Jump to content

ଶ୍ରୀତୁ କୃଷ୍ଣନ

ଉଇକିପିଡ଼ିଆ‌ରୁ
ଶ୍ରୀତୁ କୃଷ୍ଣନ
ଶ୍ରୀତୁ କୃଷ୍ଣନ
ଜନ୍ମ (1999-05-02) ୨ ମଇ ୧୯୯୯ (ବୟସ ୨୭)[୧]
Other nameSreethu Nair
EducationEthiraj College for Women
ପେଷାActress・ Dancer・ Model
କାର୍ଯ୍ୟକାଳ2012-present
Height1.65 m (5 ft 5 in)

ଶ୍ରୀତୁ କୃଷ୍ଣନ (ଜନ୍ମ ୨ ମଇ ୧୯୯୯)[୨] ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ତାମିଲ ଓ ମାଲାୟଲମ ଟେଲିଭିଜନ ଓ କଥାଚିତ୍ର ଜଗତରେ କାମ କରନ୍ତି । ବିଜୟ ଟିଭିରେ ପ୍ରସାରିତ ଧାରାବାହିକ ୭ସି ଟିଭି ସିରିଜ୍ ଜରିଆରେ, ସେ ଅଭିନୟ କରିବା ଆରମ୍ଭ କରିଥିଲେ ।[୩] ସେ ଆୟୁଥା ଏଜୁଥୁରେ ଇନ୍ଦିରା ଓ ଅମ୍ମୟରିଆଥେରେ ଆଲିନା ପିଟର ଭୂମିକାରେ ଅଭିନୟ ପାଇଁ ବେଶ୍ ଜଣାଶୁଣା ।[୪][୫] ସେ ବିଗ୍ ବସ୍ (ମାଲାୟଲମ୍)ର ୬ଷ୍ଠ ସଂସ୍କରଣରେ ଭାଗ ନେଇଥିଲେ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ସେ ତାମିଲନାଡ଼ୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ସେ କେରଳର ପାଲକ୍କଡ଼ର ଏକ ମାଲାୟାଲି ପରିବାରରୁ ଆସିଛନ୍ତି । ସେ ଚେନ୍ନାଇର ସେଣ୍ଟ ଫ୍ରାନ୍ସିସ୍ ଜାଭିୟର ଆଂଗ୍ଲୋ-ଇଣ୍ଡିଆନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ । ସେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଏବଂ ଚେନ୍ନାଇର ଏଥିରାଜ କଲେଜ ଫର ଓମେନ୍‌ରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।[୨]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଚ୍ୟାନେଲ୍ ଭାଷା ଆଧାର
