ଶ୍ରୀକୃଷ୍ଣ ଏକାଡ଼େମୀ

ଉଇକିପିଡ଼ିଆ‌ରୁ
ଶ୍ରୀକୃଷ୍ଣ ଏକାଡ଼େମୀ
ଶ୍ରୀକୃଷ୍ଣ ଏକାଡ଼େମୀ
ଅବସ୍ଥାନ
ଜଗତସିଂହପୁର, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୯୩୫
ଶ୍ରେଣୀ ଶ୍ରେଣୀ ୬ରୁ ୧୦ମ

ଶ୍ରୀକୃଷ୍ଣ ଏକାଡ଼େମୀ, ଓଡ଼ିଶାର ଜଗତସିଂହପୁରରେ ଅବସ୍ଥିତ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ।[୧] ୧୯୩୫ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ବିଦ୍ୟାଳୟରେ ୬ଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହୁଏ । ଏଠାରେ ଉଭୟ ପୁଅ ଓ ଝିଅ ପାଠ ପଢ଼ନ୍ତି । ଏହା ଏସ. କେ. ଏକାଡ଼େମୀ ନାମରେ ମଧ୍ୟ ପରିଚିତ ।[୨]

ଅବସ୍ଥିତି[ସମ୍ପାଦନା]

ଏହି ବିଦ୍ୟାଳୟଟି ଜଗତସିଂହପୁର ଜିଲ୍ଲାର ସଦର ମହକୁମାଠାରେ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ଏହା ୧୯୩୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।[୩]

ଆଧାର[ସମ୍ପାଦନା]

  1. Orissa Gazette (1964 ed.). Govt of Odisha. 1964. Retrieved 2 March 2023.
  2. "History". www.jagatsinghpur.nic.in. Jagatsinghpur Dist Administration. Archived from the original on 2 March 2023. Retrieved 2 March 2023.
  3. "Srikrishna Academy, Jagatsingpur". www.rtiodisha.gov.in. RTI Odisha Govt. Archived from the original on 2 March 2023. Retrieved 2 March 2023.