ସଂଘମିତ୍ରା ତାଲୁକଦାର
ଦେଖଣା
ସଂଘମିତ୍ରା ତାଲୁକଦାର | |
|---|---|
| ଜନ୍ମ | |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୧୧–ଏବେଯାଏଁ |
| ଉଲ୍ଲେଖନୀୟ କୃତି | ଆମାର ଦୁର୍ଗା ଗ୍ୟାଙ୍ଗଷ୍ଟାର୍ ଗଙ୍ଗା ସର୍ବୋଜୟା |
ସଂଘମିତ୍ରା ତାଲୁକଦାର ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗାଳୀ ଟେଲିଭିଜନ ଜଗତ ଓ କଥାଚିତ୍ରରେ କାମ କରନ୍ତି । ସେ ଆମାର ଦୁର୍ଗା,
ଗ୍ୟାଙ୍ଗଷ୍ଟାର୍ ଗଙ୍ଗା, ସର୍ବୋଜୟା ଆଦି ଟେଲିଭିଜନ ଧାରାବାହିକରେ ଅଭିନୟ ପାଇଁ ଜାଣାଶୁଣା ।[୧][୨]
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ | ଚେନାଲ୍ |
|---|---|---|---|---|
| ୨୦୧୧– ୨୦୧୩ | ଟାପୁର ଟୁପୁର | ଟିକଲି | ଷ୍ଟାର୍ ଜଲ୍ସା | |
| ୨୦୧୩– ୨୦୧୪ | କଚେ ଆୟେ ଶୋଇ | ରିଙ୍କୁ | ଜୀ ବାଂଲା | |
| ୨୦୧୪– ୨୦୧୫ | ହୋୟତୋ ତୋମାରି ଜୋନ୍ନୋ | ଅନୁ | ମୁଖ୍ୟ ଭୂମିକା | କଲର୍ସ ବାଂଲା |
| ୨୦୧୬– ୨୦୧୮ | ଆମାର ଦୁର୍ଗା | ଦୁର୍ଗା[୩][୪] | ଜୀ ବାଂଲା | |
| ୨୦୧୯ | ଗ୍ୟାଙ୍ଗଷ୍ଟାର୍ ଗଙ୍ଗା | ଗଙ୍ଗା[୫] | ସନ୍ ବାଂଲା | |
| ୨୦୨୧–୨୦୨୨ | ସର୍ବୋଜୟ | ସାରା[୬] | ଜୀ ବାଂଲା | |
| ୨୦୨୩–ଏବେଯାଏଁ | ଗୀତା ଏଲ୍.ଏଲ୍.ବି | ଗିନି | ଷ୍ଟାର୍ ଜଲ୍ସା | |
| ୨୦୨୫–ଏବେଯାଏଁ | ପରଶୁରାମ - ଆଜକେର ନାୟୋକ | ଶୀତଲ | ଖଳନାୟିକା |
ମହାଳୟା
[ସମ୍ପାଦନା]- ଦେବୀ ଦଶମହାବିଦ୍ୟା - ଦେବୀ ତାରା (ମହାଳୟା ୨୦୨୨) (କଲର୍ସ ବାଂଲା)
କଥାଚିତ୍ର
[ସମ୍ପାଦନା]- ଦି ସେନାପତିଜ୍: ମିସନ୍ ବମ୍ବେ[୭]
ଆଧାର
[ସମ୍ପାଦନା]- ↑ "Bengali actress Sanghamitra Talukder turns a year older". The Times of India.
- ↑ "Actress Sanghamitra Talukder has a blast on her birthday". The Times of India.
- ↑ "ডাকনামটা হঠাৎ বদলে গেছে". Anandabazar Patrika (in Bengali).
- ↑ "বছরের শুরুতেই জগন্নাথ দর্শন, নিজের জন্য কী চাইলেন পর্দার 'দূর্গা'? সংঘমিত্রার পর্দা ফাঁস মানালির হাতে". TV9 Bangla (in Bengali).
- ↑ "'আমার দুর্গা'র পর কী করছেন সঙ্ঘমিত্রা?". Anandabazar Patrika (in Bengali).
- ↑ "কলকাতার রসগোল্লা! নেচে তাক লাগালেন দেবশ্রী". Ei Samay (in Bengali).
- ↑ "দুর্গা থেকে লীনা! 'সেনাপতি'-তে ভিন্ন মেজাজে ধরা দেবেন সঙ্ঘমিত্রা". Bengali Express (in Bengali).
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସଂଘମିତ୍ରା ତାଲୁକଦାର