ଶୈଳ ନିବାସ

ଉଇକିପିଡ଼ିଆ ରୁ
Jump to navigation Jump to search
Icono aviso borrar.png

ପର୍ବତ , କିମ୍ବା ପର୍ବତାବଳୀ ନିକଟରେ ନିକଟ ବର୍ତୀ ଉପତ୍ୟକା ଠାରୁ ଉଛରେ ଥିବା ବସତିକୁ ଶୈଳନିବାସ କୁହାଯାଇଥାଏ । ମୁଖ୍ଯତଃ ଇଉରୋପୀୟ ମାନେ ଏସିୟଦେଶ ମାନଙ୍କୁ ଶାସନ କରୁଥିବା ସମୟରେ ଗ୍ରୀଷ୍ମ କଳାରେ ଗରମରୁ ରକ୍ଷ୍ୟା ପାଇବାକୁ ଓ ଛୁଟି ଉପଭୋଗ କରିବାକୁ ଅନେକ ଗୁଡିଏ ଯୋଗ୍ୟ ସ୍ଥାନ ବାଛି ଶୈଳ ନିବାସ ଉନ୍ନୟନ କରିଥିଲେ । ଅନେକାଂଶ ଶୈଳ ନିବାସ ସମୁଦ୍ରପତ୍ତନ ଠାରୁ ୩,୫୦୦ ଫୁଟରୁ ୭,୦୦୦ ବା ତହଠୁ ବେଶୀ  ଉଛରେ ଥାଏ। 

ଇତିହାସ [ସମ୍ପାଦନା]

ଭାରତରେ ଶୈଳନିବାସ ବେସୀ ପରିମାଣରେ ହେବାର ଅନନ୍ୟ ଏକ କାରଣ ରହିଛି । ୧୮୫୭ରେ ବିଦ୍ରୋହ ହେଲା ପରେ ବ୍ରିଟିଶ ଶାସକ ମାନେ ହିମାଳୟ ଓ ନିଳଗିରି ପର୍ବତମାଳା ପାଖରେ ଥିବା ସ୍ଥାନ ମାନଙ୍କରେ ରହିବାକୁ ନିରାପଦ ମାନେ କରି ସେହି ସବୁ ସ୍ଥାନରେ ଶୈଳ ନିବାସ ସବୁ ସ୍ଥାପନ କାଲେ । ଏହି କ୍ରମରେ ଶିମଲାକୁ ଶୈଳ ନିବାସ କରିବା ସହ ଗ୍ରୀଷ୍ମ କାଳୀନ ରାଜଧାନୀ ମଧ୍ୟ କରିଥିଲେ ।[୧].

ଆଧାର [ସମ୍ପାଦନା]

  1. Kennedy, Dane (1996). The Magic Mountains: Hill Stations and the British Raj. Berkeley: University of California Press. Retrieved 19 Aug 2014.

ପଠନତାଲିକା[ସମ୍ପାଦନା]

ବାହାର ଲିଙ୍କ  [ସମ୍ପାଦନା]