ଶିପସି ରଣା
ଦେଖଣା
ଶିପସି ରଣା | |
|---|---|
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୧୮–ଏବେଯାଏଁ |
| ପ୍ରସିଦ୍ଧି | ଇସ୍କ ସୁଭାନ ଆଲାଃ |
ଶିପସି ରଣା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ଇସ୍କ ସୁଭାନ ଆଲାଃରେ ରୁଖସାର ଶୈଖ ଭୂମିକାରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।[୧][୨] ୨୦୧୮ ମସିହାରେ, ସେ ଖଳନାୟିକା ଭୂମିକାରେ ଅଭିନୟ କରିବା ପାଇଁ ଆଇଟିଏ ପୁରସ୍କାର ପାଇଥିଲେ ।[୩][୪]
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୮–୨୦୨୦ | ଇସ୍କ ସୁଭାନ ଆଲାଃ | ରୁଖସାର ଶୈଖ | ଖଳନାୟିକା |
ପୁରସ୍କାର ଓ ମନୋନୟନ
[ସମ୍ପାଦନା]| ବର୍ଷ | ପୁରସ୍କାର | ବର୍ଗ | କାମ | ଫଳାଫଳ |
|---|---|---|---|---|
| ୨୦୧୮ | ଇଣ୍ଡିଆନ୍ ଟେଲିଭିଜନ୍ ଏକାଡେମୀ ଆୱାର୍ଡ଼ସ୍ | ଶ୍ରେଷ୍ଠ ଖଳନାୟିକା | ଇସ୍କ ସୁଭାନ ଆଲାଃ | ବିଜୟୀ |
ଆଧାର
[ସମ୍ପାଦନା]- ↑ "Lucknow is amazing, say TV actresses Gunn Kansara and Shipsy Rana". Times of India. 22 October 2018.
- ↑ "TV stars in Lucknow". Hindustan Times. 9 October 2018 – via PressReader.
- ↑ "Indian Television Academy Awards 2018: Complete list of winners". The Indian Express (in ଇଂରାଜୀ). 2018-12-12. Retrieved 2019-09-13.
- ↑ "ITA Awards 2018 winners list: Surbhi Chandna, Divyanka Tripathi, Harshad Chopda win big". Indian Today. 2018-12-12.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶିପସି ରଣା
- ଇନଷ୍ଟାଗ୍ରାମରେ ଶିପସି ରଣା