ଶାମା ଦୁଲାରୀ
ଦେଖଣା
ଶାମା ଦୁଲାରୀ ଜଣେ ଭାରତୀୟ ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ ଅଟନ୍ତି । ସେ ୧୯୪୦ ଦଶକରୁ ୧୯୫୦ ଦଶକର ପ୍ରାରମ୍ଭରେ ଅଭିନୟ କରିଥିଲେ ଏବଂ ଅଭିନେତ୍ରୀ ଶ୍ୟାମା ଓ ଦୁଲାରୀ ଭାବରେ ତାଙ୍କର ଦୁଇଟି ନାମ ବ୍ୟବହାର କରାଯାଇଥିଲା ।[୧] ୧୯୫୨ ମସିହାରେ ତାଙ୍କର କଥାଚିତ୍ର ଜଗତରେ ଅଭିନୟ ଯାତ୍ରା ଶେଷ ହେବା ପରେ ସେ ବମ୍ବେରେ ରହୁଛନ୍ତି ।
Shama Dulari | |
|---|---|
| ଜାତୀୟତା | Indian |
| ବୃତ୍ତି(ସମୂହ) | Actress, Dancer |
| ସକ୍ରିୟ ବର୍ଷ | 1940s to early 1950s |
| ପ୍ରସିଦ୍ଧି | Small and big roles |
| ଉଲ୍ଲେଖନୀୟ କୃତି | Shair (1949),[୨] Shahzadi (1941) |
ଅଭିନୀତ କଥାଚିତ୍ର
[ସମ୍ପାଦନା]- ଶହଜାଦି (୧୯୪୧)[୧]
- ମୀରା ବାଇ (୧୯୪୭)[୧]
- ଶୈର (୧୯୪୯)
- ରଙ୍ଗିଲା ରାଜସ୍ଥାନ (୧୯୪୯)[୧]
- ଜାନ ପେହଚାନ (୧୯୫୦)[୩]
- ନିଲି (୧୯୫୦)[୪]
- ଭୁଲେ ଭଟକେ (୧୯୫୨)
References
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Musiing 86: Shama Dulari, Narsingh 689 Tunes". Hindi Movies Songs (in ଇଂରାଜୀ). Retrieved 5 August 2019.
- ↑ "Actor Shama Dulari". Cinestaan (in ଇଂରାଜୀ). Archived from the original on 17 August 2019. Retrieved 17 August 2019.
- ↑ "Shama Dulari – Profile & Filmography". Cineplot (in ଇଂରାଜୀ). Retrieved 5 August 2019.
- ↑ "NILI 1950". osianama (in ଇଂରାଜୀ). Archived from the original on 17 August 2019. Retrieved 17 August 2019.
External links
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶାମା ଦୁଲାରୀ