ଳାଧା ରାମଜୀ
Jump to navigation
Jump to search
ଖେଳାଳିଙ୍କ ତଥ୍ୟ | ||||
---|---|---|---|---|
ବ୍ୟାଟିଙ୍ଗ ପ୍ରକାର | Right-hand bat | |||
ବୋଲିଂ ପ୍ରକାର | Right-arm fast | |||
ସମ୍ପର୍କ | Amar Singh (brother) | |||
ବିଶ୍ଵ ତଥ୍ୟ | ||||
ନିଜ ଦେଶ ପଟ | Indian କ୍ରିକେଟ ଦଳ | |||
କ୍ୟାରିଅର ତଥ୍ୟ | ||||
ପ୍ରତିଯୋଗିତା | Tests | First-class | ||
ମ୍ୟାଚ | 1 | 27 | ||
ରନ | 1 | 325 | ||
ବ୍ୟାଟିଙ୍ଗ ଆଭରେଜ | 0.50 | 8.55 | ||
ଶତକ/ଅର୍ଦ୍ଧଶତକ | -/- | -/1 | ||
ସବୁଠୁ ବେସି ସ୍କୋର | 1 | 70 | ||
ଡେଲିଭରି ବଲ | 138 | 4741 | ||
ଉଇକେଟ | - | 125 | ||
Bowling average | - | 17.37 | ||
5 wickets in innings | - | 5 | ||
10 wickets in match | - | 3 | ||
Best bowling | - | 8/14 | ||
Catches/stumpings | 1/- | 25/- | ||
Source: [୧], {{{date}}} |
ରାମଜୀ ଳାଧା ନାକୁମ pronunciation (help·info) (10 ଫେବ୍ରୁଆରି 1900 -20 ଡିସେମ୍ବର 1948 ) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଭାରତ ପାଇଁ ଗୋଟିଏ ଟେଷ୍ଟ ଖେଳିଥିଲେ ।
ସେ ଜଣେ ଦ୍ରୁତ ଗତି ବୋଲର ଥିଲେ । ସେ 1931 ମସିହାରେ ଏକ ପ୍ରଥମ ଶ୍ରେଣୀ ମେଚରେ 14 ରନ ଦେଇ 8ଟି ୱିକେଟ ନେବା ସହ ନିଜାମ ରାଜ୍ୟ ରେଳବାଇ ବିରୁଦ୍ଧରେ 32 ରନରେ 4ଟି ୱିକେଟ ନେଇଥିଲେ । ତାଙ୍କ ଭାଇ ଆମର ସିଂହ ମଧ୍ୟ ଜଣେ କ୍ରିକେଟର ଥିଲେ । .[୧]