Jump to content

ଶ୍ରୀକାନ୍ତ ଅୟଙ୍ଗର

ଉଇକିପିଡ଼ିଆ‌ରୁ
ଶ୍ରୀକାନ୍ତ ଅୟଙ୍ଗର
ଜନ୍ମ
ଶ୍ରୀକାନ୍ତ କ୍ରିଷ୍ଣାସ୍ୱାମୀ ଅୟଙ୍ଗର[]
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତା, ନିର୍ଦ୍ଦେଶନା
ସକ୍ରିୟ ବର୍ଷ୨୦୦୫-ଏବେଯାଏଁ

ଶ୍ରୀକାନ୍ତ କ୍ରିଷ୍ଣାସ୍ୱାମୀ ଅୟଙ୍ଗର ଜଣେ ଭାରତୀୟ ଅଭିନେତା ଓ ନିର୍ଦ୍ଦେଶକ । ସେ ମୁଖ୍ୟତଃ ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି । ବୃତ୍ତିରେ ସେ ଜଣେ ଡାକ୍ତର ଏବଂ ଅଭିନୟ ପ୍ରତି ଆଗ୍ରହ ହେତୁ ସେ ଅଭିନେତା ଭାବରେ କାମ କରିବା ଆରମ୍ଭ କରିଥିଲେ ।[] ସେ ବୀରାପାନ, ଡିୟର କମ୍ରେଡ୍, ମେହବୁବା, କୋରୋନା, ଦିଶା ଏନ୍‌କାଉଣ୍ଟର୍, ମର୍ଡ଼ରଅମାରାମ ଅଖିଲମ ପ୍ରେମା ଭଳି କଥାଚିତ୍ରରେ ଅଭିନୟ କରିଛନ୍ତି ।

  1. ୧.୦ ୧.୧ Serish Nanisetti (19 July 2010). "The play goes on". The Hindu. Retrieved 13 June 2021.

ଆଧାର ଲିଙ୍କ୍

[ସମ୍ପାଦନା]