ଶିଶୁ ପ୍ରତିଭା

ଉଇକିପିଡ଼ିଆ ରୁ
Jump to navigation Jump to search

ଶିଶୁ ପ୍ରତିଭା ଏକ ଓଡ଼ିଆ ଶିଶୁ ସାହିତ୍ୟ ପତ୍ରିକା । ଏହା ଓଡ଼ିଶାର ଭୁବନେଶ୍ୱରରୁ ପ୍ରକାଶ ମଙ୍ଗରାଜଙ୍କ ସମ୍ପାଦନାରେ ପ୍ରକାଶ ପାଇଥାଏ । ଏଥିରେ ଶିଶୁମାନଙ୍କ ପାଇଁ ଗପ, କବିତା, ଭ୍ରମଣ କାହାଣୀ ପ୍ରଭୃତି ସ୍ତମ୍ଭ ରହିଥାଏ ।

ଆଧାର[ସମ୍ପାଦନା]