ଶୁଭି ଶର୍ମା
ଦେଖଣା
ଶୁଭି ଶର୍ମା | |
|---|---|
| ଜନ୍ମ | ୨୭ ମାର୍ଚ୍ଚ ୧୯୯୨[୧][୨] ଜୟପୁର[୩] |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୨୦୦୮–ଏବେଯାଏଁ |
ଶୁଭି ଶର୍ମା (ଜନ୍ମ: ୨୭ ମାର୍ଚ୍ଚ ୧୯୯୨) ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ୍ ଓ ଉପସ୍ଥାପିକା । ସେ ମୁଖ୍ୟତଃ ଭୋଜପୁରୀ କଥାଚିତ୍ର ଜଗତରେ କାମ କରନ୍ତି ।[୪][୫] ପ୍ରଭାସ ଲାଲ ଯାଦବଙ୍କ ନାୟିକା ଭାବରେ ଭୋଜୋପୁରୀ କଥାଚିତ୍ର ଚଲନି କେ ଚାଲାଲ ଦୁଲାଃରେ ତାଙ୍କ ଅଭିନୀତ ଚରିତ୍ର ପାଇଁ ସେ ଜଣାଶୁଣା । ଏହି କଥାଚିତ୍ର ପାଇଁ ତାଙ୍କୁ ୫ମ ଭୋଜପୁରୀ ଫିଲ୍ମ ଆୱାର୍ଡ଼ସ୍ରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।[୬][୭]
ଅଭିନୟ ଜୀବନ
[ସମ୍ପାଦନା]୨୦୦୮ ମସିହାରେ, ସେ ଚଲନି କେ ଚାଲାଲ ଦୁଲାଃ ଜରିଆରେ ଭୋଜପୁରୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ, ସେ ଭୈୟା କେ ସାଲି ଓଢନିଆ ୱାଲିରେ ପବନ ସିଂହଙ୍କ ସହିତ କାମ କରିଥିଲେ, ସନ୍ତାନରେ ଜଣାଶୁଣା ଅଭିନେତା ରବି କିଶାନଙ୍କ ସହିତ କାମ କରିଥିଲେ ଏବଂ ଛପ୍ରା ଏକ୍ସପ୍ରେସରେ ଖେସାରୀ ଲାଲ ଯାଦବଙ୍କ ସହିତ କାମ କରିଥିଲେ ।[୮]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭାଷା | ମନ୍ତବ୍ୟ |
|---|---|---|---|
| ୨୦୦୮ | ଚଲନି କେ ଚାଲାଲ ଦୁଲାଃ | ଭୋଜପୁରୀ | ପ୍ରଥମ କଥାଚିତ୍ର |
| ୨୦୧୦ | ଭୈୟା କେ ସାଲି ଓଢନିଆ ୱାଲି | ||
| ୨୦୧୦ | ହିରୋ | ||
| ୨୦୧୧ | ସନ୍ତାନ | ||
| ୨୦୧୩ | ଦୁଲ୍ହେ ରାଜା | ||
| ଟାଇଗର | |||
| ଛପ୍ରା ଏକ୍ସପ୍ରେସ | |||
| ଚରନୋ କି ସୁଗନ୍ଧ | |||
| ପ୍ରେମ ଦିୱାନୀ | |||
| ବନାରସ ୱାଲି | |||
| ବୀର ବଲୱନ | |||
| କଟ୍ଟା ତାନାଲ ଦୁପଟ୍ଟା ପର | |||
| ୨୦୧୫ | ୱେଲକମ୍ ବ୍ୟାକ୍[୯] | ହିନ୍ଦୀ | |
| ୨୦୧୫ | ଗୁଲାମି | ଭୋଜପୁରୀ | |
| ୨୦୧୬ | ଦୁଲ୍ହନ ଚାହି ପାକିସ୍ତାନ ସେ | ||
| ରାମ ଲଖନ | |||
| ୨୦୧୭ | ଆତଙ୍କବାଦୀ | ||
| ୨୦୧୭ | ମୁକଦର | ||
| ୨୦୧୮ | ବୈରି କଙ୍ଗନା ୨ | ||
| ବୋର୍ଡ଼ର | |||
| ଦୁଲ୍ହନ ଚାହି ପାକିସ୍ତାନ ସେ ୨ | |||
| ନିରହୁଆ ହିନ୍ଦୁସ୍ତାନୀ ୩ | |||
| ବଲମ ଜୀ ଲଭ୍ ୟୁ |
ଆଧାର
[ସମ୍ପାଦନା]- ↑ "Shubhi Sharma's birthday: Nirahua, Amrapali Dubey, Kajal Raghwani and other Bhojpuri celebs wish the actress on her birthday - Times of India". The Times of India (in ଇଂରାଜୀ). 27 March 2019. Retrieved 6 January 2020.
- ↑ Kumar, Vivek (30 March 2017). "Bhojpuri actress Shubhi Sharma birthday party". Dainik Bhaskar (in Hindi). Archived from the original on 29 March 2019. Retrieved 29 March 2019.
{{cite news}}: CS1 maint: unrecognized language (link) - ↑ "Sambhavna Seth". The Times of India (in ଇଂରାଜୀ). 15 April 2020.
- ↑ "Bhojpuri actress Shubhi Sharma". Dainik Bhaskar. 4 August 2012. Archived from the original on 26 February 2014. Retrieved 22 February 2014.
- ↑ "Shubhi's the formula for hit films". Times of India. 11 June 2013. Retrieved 17 March 2014.
- ↑ "Bhojpuri Film Award::5th Awards". 27 November 2012. Archived from the original on 27 November 2012. Retrieved 6 January 2020.
- ↑ "Ritesh Pandey and Shubhi Sharma joins for the new film 'Tamanna Ek Prem Katha' - Times of India". The Times of India (in ଇଂରାଜୀ). 7 September 2022. Retrieved 2022-09-21.
- ↑ "List of movies". Bollywood Hungama. Retrieved 22 February 2014.
- ↑ "Shubhi Sharma shakes a leg with John". Times Of India. 10 January 2017. Retrieved 27 July 2018.