Jump to content

ଶୁଭ୍ରପ୍ରକାଶ ଦାସ

ଉଇକିପିଡ଼ିଆ‌ରୁ
ଶୁଭ୍ରପ୍ରକାଶ ଦାସ
ଜନ୍ମ ଓ ଜନ୍ମସ୍ଥାନ (1958-02-04) ୪ ଫେବୃଆରୀ ୧୯୫୮ (ବୟସ ୬୮)
ଭଦ୍ରକ
ବୃତ୍ତିଅଧ୍ୟାପନା
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ସାହିତ୍ୟ କୃତିSketches of Orissa
ଜୀବନସାଥୀପ୍ରଫେସର ସୋମା ଚାନ୍ଦ
ସମ୍ପର୍କୀୟରାଖାଲ ଚନ୍ଦ୍ର ଦାସ (ପିତା), ଲକ୍ଷ୍ମୀ ଦାସ (ମାତା)

ସୋମା ଚାନ୍ଦ (ଜନ୍ମ: ୦୪ ଫେବୃଆରୀ ୧୯୫୮) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗବେଷକ ଓ ଅନୁବାଦକ । ସେ ନିଜ ସୃଜନଶୀଳତା ପାଇଁ ବହୁ ସମ୍ମାନରେ ସମ୍ମାନିତ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ବୃତ୍ତିରେ ଅଧ୍ୟାପକ ଶୁଭ୍ରପ୍ରକାଶ ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖନୀ ଚାଳନା କରିଛନ୍ତି । ଅନୁବାଦ ମାଧ୍ୟମରେ ପଡ଼ୋଶୀ ସାହିତ୍ୟକୁ ପାଠକାଭିମୁଖୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ରଚନାବଳୀ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
  • ମାନବ ଅଧିକାର
  • ଘଟାନ୍ତର
  • ବାସନ୍ତୀ ଦୁର୍ଗା ଓ ଅନ୍ୟାନ୍ୟ ଗଳ୍ପ
  • ଆଇଭାନ୍ ହୋ
  • ସିଦ୍ଧାର୍ଥ [୧]
  • ପରିଣୀତା
  • Sketches of Orissa
  • A Dream Far Beyond

ଇଂରାଜୀ

[ସମ୍ପାଦନା]
  • Emotions and Suggestion : A Study of Hemingway's major works in the light of Indian Poetics
  • Moodswings (Poetry)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ↑ https://m.samajaepaper.in/pagezoomsinwindows.php?id=143&boxid=2692026214822652&cid=4&edcode=83&pagedate1=27-09-2026&pagenum=5&ctype=i&counter=1&share=sf.html