ଶେକ ମତଲୁବ ଅଲୀ

ଉଇକିପିଡ଼ିଆ ରୁ
Jump to navigation Jump to search
ଶେକ ମତଲୁବ ଅଲୀ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
ଅଫିସରେ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଶରତ କୁମାର କର
ପର ଅଧିକାରୀପ୍ରଦୀପ୍ତ କିଶୋର ଦାସ
ନିର୍ବାଚନ ମଣ୍ଡଳୀମାହାଙ୍ଗା
ସାଂସଦ: ୮ମ, ୯ମ ଓଡ଼ିଶା ବିଧାନ ସଭା
ଅଫିସରେ
୧୯୮୦ – ୧୯୯୦
ପୂର୍ବ ଅଧିକାରୀପ୍ରଦୀପ୍ତ କିଶୋର ଦାସ
ପର ଅଧିକାରୀଶରତ କୁମାର କର
ନିର୍ବାଚନ ମଣ୍ଡଳୀମାହାଙ୍ଗା
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
ଅଫିସରେ
୧୯୯୫ – ୨୦୦୦
ପୂର୍ବ ଅଧିକାରୀଶରତ କୁମାର କର
ପର ଅଧିକାରୀଶରତ କୁମାର କର
ନିର୍ବାଚନ ମଣ୍ଡଳୀମାହାଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1942-12-16) ୧୬ ଡିସେମ୍ବର ୧୯୪୨ (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବେଗମ ଅଞ୍ଜୁମା ଅଲ୍ଲୀ
ବାପା/ମା'ଶେକ ରକୁ ମିଆଁ (ବାପା)
ବୃତ୍ତିରାଜନୀତିଜ୍ଞ
ଧର୍ମଇସଲାମ

ଶେକ ମତଲୁବ ଅଲୀ (ମୃତ୍ୟୁ: ୧୬ ଡିସେମ୍ବର ୧୯୪୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିର ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ମତଲୁବ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୮ମ, ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଶେକ ମତଲୁବ ଅଲୀ ୧୯୪୨ ମସିହାର ଡିସେମ୍ବର ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଶେକ ରକୁ ମିଆଁ ଓ ପତ୍ନୀଙ୍କ ନାମ ବେଗମ ଅଞ୍ଜୁମା ଅଲ୍ଲୀ ।[୧] ମତଲୁବଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଶେକ ମତଲୁବ ଅଲୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ।[୧] ମତଲୁବ ୧୯୭୪ ମସିହାରୁ ୧୯୭୭ ମସିହାଯାଏଁ, ୧୯୮୬ରୁ ୧୯୯୦ ଯାଏଁ ଏବଂ ୧୯୯୯ ମସିହାରୁ ୨୦୦୦ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Sk. Matlub Ali". odishaassembly.nic.in. Odisha Assembly. Retrieved 24 March 2020.