ଶାରୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଶାରୀ (ଇଂରାଜୀ: Gracula) ଏକ ଗ୍ରୀଷ୍ମ ଦେଶୀୟ ପକ୍ଷୀ । ଏହା ବଣି (Myna, Starling) ପ୍ରଜାତିର ଅଟେ । ଏହା ମୁଖ୍ୟତଃ ଦକ୍ଷିଣ ଏସୀୟ ଦେଶମାନଙ୍କରେ ଦେଖାଯାଆନ୍ତି । ଏବେ କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡ଼ାରେ ମଧ୍ୟ ଏମାନଙ୍କୁ ଦେଖିବାକୁ ମିଳେ ।