୨୦୧୨-୨୦୧୩ ୭ଆମ ବାଗୁପ୍ପୁ ସି ପିରିବୁ ବେନ୍ନିଲା ବିଜୟ ଟିଭି ତାମିଲ [୬]
୨୦୧୨ ଓଦି ବିଲାୟାଡ଼ୁ ପାପ୍ପା ପ୍ରତିଯୋଗୀ କଲାଇଙ୍ଗର ଟିଭି
୨୦୧୫ ମାରି ମାରି ବିଜୟ ଟିଭି
ମେଲ୍ଲେ ତିରାନ୍ଦତୁ କାଦବୁ ସେଲ୍‌ଭି ଜୀ ତମିଜ୍ [୭]
୨୦୧୭ ଡ୍ୟାନ୍ସିଂ ଖିଲାଡ଼ିଜ୍ ପ୍ରତିଯୋଗୀ
୨୦୧୭-୨୦୧୮ କଲ୍ୟାଣମମ୍ କଲ୍ୟାଣମ୍ କମଲି ଷ୍ଟାର୍ ବିଜୟ [୮]
୨୦୧୮ ଜୋଡ଼ି ଫନ୍ ଅନ୍‌ଲିମିଟେଡ୍ ପ୍ରତିଯୋଗୀ ବିଜୟ ଟିଭି [୯]
ସୁପର୍ ସିଙ୍ଗର୍ (୬ଷ୍ଠ ସଂସ୍କରଣ) ଅତିଥି [୧୦]
ଏଙ୍କିଟ୍ଟା ମୋଧାଡ଼େ [୧୧]
୨୦୧୯ ପେଟ୍ଟା ର‌୍ୟାପ୍ ପ୍ରତିଯୋଗୀ ଜୀ ତମିଜ୍ [୬]
ବୋଇଙ୍ଗ୍ ବୋଇଙ୍ଗ୍ ଜୀ କେରଳମ୍ ମାଲାୟଲମ [୧୨]
ଆୟୁତା ଏଜୁତୁ ଇନ୍ଦିରା ବିଜୟ ଟିଭି ତାମିଲ [୧୩]
୨୦୨୦-୨୦୨୩ ଆମ୍ମାୟାରିୟାତେ ଅଲୀନା ପିଟର ଏସିଆନେଟ୍ ମାଲାୟଲମ [୧୪]
୨୦୨୦ ଅବରୋଦୋପ୍ପମ ଅଲିୟୁମ୍ ଆଚାୟନୁମ୍ [୧୫]
୨୦୨୧ ମୁରତ୍ତୁ ସିଙ୍ଗଲ୍‌ସ୍ ଜଜ୍ ବିଜୟ ଟିଭି ତାମିଲ [୧୬]
ଷ୍ଟାର୍ଟ ମ୍ୟୁଜିକ୍ ସିଜନ୍ ୩ ପ୍ରତିଯୋଗୀ ଏସିଆନେଟ୍ ମାଲାୟଲମ [୧୭]
୨୦୨୨ ସୁପର୍ କୁଇନ୍ ଜୀ ତାମିଲ ତାମିଲ [୧୮]
ହାପି ଭାଲେଣ୍ଟାଇନ୍‌ସ୍ ଡେ ନର୍ତ୍ତକୀ ଏସିଆନେଟ୍ ମାଲାୟଲମ [୧୯]
ଷ୍ଟାର୍ଟ ମ୍ୟୁଜିକ୍ ସିଜନ୍ ୪ ପ୍ରତିଯୋଗୀ
୨୦୨୩ଷ୍ଟାର୍ଟ ମ୍ୟୁଜିକ୍ ସିଜନ୍ ୫
୨୦୨୪ବିଗ୍ ବସ୍ (ମାଲାୟଲମ୍ -୬) [୨୦]
ଷ୍ଟାର୍ ସିଙ୍ଗର୍ ସିଜନ୍ ୯ ଅତିଥି
ଇଙ୍କିଲେ ଇନ୍ନୋଦୁ ପାରାପ୍ରତିଯୋଗୀ

କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ ଆଧାର
୨୦୧୫୧୦ ଇଣ୍ଡ୍ରାତୁକୁଲ୍ଲାଜେମ୍‌ସ୍ ବଣ୍ଡର୍ ଭଉଣୀତାମିଲପ୍ରଥମ କଥାଚିତ୍ର[୫]
୨୦୧୭ରଙ୍ଗୁନ୍ନିଜେ
୨୦୧୮ଇରୁତ୍ତୁ ଆରାଇୟିଲ ମୁରତ୍ତୁ କୁତ୍ଥୁବୀରାଙ୍କ ହେବାକୁ ଥିବା ପତ୍ନୀ
୨୦୨୦ବ୍ରଷ୍ଟ ଆଉଟ୍ନିଜେକ୍ଷୁଦ୍ର ଚଳଚଚିତ୍ର
୨୦୨୪ପ୍ରିୟତମାବଧୂମାଲାୟଲମମ୍ୟୁଜିକ୍ ଆଲବମ୍
୨୦୨୫ମାଡ୍ରାସ ମଲାରନିଜେମ୍ୟୁଜିକାଲ୍ ସର୍ଟ ଫିଲ୍ମ
ଇରୁଲିଲ ରାବଣନ୍ ସାରାହ ତାମିଲ ପୋଷ୍ଟ-ପ୍ରଡ଼କ୍ସନ୍ [୨୧]
  1. ↑ "Sreethu Krishnan celebrates her birthday on the sets of Kalyanamam Kalyanam - Times of India". The Times of India. 3 May 2018.
  2. 1 2 "Sreethu Krishnan". OneNov. 13 June 2018. Archived from the original on 25 February 2021. Retrieved 8 October 2021.
  3. ↑ "From Neelima Rani to Sujitha Dhanush: Tamil actresses who started their career as child artists". The Times of India. 31 Aug 2023. Retrieved 27 Nov 2023.
  4. ↑ "Sharanya Turadi Sundaraj and Anand replace Sreethu Krishanan and Amjad Khan in Ayudha Ezhuthu - Times of India". The Times of India. 7 November 2019.
  5. 1 2 Babu, Bibin (19 July 2020). "അമ്മയ്ക്കറിയാത്ത പലതും അറിയുന്നവള്‍! അലീനയായെത്തിയ ശ്രീതുവിന്‍റെ വിശേഷങ്ങള്‍" [The daughter who knows what her mother doesn't! Meet Sreethu who plays Aleena]. Malayalam Samayam (in ମାଲାୟଲମ୍). The Times of India. Retrieved 31 December 2021.
  6. 1 2 "Did yonairu know Ammayariyathe's Sreethu Krishnan started her career as a child actress?". The Times of India. 14 November 2021.
  7. ↑ "Ayudha Ezhuthu fame Sreethu Krishnan looks cute like a button in these throwback pics". The Times of India. 30 April 2020.
  8. ↑ "A new family drama 'Kalyanamam Kalyanam' to be aired from January 29". The Times of India. 24 January 2018.
  9. ↑ "Dance reality show Jodi Fun Unlimited to premiere soon". The Times of India. 1 November 2018.
  10. ↑ "Super Singer season 6: A power-packed episode in store this weekend". The Times of India. 27 May 2018.
  11. ↑ "En Kitta Modhaadhe : Ponmagal Vandhaal vs Kalyanamam Kalyanam this weekend". The Times of India. 7 July 2018.
  12. ↑ "ശ്രീതു കൃഷ്ണന്റെ അടിപൊളി ചിത്രങ്ങൾ വൈറലാകുന്നു". Zee News. 8 October 2021.
  13. ↑ "Ayudha Ezhuthu to premiere on July 15". The Times of India. 10 July 2019.
  14. ↑ "Ammayariyathe: TV show starring Keerthi Gopinath and Sreethu Krishnan coming soon". The Times of India. 16 June 2020.
  15. ↑ "Avarodoppam Aliyum Achayanum". Hotstar.com. Archived from the original on 2022-07-02. Retrieved 2025-02-23.
  16. ↑ "Murratu Singles". Retrieved 15 February 2022.[permanent dead link]
  17. ↑ "Start Music: Ammayariyathe couple Nikhil Nair-Sreethu Krishnan grooves to 'Oh Dilruba'". The Times of India. 25 November 2021.
  18. ↑ "From Gokulathil Seethai's Asha Gowda to Survivor fame Aishwarya Krishnan: Meet the contestants of Super Queen". The Times of India. 19 January 2022.
  19. ↑ "Special show 'Happy Valentine's Day' celebrating the day of love to air soon; details inside". The Times of India. 11 February 2022.
  20. ↑ "Bigg Boss Malayalam 6 contestant Sreethu Krishnan: Here's everything you need to know about Ammayariyathe's Aleena Teacher". The Times of India. 2024-03-10. ISSN 0971-8257. Retrieved 2024-10-16.
  21. ↑ Kaur, Ranpreet. "Bigg Boss Malayalam 6: Who Is Sreethu Krishnan? All You Need To Know About The Contestant Of Mohanlal's Show". Filmibeat.

ବାହାର ଲିଙ୍କ୍

[ସମ୍ପାଦନା]