Jump to content

ଶିବାନୀ ଟଙ୍କଶାଳେ

ଉଇକିପିଡ଼ିଆ‌ରୁ
ଶିବାନୀ ଟଙ୍କଶାଳେ
ଜନ୍ମ (1984-10-29) ୨୯ ଅକ୍ଟୋବର ୧୯୮୪ (ବୟସ ୪୧)
ଶିକ୍ଷାଗ୍ରୀନ୍ ଲନ୍ ହାଇ ସ୍କୁଲ୍
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୩-୨୦୨୦
ବୈବାହିକ-ସାଥୀସୁମୀତ ବ୍ୟାସ (୨୦୧୦ - ୨୦୧୭)[]
ସମ୍ପର୍କୀୟବସନ୍ତ ସାଠେ[]

ଶିବାନୀ ଟଙ୍କଶାଳେ ଜଣେ ଭାରତୀୟ ଅଭିନେତ୍ରୀ ଓ ଥିଏଟର ନିର୍ଦ୍ଦେଶିକା ।[][] ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ବିଜ୍ଞାପନରେ କାମ କରନ୍ତି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ମୁମ୍ବାଇର ଗ୍ରୀନ୍ ଲନ୍ ହାଇସ୍କୁଲରେ ପଢ଼ିବା ସମୟରେ, ସ୍କୁଲ ସମୟରୁ ନାଟକରେ ଅଭିନୟ କରି ଆସୁଛନ୍ତି । ସେ ଅନେକ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ସେ ରାଜନେତା ବସନ୍ତ ସାଠେଙ୍କ ନାତୁଣୀ ଅଟନ୍ତି ।[] ସେ ଅଭିନେତା ସୁମିତ ବ୍ୟାସଙ୍କୁ ବିବାହ କରିଥିଲେ । ପରେ ୨୦୧୭ ମସିହାରେ, ଉଭୟଙ୍କର ଛାଡ଼ପତ୍ର ହୋଇଥିଲା ।[][]

ଥିଏଟର

[ସମ୍ପାଦନା]

ଏକ କଲେଜ ନାଟକରେ ଅଭିନୟ କରୁଥିବା ବେଳେ 'ଏକଜୁଟ' ନାମକ ଏକ ଥିଏଟର ଗ୍ରୁପ୍ ତାଙ୍କୁ ଦେଖିଥିଲେ । ସେ ଅତ୍ୟନ୍ତ ସୁନ୍ଦର ହୋଇଥିବାରୁ ଲୋକମାନେ ତାଙ୍କୁ କଲେଜରେ ଭିକ୍ସନ ଭାବରେ ଭାବିଥିଲେ । ଏହାପରେ ସେ ଏହି ନାଦିରା ଜାହିର ବବରଙ୍କ ଗ୍ରୁପ୍ ସହ ଆନୁଷ୍ଠାନିକ ଭାବେ କାମ କରିବା ଆରମ୍ଭ କରିଥିଲେ । ଏହାପରେ 'କ୍ୟୁ ଥିଏଟର ପ୍ରଡକ୍ସନ' ତାଙ୍କୁ ଡାକିଥିଲା ଏବଂ ସେ ତାଙ୍କର ପ୍ରଥମ ବୃତ୍ତିଗତ ନାଟକ ଦ ଲକି ଓନ୍ସ କରିଥିଲେ । ତାଙ୍କର କେତେକ ପ୍ରମୁଖ ନାଟକ ହେଉଛି ଦି ପ୍ରେସିଡେଣ୍ଟ ଇଜ୍ କମିଂ, ଲଭ୍ ଅନ୍ ଦି ବ୍ରିଙ୍କ୍, ଦି ଭଜାଇନା ମୋନୋଲୋଗସ୍, ଜି ଜୈସି ଆପ୍‌କି ମାର୍ଜି[] ଅଭିନୟ ବ୍ୟତୀତ ସେ କିଛି ନାଟକର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।[][][]

କଥାଚିତ୍ର

[ସମ୍ପାଦନା]

ବିଭିନ୍ନ ନାଟକ ଓ ବିଜ୍ଞାପନରେ କାମ କରିବା ସହିତ, ସେ ୨୦୦୩ ମସିହାରେ, ଏସ୍‌କେପ୍ ଫ୍ରମ୍ ତାଲିବାନ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ, ସେ ଦିଲ୍ କବାଡ଼ି (୨୦୦୮), ଦି ପ୍ରେସିଡେଣ୍ଟ ଇଜ୍ କମିଂ (୨୦୦୯), ଦି ଡାର୍ଟୀ ପିକ୍ଚର (୨୦୧୧) ଏବଂ ତଲାଶ (୨୦୧୨)ରେ କରମ କରିଛନ୍ତି ।

ଅଭୀନତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା[][୧୦]
୨୦୦୮ ଦି ଅଦର୍ ଏଣ୍ଡ୍ ଅଫ୍ ଦି ଲାଇନ୍ ପ୍ରିୟାଙ୍କ ସାଙ୍ଗ
ଦିଲ୍ କବାଡ଼ି ସୁସ୍
୨୦୦୯ ଦି ପ୍ରେସିଡେଣ୍ଟ ଇଜ୍ କମିଂ ରିତୁ ଜନ୍‌ସନ୍
୨୦୧୧ ସୈତାନ ଆମିଙ୍କ ମାଆ[୧୧]
ଦି ଡାର୍ଟି ପିକ୍ଚର୍ ରାଧିକା
୨୦୧୨ ତଲାଶ: ଦି ଆନ୍‌ସାର୍ ଲାଇଜ୍ ଉଇଥ୍ଇନ୍ ମୀରା
ରଶ୍
୨୦୧୨ ଇନ୍‌କାର୍ ନିମ୍ମି
ଶ୍ରୀ ଶୀନା
୨୦୧୪ ହାପି ଏଣ୍ଡିଂ ଗୌରୀ
ଜେଦ୍ ପ୍ଲସ୍ ଫୌଜିୟା
୨୦୧୫ ଏକ୍ ପହେଲି ଲୀଲା ରାଧିକା
୨୦୧୭ ମାଞ୍ଝା ବୀଣା

କ୍ଷୁଦ୍ର ଚଳଚ୍ଚିତ୍ର

[ସମ୍ପାଦନା]
ବର୍ଷ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ ସହ-ଅଭିନେତା
୨୦୦୯ ସିଗ୍‌ନାଲ୍‌ୱାଲା ଲଡ଼କା ପ୍ରମୋଦ ପାଠକ
୨୦୧୨ ନେଇବର୍‌ସ୍ ଆନନ୍ଦ ତିୱାରୀ
୨୦୧୩ ନେଇବର୍‌ସ୍: ପାର୍ଟ ୧
ନେଇବର୍‌ସ୍: ପାର୍ଟ ୨ କପିଲ ଚାନ୍ଦେଲା
ଓୟେ ତେରି ଆନନ୍ଦ ତିୱାରୀ ସୁମିତ ବ୍ୟାସ[୧୨]
୨୦୧୪ ହେୟାର୍‌କଟ୍ ଆନନ୍ଦ ତିୱାରୀ, ସୁମିତ ବ୍ୟାସ ଇମ୍ରାନ ରସିଦ

ଟେଲିଭିଜନ

[ସମ୍ପାଦନା]
ବର୍ଷ ଟିଭି ସିରିଏଲ୍ ଭୂମିକା ଚେନାଲ୍
୧୯୯୯-୨୦୦୦ ଗୁବ୍ବାରେ ଜୀ ଟିଭି
୨୦୦୫ ଟାଇମ୍ ବମ୍ ୯/୧୧
୨୦୦୭ ସନ୍‌ସନି ସାହାରା ମନୋରଞ୍ଜନ[୧୨]
୨୦୧୩ ୨୪ ଦିଦ୍ୟା ସିଂହାନିଆ ମୌର୍ଯ୍ୟ କଲର୍ସ ଟିଭି

ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା ପ୍ଲାଟଫର୍ମ ମନ୍ତବ୍ୟ
୨୦୨୦ ମର୍ଜି ଇଶା ଚୌହାନ ଭୁଟ୍ [୧୩]
  1. ୧.୦ ୧.୧ "Splitsville! 'Permanent Roommates' actor Sumeet Vyas heads for DIVORCE". ABP News Web Desk (in ଇଂରାଜୀ). ABP Live. 3 June 2017. Archived from the original on 4 September 2017. Retrieved 4 September 2017.
  2. ୨.୦ ୨.୧ ୨.୨ "Who's That: For Shivani Tanksale, the world's a stage". www.afaqs.com. Retrieved 22 July 2009.
  3. "As a director, I can create a new world on stage: Shivani Tanksale". The Indian Express (in ଇଂରାଜୀ). 2019-08-21. Retrieved 2021-03-22.
  4. "A dramatic escape". The Hindu (in ଇଂରାଜୀ). 15 August 2017. Retrieved 4 September 2017.
  5. Mulla, Zainab (5 June 2017). "Actor Sumeet Vyas and his wife Shivani Tanksale headed for divorce; here's why!". India.com (in ଇଂରାଜୀ). Retrieved 4 September 2017.
  6. "Doing films is the only way to get noticed: Shivani Tanksale". Times of India. Retrieved 9 May 2013.
  7. "Profile: Trishla Patel & Shivani Tanksale – Queen of Transformations". filmimpressions. Archived from the original on 10 May 2011. Retrieved 26 April 2011.
  8. "A perfect balance". dnaindia. Retrieved 23 May 2008.
  9. "Shivani Tanksale Films". Bollywood Hungama. Archived from the original on 27 December 2014. Retrieved 31 October 2015.
  10. Malini, Navya (9 May 2013). "Doing films is the only way to get noticed: Shivani Tanksale - Times of India". The Times of India. TNN. Retrieved 4 September 2017.
  11. "Shaitan movie review". indiatoday. Retrieved 10 June 2011.
  12. ୧୨.୦ ୧୨.୧ "Oye Teri=Comedy Short Film=By Anand Tiwari". indianshortmovies. Archived from the original on 21 November 2015. Retrieved 31 October 2015.
  13. "Marzi review: Aahana Kumra, Rajeev Khandelwal's Voot Select show favours forced twists over a nuanced take on consent". Firstpost (in ଆମେରିକୀୟ ଇଂରାଜୀ). 2020-04-08.

ବାହାର ଲିଙ୍କ୍

[ସମ୍ପାଦନା]