Jump to content

ଶିବ କୁମାର ସୁବ୍ରମଣ୍ୟମ

ଉଇକିପିଡ଼ିଆ‌ରୁ
ଶିବ କୁମାର ସୁବ୍ରମଣ୍ୟମ
ଜନ୍ମ (1959-12-23) ୨୩ ଡିସେମ୍ବର ୧୯୫୯ (ବୟସ ୬୬)
Died୧୦ ଅପ୍ରେଲ ୨୦୨୨(2022-04-10) (ବୟସ ୬୨)
Educationଏଆଇଏସ୍ଏସ୍ଏମ୍ଏସ୍ ଶ୍ରୀ ଶିବାଜୀ ପ୍ରିପାରେଟୋରୀ ମିଲିଟାରୀ ସ୍କୁଲ, ପୁଣେ
ପେଷାsଅଭିନେତା
ନାଟ୍ୟକାର
ଥିଏଟର ଅଭିନେତା
ନିର୍ଦ୍ଦେଶକ
କାର୍ଯ୍ୟକାଳ୧୯୮୯–୨୦୨୨
ଜୀବନସାଥୀଦିବ୍ୟା ଜଗଦଲେ (ବିବାହ: ୨୦୨୨)
Children୧

ଶିବ କୁମାର ସୁବ୍ରମଣ୍ୟମ (୨୩ ଡିସେମ୍ବର ୧୯୫୯ – ୧୦ ଅପ୍ରେଲ ୨୦୨୨) ଜଣେ ଭାରତୀୟ ଅଭିନେତା, ନାଟ୍ୟକାର, ଥିଏଟର ଅଭିନେତା ଓ ନିର୍ଦ୍ଦେଶକ ।[୧] କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ମୁକ୍ତି ବନ୍ଧନରେ, ସେ ତାଙ୍କ ଅଭିନୀତ ଚରିତ୍ର ଉଦ୍ୟୋଗପତି ଆଇ.ଏମ୍. ବିରାନୀ ପାଇଁ ଜଣାଶୁଣା । ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ବିଦୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ କଥାଚିତ୍ର ପରିନ୍ଦା ଏବଂ ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ସୁଧୀର ମିଶ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ହଜାରୋଁ ଖ୍ୱାଇସେଁ ଐସିର ଚିତ୍ରନାଟ୍ୟ ରଚନା କରିଥିଲେ । ଏହି ଦୁଇଟି କଥାଚିତ୍ରରେ, ସେ ଅଭିନୟ ମଧ୍ୟ କରିଥିଲେ ।[୨][୩][୪] ୨୦୨୨ ମସିହାର ଅପ୍ରେଲ ୧୦ ତାରିଖରେ, ସେ ଅସୁସ୍ଥତା କାରଣରୁ ମୃତ୍ୟୁବରଣ କରିଥିଲେ ।[୫][୬]

ଅଭିନୟ ଜୀବନ

[ସମ୍ପାଦନା]

ଅଭିନେତା ଭାବରେ

[ସମ୍ପାଦନା]
  • ମୀନାକ୍ଷୀ ସୁନ୍ଦରେଶ୍ୱର (୨୦୨୧)
  • ନେଲ୍ ପଲିଶ୍ (୨୦୨୧)
  • ଦି ଏକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍ (୨୦୧୯)
  • ତୁ ହୈ ମେରା ସଣ୍ଡେ
  • ଲାକ୍ଷୋଁ ମେଁ ଏକ୍
  • ହିଚ୍‌କି (୨୦୧୮)
  • ରକି ହ୍ୟାଣ୍ଡସମ୍ (୨୦୧୬)
  • ବାଙ୍ଗିସ୍ତାନ (୨୦୧୫)
  • ଉଙ୍ଗ୍‌ଲି (୨୦୧୪)
  • ରହସ୍ୟ (୨୦୧୫)
  • ହାପି ଜର୍ଣ୍ଣି (୨୦୧୪)
  • ୨ ଷ୍ଟେଟସ୍[୭] (୨୦୧୪)
  • ହମ୍‌ନେ ଲି ହୈ... ଶପଥ[୮] (୨୦୧୩)
  • ୨୪
  • ପ୍ରଧାନମନ୍ତ୍ରୀ
  • ମୁକ୍ତି ବନ୍ଧନ (୨୦୧୧)
  • ଦାଟ୍ ଗାର୍ଲ ଇନ୍ ୟେଲୋ ବୁଟ୍‌ସ୍ (୨୦୧୧)
  • ଷ୍ଟାନ୍‌ଲି କା ଦବ୍ବା (୨୦୧୧)
  • କିସ୍ମତ (୨୦୧୧)
  • ତୀନ୍ ପତି (୨୦୧୦)
  • କମିନେ (୨୦୦୯)
  • ରିସ୍କ (୨୦୦୭)
  • ଏକ୍ ଦିନ୍ ୨୪ ଘଣ୍ଟେ (୨୦୦୩)
  • ଡେଡ୍ ଏଣ୍ଡ (୨୦୦୦)
  • ସ୍ନିପ୍! (୨୦୦୦)
  • ବମ୍ବେ ବଏଜ୍ (୧୯୯୯)
  • ରକ୍ଷକ (୧୯୯୬)
  • ଦ୍ରୋହ କାଲ୍ (୧୯୯୫)
  • ୧୯୪୨: ଏ ଲଭ୍ ଷ୍ଟୋରୀ (୧୯୯୪)
  • ପ୍ରହାର (୧୯୯୪)
  • ପରିନ୍ଦା (୧୯୮୯)

