ସଂଯୁକ୍ତା ଭାଟିଆ
ଦେଖଣା
ସଂଯୁକ୍ତା ଭାଟିଆ | |
|---|---|
| ମେୟର: ଲକ୍ଷ୍ନୌ ମହାନଗର ନିଗମ | |
| କାର୍ଯ୍ୟକାଳ ୧୨ ନଭେମ୍ବର ୨୦୧୭ – ୨୯ ଜାନୁଆରୀ ୨୦୨୩ | |
| ପୂର୍ବ ଅଧିକାରୀ | ସୁରେଶ ଅୱସ୍ତି |
| ପର ଅଧିକାରୀ | ସୁଷମା ଖରାକୱାଲ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୯ ଅକ୍ଟୋବର ୧୯୪୬[୧] ବସ୍ତି, ଉତ୍ତର ପ୍ରଦେଶ, ବ୍ରିଟିଶ ଭାରତ |
| ଜାତୀୟତା | |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ଜୀବନ ସାଥୀ | ସତୀଶ ଭାଟିଆ |
| ଶିକ୍ଷା | ସ୍ନାତକୋତ୍ତର |
ସଂଯୁକ୍ତା ଭାଟିଆ (ଜନ୍ମ: ୧୯ ଅକ୍ଟୋବର ୧୯୪୬)[୧] ଜଣେ ଭାରତୀୟ ରାଜନୀତିଜ୍ଞ । ସେ ପ୍ରଥମ ମହିଳା ମେୟର ଭାବରେ ଲକ୍ଷ୍ମୌ ମହାନଗର ନିଗମକୁ ନିର୍ବାଚିତ ହୋଇଥିଲେ । ସେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି ।
ଆଧାର
[ସମ୍ପାଦନା]- 1 2 "Sanyukta Bhatia", Twitter,
Born 19 October
"About Smt. Sanyukta Bhatia", sanyuktabhatia.com, archived from the original on 22 November 2017,Mrs S. Bhatiya was born in 1946
- "Who is Sanyukta Bhatia? Meet Lucknow's first woman mayor in 100 years". The Financial Express (India). 1 December 2017.
- "Sanyukta Bhatia BJP pick for mayor seat". The Times of India. 6 November 2017.
- Sanyukta Bhatia(Bharatiya Janata Party(BJP)):Constituency- LUCKNOW(LUCKNOW) - Affidavit Information of Candidate: