ଶୋରାପୁର
Appearance
Shorapur | |
---|---|
ଦେଶ | India |
ରାଜ୍ୟ | କର୍ଣ୍ଣାଟକ |
ଜିଲ୍ଲା | ଗୁଲ୍ବର୍ଗ |
Elevation | 1,669[୧] m ( Formatting error: invalid input when rounding ft) |
Population (2001)[୧] | |
• Total | ୪୩,୫୯୧ |
ଭାଷା | |
• ସରକାରୀ | କନ୍ନଡ |
Time zone | UTC+5:30 (IST) |
ଶୋରାପୁର ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ଗୁଲ୍ବର୍ଗ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଶୋରାପୁର ୧୬.୫୨୧୦ ଉତ୍ତର ଅକ୍ଷାଂଶ ଓ ୭୬.୭୫୭୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶୋରାପୁର ସହରର ମୋଟ ଜନସଂଖ୍ୟା ୪୩୫୯୧ ଅଟେ ।[୨] ସେଥି ମଧ୍ୟରୁ ୫୦.୭୭% ଜଣ ପରୁଷ ହୋଇଥିବା ବେଳେ ୪୯.୨୩% ଜଣ ନାରୀ ଅଟନ୍ତି । ଶୋରାପୁରର ସାକ୍ଷରତା ହାର ୫୫.୩୧% ଅଟେ । ଏହା ଜାତୀୟ ହାରଠାରୁ ୯.୫୩% ପ୍ରତିଶତ କମ ଅଟେ । ସେଥିରୁ ୩୨.୮୦% ପ୍ରତିଶତ ପୁରୁଷ ଓ ୨୨.୫୨% ନାରୀ ଅଟନ୍ତି । ୧୫.୯୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]କନ୍ନଡ ଶୋରାପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.