Jump to content

ଶିମଲା ବାୱରି

ଉଇକିପିଡ଼ିଆ‌ରୁ
ଶିମଲା ବାୱରି
ବିଧାୟିକା: ରାଜସ୍ଥାନ ବିଧାନ ସଭା
କାର୍ଯ୍ୟକାଳ
୨୦୧୩  ୨୦୧୮
ପୂର୍ବ ଅଧିକାରୀପବନ କୁମାର ଦୁଗଲ
ପର ଅଧିକାରୀସନ୍ତୋଷ ବାୱରି
ନିର୍ବାଚନ ମଣ୍ଡଳୀଅନୁପଗଡ଼
ବ୍ୟକ୍ତିଗତ ସବିଶେଷ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବୃତ୍ତିରାଜନୀତିଜ୍ଞ

ଶିମଲା ବାୱରି ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୩ ମସିହାରେ ହୋଇଥିବା ରାଜସ୍ଥାନ ବିଧାନ ସଭା ନିର୍ବାଚନରେ, ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଅନୁପଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ରାଜସ୍ଥାନ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][] ଏହି ନିର୍ବାଚନରେ, ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଶିମଲା ଦେବୀ ନାୟକଙ୍କୁ ୧୧,୧୪୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ୨୦୨୩ ରାଜସ୍ଥାନ ବିଧାନ ସଭା ନିର୍ବାଚନରେ, ସେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିଲେ, ମାତ୍ର ପରାସ୍ତ ହୋଇଥିଲେ ।[][]

  1. "Video shows Rajasthan BJP MLA Shimla Bawri saying she gave money to journalists". The Indian Express (in Indian English). 2 July 2015. Retrieved 3 March 2019.
  2. "Shimla Bawri Rajasthan Legislative Assembly Members of the 14th House". rajassembly.nic.in. Retrieved 27 February 2017.
  3. "Anupgarh Constituency Election Results 2023: Anupgarh Assembly Seat Details, MLA Candidates & Winner". The Times of India (in ଇଂରାଜୀ). Retrieved 2024-04-29.
  4. "Shimla Bawri, IND Candidate from Anupgarh Seat: Electoral History & Political Journey". www.news18.com (in ଇଂରାଜୀ). Retrieved 2024-04-29.