ଶୈଳ ଚତୁର୍ବେଦୀ
ଶୈଳ ଚତୁର୍ବେଦୀ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨୯ ଜୁନ ୧୯୩୬ ଅମରାବତୀ, ମହାରାଷ୍ଟ୍ର |
| ମୃତ୍ୟୁ | ୨୯ ଅକ୍ଟୋବର ୨୦୦୭ (ବୟସ ୭୧) ମଲାଡ଼, ମୁମ୍ବାଇ, ଭାରତ |
| ବୃତ୍ତି | କବି, ହାସ୍ୟ ଅଭିନେତା, ଗୀତିକାର, ଅଭିନେତା |
| ଜାତୀୟତା | ଭାରତୀୟ |
| ନାଗରିକତା | ଭାରତୀୟ |
| ଶୈଳୀ | ହାସ୍ୟାତ୍ମକ |
| ସନ୍ତାନ | ବିଶାଲ, ବିହାନ, ବିବେକ |
| ସମ୍ପର୍କୀୟ | ଆକାଶ ଚତୁର୍ବେଦୀ (ପୁତୁରା) |
ଶୈଳ ଚତୁର୍ବେଦୀ (୨୯ ଜୁନ ୧୯୩୬ – ୨୯ ଅକ୍ଟୋବର ୨୦୦୭) ଜଣେ ହିନ୍ଦୀ କବି, ସୀତାର ବାଦକ, ହାସ୍ୟ ଅଭିନେତା, ଗୀତିକାର ଓ ଅଭିନେତା ଥିଲେ । ୧୯୭୦ ଓ ୧୯୮୦ ଦଶକରେ, ସେ ତାଙ୍କର ରାଜନୈତିକ ବ୍ୟଙ୍ଗ ପାଇଁ ଜଣାଶୁଣା ଥିଲେ ।[୧][୨] ସେ ହିନ୍ଦୀ କଥାଚିତ୍ର ଓ ଟେଲିଭିଜନ ଧାରାବାହିକରେ ଜଣେ ଚରିତ୍ର ଅଭିନେତା ଭାବରେ କାମ କରିଥିଲେ ।
ପେଷା
[ସମ୍ପାଦନା]He started his career as a lecturer at Allahabad University, soon started taking part in various Kavi sammelan (poetry gatherings), and with his tongue-in-cheek political commentary, made a place for himself amidst leading humorists, hasya kavi of the 1970s and 1980s, like Kaka Hathrasi, Pradeep Chaubey and Ashok Chakradhar.[୨]
He became a regular feature of the annual kavi sammelan [Poets' conference] on Doordarshan, state-run TV channel, around the Holi festival. He also acted in a number of Hindi films, like Uphaar (1971), Chitchor (1976), Chameli Ki Shaadi (1986) and Kareeb (1998). He played the role of "Sharma ji", the boss of Keshav and Gokhale in the famous sitcom Shrimaan Shrimati[ଆଧାର ଲୋଡ଼ା]
He died on 29 October 2007, after suffering from chronic kidney failure for some time, and was survived by his wife Daya and three sons.[୧]
ବଛାବଛା ଅଭିନୟର ତାଲିକା
[ସମ୍ପାଦନା]କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୧୯୭୧ | ଉପହାର | ଶଙ୍କରଲାଲ | |
| ୧୯୭୨ | ମେରେ ଭୈୟା | ପବ୍ଲିଶର୍ | |
| ୧୯୭୬ | ଚିଟ୍ଚୋର୍ | ଚବେ | |
| ୧୯୮୦ | ପାୟଲ୍ କୀ ଝଙ୍କାର୍ | ଦିନାନାଥ | |
| ଜଜ୍ବାତ୍ | ହାବିଲଦାର ପାଣ୍ଡେ | ||
| ୧୯୮୫ | ହମ୍ ଦୋ ହମାରେ ଦୋ | ||
| ୧୯୮୬ | ଚେମେଲି କୀ ସାଦି | ମଖାନାର ବାପା | |
