ଶାମିମା ନଜରିନ
ଦେଖଣା
Shamima Nazneen | |
|---|---|
শামীমা নাজনীন | |
| ଜାତୀୟତା | Bangladeshi |
| ଶିକ୍ଷାନୁଷ୍ଠାନ | Eden College |
| ବୃତ୍ତି(ସମୂହ) | Actress, director |
| ବୈବାହିକ-ସାଥୀ | Ejajul Islam |
ଶମିମା ନଜରିନ ଜଣେ ବଙ୍ଗଳାଦେଶୀ କଥାଚିତ୍ର, ମଞ୍ଚ ଓ ଟେଲିଭିଜନ ଅଭିନେତ୍ରୀ । ସେ ବଙ୍ଗଳାଦେଶର କିଶୋରେଗଞ୍ଜ ଜିଲ୍ଲାର କାତିଆଡି ଉପଜିଲ୍ଲା ଅନ୍ତର୍ଗତ ଗଙ୍ଗକୁଲପରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୧] ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର ଘେତୁପୁତ୍ର କୋମୋଲା ପାଇଁ ସେ ମେରିଲ ପ୍ରୋଥୋମ ଆଲୋ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୨]
ଶିକ୍ଷା ଓ ପେଷା
[ସମ୍ପାଦନା]୧୯୯୪ ମସିହାରେ, ସେ ଇଡେନ୍ କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ । ୧୯୯୬ ମସିହାରେ, ସେ ନାଗରିକ ନାଟ୍ୟ ସମ୍ପ୍ରଦାୟ ଥିଏଟର ଦଳ ଜରିଆରେ ଅଭିନୟ ଜଗତ ସହ ଜଡ଼ିତ ହୋଇଥିଲେ ।[୩]
କାମ
[ସମ୍ପାଦନା]- ଅଭିନୟ
କଥାଚିତ୍ର
[ସମ୍ପାଦନା]- ଶ୍ରାବଣ ମେଘେର ଦିନ୍ (୧୯୯୯)
- ଦୁଇ ଦୁଆରି (୨୦୦୧)
- ଶ୍ୟାମୋଲ ଛାୟା (୨୦୦୫)
- ଘେତୁପୁତ୍ର କୋମୋଲା (୨୦୧୨)
- ପିତା - ଦି ଫାଦର୍ (୨୦୧୨)
- ଚୋରାବାଲି (୨୦୧୨)
- ମୋନ ଭୋଜେନା
ଧାରାବାହିକ
[ସମ୍ପାଦନା]- କାଲା କୋଇତୋର
- ଏକ୍ଲା ପଖି
ଡ୍ରାମା
[ସମ୍ପାଦନା]- ସୋମୁଦ୍ରୋ ବିଲାଶ ପ୍ରାଇଭେଟ୍ ଲିମିଟେଡ୍
- ନିତୁ ତୋମାୟେ ଭାଲୋବାଶି
- ବୋନୁର ଗୋଲ୍ପୋ
- ନିର୍ଦ୍ଦେଶନା
- ପ୍ୟାକେଜ୍ ସାଙ୍ଗବାଦ
- ସୋମୁଦ୍ରୋ ବିଲାଶ ପ୍ରାଇଭେଟ୍ ଲିମିଟେଡ୍ (ସହକାରୀ ନିର୍ଦ୍ଦେଶନା)
ଆଧାର
[ସମ୍ପାଦନା]- ↑ "Shyamol Chhaya on Channel i today". The Daily Star. December 17, 2015. Retrieved January 5, 2016.
- ↑ Shah Alam Shazu (April 28, 2013). "Celebrities lend a hand to Savar victims". The Daily Star. Retrieved January 5, 2016.
- ↑ এখন নিজেই মুগ্ধতা ছড়াচ্ছেন. Manab Zamin (in Bengali). January 29, 2014. Archived from the original on March 5, 2016. Retrieved January 5, 2016.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶାମିମା ନଜରିନ