ଶ୍ରୀଦେବୀ ବିଜୟକୁମାର
ଶ୍ରୀଦେବୀ ବିଜୟକୁମାର | |
|---|---|
୨୦୧୩ ମସିହାରେ ଶ୍ରୀଦେବୀ ବିଜୟକୁମାର | |
| ଜନ୍ମ | ଶ୍ରୀଦେବୀ ବିଜୟକୁମାର |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୧୯୯୨ – ୨୦୧୭ ୨୦୨୧ – ଏବେଯାଏଁ |
| ବୈବାହିକ-ସାଥୀ |
ରାହୁଲ (m. ୨୦୦୯) |
| ସନ୍ତାନ | ରୁପିକା (ଜନ୍ମ: ୨୦୧୬) |
| ପିତାମାତା |
|
| ସମ୍ପର୍କୀୟ |
|
ଶ୍ରୀଦେବୀ ବିଜୟକୁମାର ଜଣେ ଭାରତୀୟ ଅଭିନେତ୍ରୀ ଏବଂ ଟେଲିଭିଜନ ବ୍ୟକ୍ତିତ୍ୱ ଯିଏକି ମୁଖ୍ୟତଃ ତାମିଲ, ତେଲୁଗୁ ଓ କନ୍ନଡ଼ କଥାଚିତ୍ରରେ କାମ କରନ୍ତି ।[୧][୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଶ୍ରୀଦେବୀ ଜଣାଶୁଣା ଦକ୍ଷିଣ ଭାରତୀୟ ଅଭିନେତା ବିଜୟକୁମାର ଏବଂ ଅଭିନେତ୍ରୀ ମଞ୍ଜୁଳାଙ୍କ କନିଷ୍ଠ କନ୍ୟା ଭାବରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀଦେବୀଙ୍କ ଦୁଇ ବଡ଼ ଭଉଣୀ ବନିତା ଓ ପ୍ରୀତା, ଦୁଇ ସାବତ ଭଉଣୀ କବିତା ଓ ଅନିତା ଏବଂ ବଡ଼ ସାବତ ଭାଇ ଅରୁଣ ବିଜୟ ଅଛନ୍ତି ।[୩]
ଅଭିନୟ ଜୀବନ
[ସମ୍ପାଦନା]ସେ ଏକ ତାମିଲ କଥାଚିତ୍ର ରିକ୍ସା ମାମାରେ ଶିଶୁ କଳାକାର ଭାବରେ ପ୍ରଥମେ ଅଭିନୟ କରିବା ଆରମ୍ଭ କରିଥିଲେ । ରିଚାର୍ଡ଼ ଋଷିଙ୍କ ବିପକ୍ଷରେ କାଥିରଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍ ଚଳଚ୍ଚିତ୍ର କାଧାଲ ଭାଇରସ୍ରେ ନାୟିକା ଭାବରେ ଶ୍ରୀଦେବୀ ତାମିଲ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ତେଲୁଗୁ ଇଣ୍ଡଷ୍ଟ୍ରିକୁ ଆସି ଲୋକପ୍ରିୟ ହୋଇଥିଲେ । ମାଧବନ, ଜ୍ୟୋତିକା, ବିନୀତ, ଲିଭିଙ୍ଗଷ୍ଟନ ଓ ମନିଭାନନଙ୍କ ସହ ଅଭିନୀତ ଏଭିଏମର ପ୍ରିୟମାନା ଥୋଜିରେ ଅଭିନୟ କରି ସେ ସମାଲୋଚକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ ଏବଂ ବିକ୍ରମନ ନିର୍ଦ୍ଦେଶନା ଦେଇଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
|---|---|---|---|---|
| ୧୯୯୨ | ରିକ୍ସା ମାମା | ଭୁବନା | ତାମିଲ | ଶିଶୁ କଳାକାର |
| ଆମ୍ମା ବନ୍ତଚୁ | ବିମଳା | |||
| ଡେଭିଡ୍ ଅଙ୍କଲ୍ | ଦେବୀ | |||
| ଦୈବ କୁଜାନ୍ତାଇ | ଶ୍ରୀଦେବୀ ତିଗରାଜନ | |||
| ସୁଗମନ ସୁମାଇଗାଲ | ବାବୁ | |||
| ଆବରାମ୍ପୂ | ||||
| ୧୯୯୭ | ରୁକ୍ମଣୀ | ସୀତା | ତେଲଗୁ | |
