ଶ୍ରୁତି ବିଷ୍ଟ
ଦେଖଣା
ଶ୍ରୁତି ବିଷ୍ଟ | |
|---|---|
| ଜନ୍ମ | ୨୨ ଜାନୁଆରୀ ୨୦୦୩[୧] ପୁରି ଗରୱାଲ, ଉତ୍ତରାଖଣ୍ଡ, ଭାରତ[୨] |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୧୧–ଏବେଯାଏଁ |
ଶ୍ରୁତି ବିଷ୍ଟ (ଜନ୍ମ: ୨୨ ଜାନୁଆରୀ ୨୦୦୩) ଜଣେ ଭାରତୀୟ ଅଭିନେତ୍ରୀ ।[୨] ସେ ଶିଶୁ କଳାକାର ଭାବରେ କାମ କରୁଛନ୍ତି ।[୩] ହିନ୍ଦୀ ଧାରାବାହିକ ଏକ୍ ନୟି ଛୋଟି ସି ଜିଙ୍ଗେଦିରେ ସେ ଇରା ଭୂମିକାରେ ଅଭିନୟ କରିଥିଲେ ।[୪] ୨୦୧୧ ମସିହାରେ, ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ ହିଟ୍ଲର୍ ଦିଦିରେ ଇନ୍ଦୁ ଭୂମିକାରେ ଅଭିନୟ କରିଥିଲେ ।[୫][୬] ସବ୍ ଟିଭିରେ ପ୍ରସାରିତ ପରୀ କାହାଣୀ ଉପରେ ଆଧାରିତ ଧାରାବାହିକ ବାଲ୍ ବୀର୍ରେ ସଲୋନି ଭୂମିକାରେ ଅଭିନୟ କରିଥିଲେ । ଦି ଫ୍ୟାମିଲି ମ୍ୟାନ୍ ୱେବ୍ ସିରିଜ୍ରେ ସେ ମହିମା ଭୂମିକାରେ କାମ କରିଛନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]୨୦୦୩ ମସିହାର ଜାନୁଆରୀ ୨୨ ତାରିଖରେ ସେ ଉତ୍ତରାଖଣ୍ଡର ପୌରି ଗରୱାଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨]
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ | ଆଧାର |
|---|---|---|---|---|
| ୨୦୧୧ | ଏକ୍ ନୟି ଛୋଟି ସି ଜିଙ୍ଗେଦି | ଇରା | ||
| ୨୦୧୧–୨୦୧୨ | ଚିଣ୍ଟୁ ଚିଙ୍କି ଔର୍ ଏକ ବଡ଼ି ସି ଲଭ୍ ଷ୍ଟୋରୀ | ଖୁସି | ||
| ୨୦୧୨–୨୦୧୩ | ହିଟ୍ଲର୍ ଦିଦି | ଇନ୍ଦୁ କୁମାର | [୭] | |
| ୨୦୧୨ | ଫିର୍ ସୁଭା ହୋଗି | ସୁଗ୍ନି ନିୱାସ | ||
| ୨୦୧୩ | ସାଥ୍ ନିଭାନା ସାଥିୟା | ମାୟା | ||
| ଅର୍ଜୁନ | ଅଞ୍ଜଳି | |||
| ୨୦୧୪–୨୦୧୬ | ବାଲ୍ ବୀର୍ | ସଲୋନି | ||
| ୨୦୧୭–୨୦୧୮ | ବାଣୀ ରାଣୀ | ମିଷ୍ଟି | ||
| ୨୦୨୦ | ମେରା ସାଇ - ଶ୍ରଦ୍ଧା ଔର୍ ସବୁରୀ | ସୁମତି | ||
| ୨୦୨୧ | ପାଣ୍ଡ୍ୟା ଷ୍ଟୋର୍ | କୀର୍ତ୍ତି ସେଠ୍ | ||
| ୨୦୨୨ | ସ୍ୱରାଜ | |||
| ୨୦୨୪–ଏବେଯାଏଁ | ମିଶ୍ରି | ମିଶ୍ରି |
ଅଭିନୀତ ୱେବ୍ ସିରିଜ୍
[ସମ୍ପାଦନା]| ବର୍ଷ | ସିରିଜ୍ | ଭୂମିକା |
|---|---|---|
| ୨୦୨୧ | ଆଉଟ୍ ଅଫ୍ ଲଭ୍ (ସିଜିନ୍ ୨) | ଗାୟତ୍ରୀ |
| ୨୦୨୧ | ଦି ଫ୍ୟାମିଲି ମ୍ୟାନ୍ (ସିଜିନ୍ ୨) | ମହିମା |
| ୨୦୨୩ | ଦି ଟ୍ରାୟଲ୍ | ଅନନ୍ୟା ସେନଗୁପ୍ତା |
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା |
|---|---|---|
| ୨୦୧୪ | ରଜ୍ଜୋ | ଶିଶୁ ରଜ୍ଜୋ |
| ବାଙ୍ଗ | ||
| ୨୦୨୧ | ରାଧେ |
ଆଧାର
[ସମ୍ପାଦନା]- ↑ "Shruti Bisht Biography". EFilms India.
- ↑ ୨.୦ ୨.୧ ୨.୨ "I'll open a zoo when I grow up: Shruti" The Times of India
- ↑ "Shruti.Bhist" – via Instagram.
- ↑ "Shruti in Ek Nayi Chhoti Si Zindagi" - The Times of India.
- ↑ "Ranbir Kapoor`s triple cameo on Zee TV!"
- ↑ 'Barfi!' gets a street-style promotion with Ranbir Kapoor on a bicycle. IBNLive.
- ↑ "Shruti Bisht in Hitler Didi" - The Times Of India
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରୁତି ବିଷ୍ଟ
- ଇନଷ୍ଟାଗ୍ରାମରେ ଶ୍ରୁତି ବିଷ୍ଟ