| ୧୯୮୮ | ମାର୍ ଧାଡ଼୍ | ଓକିଲ | |
| ୧୯୯୦ | ଜୱାନି ଜିନ୍ଦାବାଦ | ମନ୍ତ୍ରୀ | |
| ୧୯୯୧ | ନରସିଂହ | ସୀମାଙ୍କ ବାପା | |
| ୧୯୯୨ | ଘର୍ ଜମାଇ | ପ୍ୟାରାୟ ଲାଲଙ୍କ ବାପା | |
| ୧୯୯୩ | ଧନୱାନ | ହମିଦଭାଇ | |
| ୧୯୯୪ | ଜିଦ୍ (୧୯୯୪ର କଥାଚିତ୍ର) | ଶିକ୍ଷା ମନ୍ତ୍ରୀ | |
| ୧୯୯୫ | ଅବ୍ ଇନ୍ସାଫ୍ ହୋଗା | ବିଲ୍ଡର୍ ସକ୍ସେନା | |
| ୧୯୯୮ | କରୀବ | ||
| ତ୍ରିଚି ଟୋପିୱାଲେ |
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା | ଚ୍ୟାନେଲ୍ | ମନ୍ତବ୍ୟ |
|---|---|---|---|---|
| ୧୯୮୮ | କାକାଜି କହିଁ | ନେତାଜୀ | ଡିଡି ନ୍ୟାସନାଲ୍ | |
| ୧୯୯୩ | ଜବାନ ସମ୍ଭାଲ୍କେ | ସ୍କୁଲ୍ ଇନ୍ସପେକ୍ଟର | ଡିଡି ମେଟ୍ରୋ | |
| ୟେ ଦୁନିୟା ଗଜବ କୀ | ବସ୍ ଅଫ୍ ଅଫିସ୍ | ଡିଡି | ||
| ୧୯୯୪-୧୯୯୯ | ଶ୍ରୀମାନ ଶ୍ରୀମତୀ | ବବ୍ଲୁ ପ୍ରସାଦ ଶର୍ମା | ଡିଡି ମେଟ୍ରୋ | |
| ୧୯୯୬ | କୁଛ୍ ଭି ହୋ ସକ୍ତା ହୈ | ଭଣ୍ଡ ସାଧୁ | ||
| ୧୯୯୭ | ବ୍ୟୋମକେଶ ବକ୍ସି - ଅଧ୍ୟାୟ: ୱସିୟତ କା ରହସ୍ୟ[୩] | ରାମେଶ୍ୱର | ଡିଡି ନ୍ୟାସନାଲ୍ | ଅଧ୍ୟାୟଗତ ଭୂମିକା |
Works
[ସମ୍ପାଦନା]- Bazar Ka Ye Hal Hai, Pub. Shri Hindi Sahitya Sansar, 1988.
- Chal Gayi, Fusion Books. ISBN 9788128810145.
ଆଧାର
[ସମ୍ପାଦନା]- 1 2 "Satirist Shail Chaturvedi passes away". DNA. 30 October 2007.
- 1 2 "Deaths". Pratiyogita Darpan. Vol. 2. Pratiyogita Darpan - December 2007. December 2007.
- ↑ Archived at Ghostarchive and the Wayback Machine: Byomkesh Bakshi: Ep#23 - Wasiyat Ka Rahasya. YouTube.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶୈଳ ଚତୁର୍ବେଦୀ
- ୟୁ-ଟବ୍ରେ Shail Chaturvedi recites
- Articles with unsourced statements from February 2018
- ହିନ୍ଦୀ ଭାଷୀ କବି
- ୨୦୦୭ ମୃତ୍ୟୁ
- ୧୯୩୬ ଜନ୍ମ
- ଭାରତୀୟ ସୀତାର ବାଦକ
- Indian political artists
- Male actors in Hindi cinema
- Indian male television actors
- Academic staff of the University of Allahabad
- Deaths from kidney failure in India
- Indian male poets
- 20th-century Indian poets
- 20th-century Indian male actors
- Poets from Maharashtra
- Male actors from Maharashtra
- 20th-century Indian male writers