Jump to content

ଶ୍ରୁତି ଉଲଫତ

ଉଇକିପିଡ଼ିଆ‌ରୁ
ଶ୍ରୁତି ଉଲଫତ
୨୦୧୫ ମସିହାରେ ଶ୍ରୁତି ଉଲଫତ
ଜନ୍ମ
ଶ୍ରୁତି ପନୱାର

ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୭–ଏବେଯାଏଁ
ବୈବାହିକ-ସାଥୀଆଲୋକ ଉଲଫତ (୧୯୯୭ - ୨୦୧୭)
ସନ୍ତାନଓଜସ୍ୟ ଉଲଫତ (ପୁଅ)

ଶ୍ରୁତି ଉଲଫତ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଟେଲିଭିଜନ ଧାରାବାହିକରେ କାମ କରନ୍ତି ।[][] ଡିଡି ନ୍ୟାସନାଲ୍‌ରେ ପ୍ରାସାରିତ ସ୍ତ୍ରୀ ଶକ୍ତିସାବ୍ ଜୀର ଉପସ୍ଥାପିକା ଭାବରେ ସେ କାର୍ଯ୍ୟ କରିଥିଲେ ।[][]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୯୭ ଦିଲ୍ ତୋ ପାଗଲ୍ ହୈ ଶ୍ରୁତି
୧୯୯୯ ସର୍ ଆଁଖୋ ପର୍ ବବ୍‌ଲି
ୟେ ହୁଇ ମୁମ୍ବାଇ ମେରି ଜାନ୍ ନିଜେ ପାର୍ସି ପାର୍ଟିରେ ନର୍ତ୍ତକୀ
୨୦୦୨ ରାଜ୍ ପ୍ରିୟା
ପରଦେଶୀ ରେ
୨୦୦୪ ଐତବାର୍ ସଞ୍ଜନା
୨୦୦୬ ଗଫ୍‌ଲା ବିଦ୍ୟା
୨୦୧୫ ମିଷ୍ଟର୍ ଏକ୍ସ ମାଧୁରୀ ସ୍ୱତନ୍ତ୍ର ଭୂମିକା
୨୦୨୧ ସୂର୍ଯ୍ୟବଂଶୀ ନଫୀସା ହାଫିଜ୍
୨୦୨୪ ତେରା କ୍ୟା ହୋଗା ଲଭ୍‌ଲି

ଟେଲିଭିଜନ୍

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୧୯୯୮–୧୯୯୯ ଆଇ ଲଭ୍ ୟୁ ସିମ୍ରନ
ଥୋଡ଼ା ହୈ ଥୋଡ଼େ କି ଜରୁରତ୍ ହୈ
୧୯୯୯ ସଟର୍‌ଡେ ସସ୍‌ପେନ୍ସ
ଦିଲ୍ ହୈ କି ମାନ୍‌ତା ନେହିଁ ନିକ୍କି
୨୦୦୦ ରିସ୍ତେ
୨୦୦୪–୨୦୦୫ ଆଜ୍ କେ ଶ୍ରୀମାନ ଶ୍ରୀମତି ସାନିଆ ସର୍‌ଫାରେ
୨୦୧୦ ଇଶାନ୍: ସପ୍ନୋ କୋ ଆୱାଜ୍ ଦେ ଇଶାନ୍‌ର ମାଆ
୨୦୧୦–୨୦୧୨ ଶଶୁରାଲ୍ ଗେନ୍ଦା ଫୁଲ୍ ରାନୋ କଶ୍ୟପ
୨୦୧୨ ମୁଝ୍‌ସେ କୁଛ୍ କେହ୍‌ତି... ୟେ ଖାମୋସିୟାଁ ଗୌରୀର ମାଆ
୨୦୧୩ ସାବଧାନ ଇଣ୍ଡିଆ ଅଧ୍ୟାୟଗତ ଭୂମିକା
୨୦୧୪–୨୦୧୬ ଜମାଇ ରାଜା ସିମ୍ରନ ଖୁରାନା
୨୦୧୬–୨୦୧୭ ନାଗାର୍ଜୁନ – ଏକ୍ ଯୋଦ୍ଧା ଯଶୋଦା ଶାସ୍ତ୍ରୀ
୨୦୧୭–୨୦୧୮ ନାମକରଣ ଶ୍ୱେତା ଖାନ୍ନା
୨୦୧୮ ବକ୍ସ କ୍ରିକେଟ୍ ଲିଗ୍ ପ୍ରତିଯୋଗୀ ଲକ୍ଷ୍ନୌ ନବାବର ଅଧିନାୟିକା
୨୦୧୮–୨୦୧୯ ଦସ୍ତାନ-ଏ-ମୋହବତ୍ ସଲିମ ଅନାରକଲି ଝିଲ୍ଲାନ
୨୦୧୯ ନିମକି ବିଧାୟକ ଗଙ୍ଗା ଦେବୀ
୨୦୨୧ ପିଞ୍ଜାରା ଖୁବ୍‌ସୁର୍‌ତି କା ବିଷାକା ବା ବିଷ୍
୨୦୨୧–୨୦୨୨ ଶଶୁରାଲ୍ ଗେନ୍ଦା ଫୁଲ୍ ୨ ରାନୋ କଶ୍ୟପ
୨୦୨୨–୨୦୨୩ ପୂଣ୍ୟଶ୍ଲୋକ ଅହଲ୍ୟାବାଇ
୨୦୨୩–ଏବେଯାଏଁ ୟେ ରିସ୍ତା କ୍ୟା କେହଲାତା ହୈ[] ବିଦ୍ୟା ପୋଦାର
  1. Shrivastava, Nivi (18 May 2014). "Natya maiden's nautanki success". Deccan Chronicle. Retrieved 2 April 2016.
  2. "Shruti Ulfat offered a new serial!". The Times of India. 12 May 2012. Retrieved 2 April 2016.
  3. "Saab Ji - Doordarshan National on Twitter". Retrieved 31 July 2016.
  4. "सिद्धार्थ नागर की सार्थक चित्रम की 'साबजी' दूरदर्शन पर प्रसारण" (in ଆମେରିକୀୟ ଇଂରାଜୀ). 19 June 2016. Retrieved 31 July 2016.
  5. "Shruti Ulfat and Sandeep Rajora to play Shehzada Dhami's parents in Yeh Rishta Kya Kehlata Hai". Retrieved 21 October 2023.

ବାହାର ଲିଙ୍କ୍

[ସମ୍ପାଦନା]