| ୨୦୦୨ | ଈଶ୍ୱର | ଇନ୍ଦିରା | ||
| କାଧାଲ ଭାଇରସ୍ | ଗୀତା | ତାମିଲ | ||
| ୨୦୦୩ | ପ୍ରିୟାମନ ତୋଜି | ଜୁଲି | ଫିଲ୍ମଫେୟାର୍ ପୁରସ୍କାର — ତାମିଲ ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବରେ ମନୋନୀତ | |
| ତିଥିକୁଡ଼େ | ରେଣୁ | |||
| ନିନ୍ନେ ଇସ୍ତାପାଡ୍ଡାନୁ | ଗୀତାଞ୍ଜଳି | ତେଲଗୁ | ଫିଲ୍ମଫେୟାର୍ ପୁରସ୍କାର — ତେଲୁଗୁ ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବରେ ମନୋନୀତ | |
| ୨୦୦୪ | କାଞ୍ଚନା ଗଙ୍ଗା | ଉର୍ମିଳା | କନ୍ନଡ଼ | |
| ୨୦୧୬ | ଲକ୍ଷ୍ମଣ | ସୁମନ | ||
| ୨୦୨୪ | ସୁନ୍ଦରକାଣ୍ଡ | ତେଲଗୁ | [୪] |
ଟେଲିଭିଜନ
[ସମ୍ପାଦନା]| ବର୍ଷ | କାର୍ଯ୍ୟକ୍ରମ | ଭୂମିକା | ଭାଷା | ମନ୍ତବ୍ୟ |
|---|---|---|---|---|
| ୨୦୨୧-୨୦୨୨ | କମେଡ଼ି ଷ୍ଟାର୍ସ୍ | ଜଜ୍ | ତେଲୁଗୁ | ଷ୍ଟାର୍ ମାଆ |
| 2023 | ଆଦିବରମ୍ ମାଆ ପରିବାରମ୍ | |||
| ଗୁଣ୍ଡେ ଜାରି ଗଲ୍ଲୟାତିନ୍ଦେ | ଇ ଟିଭି | |||
| ଡ୍ରାମା ଜୁନିଅର୍ ୪ | ଜୀ ଟିଭି | |||
| ଷ୍ଟାର୍ଟ ମ୍ୟୁଜିକ୍ | ପ୍ରତିଯୋଗୀ | ତାମିଲ | ଷ୍ଟାର୍ ବିଜୟ | |
| ୨୦୨୪ | ଜୋଡ଼ି ଆର୍ ୟୁ ରେଡି | ଜଜ୍ |
ଆଧାର
[ସମ୍ପାଦନା]- ↑ Frederick, Prince (6 October 2003). "Screen vs. studies". The Hindu. Archived from the original on 21 October 2003. Retrieved 18 February 2010.
{{cite web}}: CS1 maint: unfit URL (link) - ↑ Jeshi, K (25 October 2004). "Star daughter shines". The Hindu. Archived from the original on 11 April 2005. Retrieved 18 February 2010.
{{cite web}}: CS1 maint: unfit URL (link) - ↑ Dorairaj, S (8 February 2006). "Actor Vijayakumar returns to AIADMK". The Hindu. Archived from the original on 22 January 2008. Retrieved 18 February 2010.
{{cite web}}: CS1 maint: unfit URL (link) - ↑ "Nara Rohit-starrer Sundarakanda's teaser to be unveiled on this date". Cinema Express.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରୀଦେବୀ ବିଜୟକୁମାର