ଳାଧା ରାମଜୀ

ଉଇକିପିଡ଼ିଆ ରୁ
Jump to navigation Jump to search
ଳାଧା ରାମଜୀ
ଖେଳାଳିଙ୍କ ତଥ୍ୟ
ବ୍ୟାଟିଙ୍ଗ ପ୍ରକାର Right-hand bat
ବୋଲିଂ ପ୍ରକାର Right-arm fast
ସମ୍ପର୍କ Amar Singh (brother)
ବିଶ୍ଵ ତଥ୍ୟ
ନିଜ ଦେଶ ପଟ Indian କ୍ରିକେଟ ଦଳ
କ୍ୟାରିଅର ତଥ୍ୟ
ପ୍ରତିଯୋଗିତା Tests First-class
ମ୍ୟାଚ 1 27
ରନ 1 325
ବ୍ୟାଟିଙ୍ଗ ଆଭରେଜ 0.50 8.55
ଶତକ/ଅର୍ଦ୍ଧଶତକ -/- -/1
ସବୁଠୁ ବେସି ସ୍କୋର 1 70
ଡେଲିଭରି ବଲ 138 4741
ଉଇକେଟ - 125
Bowling average - 17.37
5 wickets in innings - 5
10 wickets in match - 3
Best bowling - 8/14
Catches/stumpings 1/- 25/-
Source: [୧], {{{date}}}

ରାମଜୀ ଳାଧା ନାକୁମ ଶବଦ ବିଷୟରେ pronunciation (10 ଫେବ୍ରୁଆରି 1900 -20 ଡିସେମ୍ବର 1948 ) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଭାରତ ପାଇଁ ଗୋଟିଏ ଟେଷ୍ଟ ଖେଳିଥିଲେ । 

ସେ ଜଣେ ଦ୍ରୁତ ଗତି ବୋଲର ଥିଲେ । ସେ 1931 ମସିହାରେ ଏକ ପ୍ରଥମ ଶ୍ରେଣୀ ମେଚରେ 14 ରନ ଦେଇ 8ଟି ୱିକେଟ ନେବା ସହ ନିଜାମ ରାଜ୍ୟ ରେଳବାଇ ବିରୁଦ୍ଧରେ 32 ରନରେ 4ଟି ୱିକେଟ ନେଇଥିଲେ । ତାଙ୍କ ଭାଇ ଆମର ସିଂହ ମଧ୍ୟ ଜଣେ କ୍ରିକେଟର ଥିଲେ । .[୧]

ଆଧାର ସମୂହ [ସମ୍ପାଦନା]

ବାହ୍ୟ ସଂଯୋଗ ସବୁ [ସମ୍ପାଦନା]