ଚିତ୍ରନାଟ୍ୟ ଲେଖକ ଭାବରେ

[ସମ୍ପାଦନା]
  • ତୀନ ପତି (କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ) (୨୦୧୦)
  • ହଜାରୋଁ ଖ୍ୱାଇସେଁ ଐସି (ମୂଳ କାହାଣୀ ଓ ଚିତ୍ରନାଟ୍ୟ) (୨୦୦୫)
  • ଚାମେଲି (ଚିତ୍ରନାଟ୍ୟ) (୨୦୦୩)
  • ଡେଡ୍ ଏଣ୍ଡ୍ (ସଂଳାପ) (୨୦୦୦)
  • ଅର୍ଜୁନ ପଣ୍ଡିତ (ଚିତ୍ରନାଟ୍ୟ) (1999)
  • ଇସ୍ ରାତ୍ କି ସୁବାଃ ନେହିଁ (ଚିତ୍ରନାଟ୍ୟ) (୧୯୯୬)
  • ୧୯୪୨: ଏ ଲଭ୍ ଷ୍ଟୋରୀ (କାହାଣୀ ଓ ଚିତ୍ରନାଟ୍ୟ) (୧୯୯୪)
  • ପରିନ୍ଦା (ଚିତ୍ରନାଟ୍ୟ) (୧୯୮୯)

ସହକାରୀ ନିର୍ଦ୍ଦେଶକ ଭାବରେ

[ସମ୍ପାଦନା]
  • ପରିନ୍ଦା (୧୯୮୯)

ପୁରସ୍କାର

[ସମ୍ପାଦନା]
  • ଫିଲ୍ମଫେୟାର ପୁରସ୍କାର
    • ହଜାରୋଁ ଖ୍ୱାଇସେଁ ଐସି ପାଇଁ ଶ୍ରେଷ୍ଠ କାହାଣୀ (୨୦୦୬)
    • ପରିନ୍ଦା ପାଇଁ ଶ୍ରେଷ୍ଠ ଚିତ୍ରନାଟ୍ୟ (୧୯୯୦)
  1. ↑ "Kalki is the girl in yellow boots!". The Times of India. 31 July 2010. Archived from the original on 28 September 2012. Retrieved 24 September 2011.
  2. ↑ "Shiv Subramaniam is scripting success - Times of India". The Times of India. 20 January 2011.
  3. ↑ "Shiv Kumar Subramaniam with wife during ITA(Indian Television Awards) recently held in Mumbai".
  4. ↑ Shiv Subramaniam & Akhil Mishra returns!
  5. ↑ "Alia Bhatt and Arjun Kapoor's '2 States' co-star Shiv Subrahmanyam passes away". The Times of India. 11 April 2022.
  6. ↑ "Arjun Kapoor, Hansal Mehta, Abhimanyu Dassani and others mourn the demise of Shiv Subramaniam". Bollywood Hungama. 11 April 2022. Retrieved 13 April 2022.
  7. ↑ "Meet Alia & Arjun's 2 States Parents!". 27 February 2014.[permanent dead link]
  8. ↑ "Shiv, Ankit, Shashank and Akshita in Shapath's maha-movie".

ବାହାର ଲିଙ୍କ୍

[ସମ୍ପାଦନା]