ଶନ୍ମୁଖ ଶ୍ରୀନିବାସ
ଦେଖଣା
ଶନ୍ମୁଖ ଶ୍ରୀନିବାସ | |
|---|---|
| ଜନ୍ମ | |
| ବୃତ୍ତି(ସମୂହ) | ଅଭିନେତା, ନୃତ୍ୟଶିଳ୍ପୀ |
| ସକ୍ରିୟ ବର୍ଷ | 1987 - 1992 |
ଶନ୍ମୁଖ ଶ୍ରୀନିବାସ, (ଜନ୍ମ: ୧୯୮୦) ଆନ୍ଧ୍ର ପ୍ରଦେଶରେ ଜନ୍ମିତ ଜଣେ ଭାରତୀୟ ଅଭିନେତା ଏବଂ କୁଚିପୁଡ଼ି ନୃତ୍ୟ ଶିଳ୍ପୀ ।[୧] ସେ ମୁଖ୍ୟତଃ ତେଲୁଗୁ କଥାଚିତ୍ର ଜଗତରେ କାମ କରୁଥିଲେ ।[୨] ସେ ୨୦ଟି କଥାଚିତ୍ରରେ ଜଣେ ଶିଶୁ କଳାକାର ଭାବରେ କାମ କରିଥିଲେ । ଅନ୍ୱେଷିତା ଶୀର୍ଷକ ଏକ ଟେଲିଭିଜନ ଧାରାବାହିକରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୩]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସେ ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଏଲରୁ ଠାରେ ଏନ୍. ଶିବରାମ କୃଷ୍ଣଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
|---|---|---|---|---|
| ୧୯୮୭ | ଜେବୁ ଡୋଙ୍ଗା | ଶିଶୁ କଳାକାର | ତେଲୁଗୁ | ପ୍ରଥମ କଥାଚିତ୍ର |
| ଶୃତିଲାୟୁଲୁ | ଶ୍ରୀନିବାସ | ଶ୍ରେଷ୍ଠ ଶିଶୁ କଳାକାର ଭାବରେ ନନ୍ଦି ଆୱାର୍ଡ଼ | ||
| ୧୯୮୮ | ଦି ଦିସେଇଭର୍ସ୍ | ହିରା ଲାଲ | ଇଂରାଜୀ | |
| ସ୍ୱର୍ଣ୍ଣକମଳମ୍ | ଶ୍ରୀନିବାସ | ତେଲୁଗୁ | ଶ୍ରେଷ୍ଠ ଶିଶୁ କଳାକାର ଭାବରେ ନନ୍ଦି ଆୱାର୍ଡ଼ | |
| ମୁଗ୍ଗୁରୁ କୋଡିକୁଲୁ | ବାଳକ କୃଷ୍ଣ | |||
| ୧୯୯୧ | ଅୟପ୍ପା ସ୍ୱାମୀ ମହତ୍ୟାମ୍ | ଅୟପ୍ପା | ||
| ୧୯୯୪ | କୌରବ ସାମ୍ରାଜ୍ୟ | ଶିଶୁ କଳାକାର | ||
| ୧୯୯୭- ୧୯୯୯ | ଅନ୍ୱେଷିତା | ଅନିରୁଦ୍ଧ | ଇଟିଭିର ଧାରାବାହିକ |
ଆଧାର
[ସମ୍ପାଦନା]ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶନ୍ମୁଖ ଶ୍ରୀନିବାସ