ଶ୍ରେୟାଶ୍ରୀ ରାୟ
ଦେଖଣା
ଶ୍ରେୟଶ୍ରୀ ରାୟ | |
|---|---|
| ଜନ୍ମ | ୧୨ ସେପ୍ଟେମ୍ବର ୨୦୦୧ |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତ୍ରୀ |
| ଉଲ୍ଲେଖନୀୟ କୃତି | ଭାନୁମତୀର ଖେଳ |
| ଉଚ୍ଚତା | ୫'୮" |
ଶ୍ରେୟଶ୍ରୀ ରାୟ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳା ଦୂରଦର୍ଶନ ଧାରାବାହିକରେ ଅଭିନୟ କରନ୍ତି । ତାଙ୍କ ଅଭିନିତ କେତେକଗୁଡ଼ିଏ କୃତି ମଧ୍ୟରେ ରନ୍ ରୋନି ରନ୍, ମଙ୍ଗଳ ଚଣ୍ଡୀ,[୧] ଓ ଭାନୁମତୀର ଖେଳ ଆଦି ଅନ୍ୟତମ ।[୨]
ଦୂରଦର୍ଶନ ଧାରାବାହିକ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "I love playing negative roles: 'Mangal Chandi' actress Sreyasri Roy - Times of India". The Times of India (in ଇଂରାଜୀ). Retrieved 2021-03-26.
- ↑ Team, Tellychakkar. "Sreyasri Roy roped in for Zee Bangla's next, Vanumotir Khel". Tellychakkar.com (in ଇଂରାଜୀ). Retrieved 2021-03-26.
- ↑ Team, Tellychakkar. "Aakash Aath's Run Rony Run to go off air!". Tellychakkar.com (in ଇଂରାଜୀ). Retrieved 2021-03-26.
- ↑ "Bengali actress Sreyasri Roy enjoys playing 'Lahana' in 'Mangal Chandi' - Times of India". The Times of India (in ଇଂରାଜୀ). Retrieved 2021-03-26.
- ↑ "In a first, a Bengali serial that revolves around magic - Times of India". The Times of India (in ଇଂରାଜୀ). Retrieved 2021-03-26.
ଅଧିକ ତଥ୍ୟ
[ସମ୍ପାଦନା]ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରେୟାଶ୍ରୀ ରାୟ
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |