Jump to content

ଶାଲିନୀ ଖାନ୍ନା

ଉଇକିପିଡ଼ିଆ‌ରୁ
ଶାଲିନୀ ଖାନ୍ନା
ଜନ୍ମ (1983-11-16) ୧୬ ନଭେମ୍ବର ୧୯୮୩ (ବୟସ ୪୧)
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୪ - ଏବେଯାଏଁ
ବୈବାହିକ-ସାଥୀଭାନୁ ଉଦୟ

ଶାଲିନୀ ଖାନ୍ନା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ ଅଭିନୟ କରନ୍ତି । ହିନ୍ଦୀ ଧାରାବାହି କୁଟୁମ୍ବ ଜରିଆରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ କମେଡ଼ି ସିରିଜ ସାଜନ୍ ରେ ଝୁଟ୍ ମତ୍ ବୋଲ୍‌ନାରେ ତାଙ୍କ ଅଭିନୀତ ଭୂମିକା ପଲ୍ଲବୀ ପାଇଁ ସେ ଜଣାଶୁଣା । ସେ ଗୋଟିଏ ହିନ୍ଦୀ କଥାଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

ସେ ତାଙ୍କର ଏକ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣରେ, ମୁମ୍ବାଇର ଏକ ବିଜ୍ଞାପନ ସଂସ୍ଥାରେ ଜଣେ କପିରାଇଟର ଭାବରେ କାମ କରିଥିଲେ । ସେ ଜୀ ଟିଭି, ଟାଇମ୍ସ ଅଫ ଇଣ୍ଡିଆ ଭଳି ଜଣାଶୁଣା ସଂସ୍ଥାରେ ମଧ୍ୟ କାମ କରିଛନ୍ତି ।

ସେ ପାଠ ପଢ଼ିବା ସମୟରେ, ଭୋପାଳରେ ଥିଏଟରରେ କାମ କରୁଥିଲେ । ଏହାପରେ, ସେ ଅଭିନୟ କରିବା ଆରମ୍ଭ କରିଥିଲେ ।[] ସେ ଭାନୁ ଉଦୟଙ୍କୁ ବିବାହ କରିଛନ୍ତି ।[]

ଅଭିନୟ ଜୀବନ

[ସମ୍ପାଦନା]

କଥାଚିତ୍ର

[ସମ୍ପାଦନା]
  • ୭୧/୨ ଫେରେ (ଶଉନି ଖାନ୍ନା ଭୂମିକାରେ)

ଟେଲିଭିଜନ

[ସମ୍ପାଦନା]
  • କୁଟୂମ୍ବ
  • କୁମକୁମ – ଏକ ପ୍ୟାରା ସା ବନ୍ଧନ
  • ବାବୁଲ କା ଆଙ୍ଗନ ଛୁଟେ ନା
  • ୟେ ଚନ୍ଦା ଖୁନ ହୈ
  • ସାଜନ୍ ରେ ଝୁଟ୍ ମତ୍ ବୋଲୋ
  • ଚିଡ଼ିଆ ଘର
  • ଗୋଲ୍‌ମାଲ୍ ହୈ ସବ୍ ଗୋଲ୍‌ମାଲ୍ ହୈ
  • ବାଲ ବୀର
  • କରୀନା କରୀନା
  • ଜବ୍ ଲଭ୍ ହୁଆ
  1. "Chat with Shalini Khanna". The Times Of India.
  2. Shukla, Richa (29 August 2014). "Bhanu Uday ties the knot". The Times of India. Retrieved 22 June 2020.

ବାହାର ଲିଙ୍କ୍

[ସମ୍ପାଦନା]