା: ଉତ୍ତର ପ୍ରଦେଶ ବିଧାନ ସଭା | |
| କାର୍ଯ୍ୟକାଳ ୨୦୧୭ – ୨୦୨୨ | |
| ପୂର୍ବ ଅଧିକାରୀ | ବିଜୟ କୁମାର ମିଶ୍ର |
| ପର ଅଧିକାରୀ | ଜୟକିଷନ |
| ନିର୍ବାଚନ ମଣ୍ଡଳୀ | ଗାଜିପୁର ସଦର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧ ଅକ୍ଟୋବର ୧୯୭୮ ଗାଜିପୁର, ଉତ୍ତର ପ୍ରଦେଶ |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ଜୀବନ ସାଥୀ | ଡ. ଅୱଦେଶ କୁମାର (ବିବାହ: ୨୦୦୨) |
| ସନ୍ତାନ | ୨ |
| ବାପା | ରାମ ସୁରତ ବିନ୍ଦ |
| ଘର | ଗାଜିପୁର, ଉତ୍ତର ପ୍ରଦେଶ |
| ଶିକ୍ଷା | ବି.ଏଡ୍., ଏଲ୍ଏଲ୍ବି, ପିଏଚ୍ଡି |
| ପେଷା | ରାଜନୀତିଜ୍ଞ |
ସଙ୍ଗୀତା ବଳବନ୍ତ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଉତ୍ତର ପ୍ରଦେଶ ବିଧାନ ସଭାରେ ଜଣେ ବିଧାୟିକା ତଥା ମନ୍ତ୍ରୀ ଭାବରେ ସେ କାମ କରିଛନ୍ତି ।[୧][୨][୩][୪][୫][୬][୭][୮][୯] ସେ ଉତ୍ତର ପ୍ରଦେଶରୁ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି ।[୧୦]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସଙ୍ଗୀତା ଗାଜିପୁର ସହରରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କ ଶିକ୍ଷାଗ୍ରହଣ ପରେ ବହୁଜନ ସମାଜ ପାର୍ଟିର ଜଣେ କର୍ମକାର୍ତ୍ତା ଭାବରେ ରାଜନୀତିରେ ଯୋଗ ଦେଇଥିଲେ । ସେ ବିଜେପି ନେତା ମନୋଜ ସିହ୍ନାଙ୍କ ପ୍ରଭାବରେ ଆସି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।
ଆଧାର
[ସମ୍ପାଦନା]- ↑ "About Ghazipur Assembly Constituency". elections.in. Retrieved 26 May 2017.
- ↑ "My Neta".
- ↑ "bjp mla sangeeta balwant takes action, Dainik Bhaskar".
- ↑ "Ghazipur Assembly Election Results 2017".
- ↑ "Akhir Kisne Roki Sangeeta Ki raah, Amrit Brabhat". Archived from the original on 9 October 2017. Retrieved 12 May 2017.
- ↑ "BJP ANNOUNCE THIRD LIST OF 67 CANDIDATES FOR ASSEMBLY POLL, THE PIONEER". Archived from the original on 2023-03-12. Retrieved 2026-02-28.
- ↑ "UP polls 2017: Here's a look at political heavyweights in phase 7, ABP News".
- ↑ "Full list of Cabinet ministers in CM Yogi Adityanath government, Financial Express".
- ↑ "BJP's OBC Appeal Clear on Posters, Times of India". Archived from the original on 9 October 2017.
- ↑ ThePrint (14 February 2024). "'Elite' intellectuals to grassroots workers, how Modi reshaped BJP's Rajya Sabha contingent in 10 yrs". Archived from the original on 5 October 2024. Retrieved 5 October 2024.