Jump to content

ଲିଲି ଚକ୍ରବର୍ତ୍ତୀ

ଉଇକିପିଡ଼ିଆ‌ରୁ
ଲିଲି ଚକ୍ରବର୍ତ୍ତୀ
ଜନ୍ମ (1941-08-08) ୮ ଅଗଷ୍ଟ ୧୯୪୧ (ବୟସ ୮୩)
ହିନ୍ଦମୋଟର, ହୁଗୁଲି ଜିଲ୍ଲା, ବାଟ୍ଟାଲା
(ଏବେକାର ହିନ୍ଦମୋଟର, ଭାରତ)
ବୃତ୍ତିଅଭିନେତା
ଉଲ୍ଲେଖନୀୟ କୃତିଦେୟା ନେୟା, ଜାନା ଅରନ୍ୟ, ଚୁପକେ ଚୁପକେ, ଚୋକେର ବାଲି, ରାଜକାହାଣୀ
ପିତାମାତାକେଶବ ଚନ୍ଦ୍ର ଚକ୍ରବର୍ତ୍ତୀ
ଦୀପ୍ତି ଚକ୍ରବର୍ତ୍ତୀ

ଲିଲି ଚକ୍ରବର୍ତ୍ତୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ଅନେକ ବଙ୍ଗଳା ଓ ହିନ୍ଦୀ କଥାଚିତ୍ର କାମ କରିଥିଲେ ।[] ସେ ବଙ୍ଗଳା କଥାଚିତ୍ର ଭାନୁ ପେଲୋ ଲଟେରୀ (୧୯୫୮)ରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେ ବାଂଲାଦେଶଢାକାରେ ଜନ୍ମଗ୍ରହଣ କରିଥିଲେ । ସେ ଦୀପଚାନ୍ଦ ସ୍କୁଲରେ ପାଠ ପଢ଼ିଥିଲେ । ତାଙ୍କ ବାପା କେଶବ ଚନ୍ଦ୍ର ଚକ୍ରବର୍ତ୍ତୀ ଓ ତାଙ୍କ ମାଆ ପ୍ରସିଦ୍ଧ ବଙ୍ଗଳା ନାଟ୍ୟ ଅଭିନେତା ଦୀପାଲି ଚକ୍ରବର୍ତ୍ତୀ ।

ବୃତ୍ତି

[ସମ୍ପାଦନା]

ଲିଲି ୧୯୫୮ ମସିହାରେ, ବଙ୍ଗଳା କଥାଚିତ୍ର ଭାନୁ ପେଲୋ ଲଟେରୀରେ ଡେବ୍ୟୁ କରିଥିଲେ ଯେଉଁଠାରେ ସେ ଜଣେ ଟାଇପିଷ୍ଟ୍ ମାୟା ଭୂମିକାରେ ଅଭିନୟ କରିଥିଲେ ।[] ଲିଲି ତାଙ୍କ ଲମ୍ବା ଅଭିନୟ ଜୀବନରେ ଅନେକ ଉଲ୍ଲେଖନୀୟ କଥାଚିତ୍ରରେ ଅଭିନୟ କରିଛନ୍ତି ଏବଂ ମଞ୍ଚରେ ମଧ୍ୟ କାମ କରିଛନ୍ତି ।

  1. Ganguly, Ruman (19 October 2014). "I don't know any actor on a par with Uttam Kumar or Amitabh Bachchan: Lily Chakraborty". The Times of India. Calcutta, India. Retrieved 17 September 2015.
  2. ୨.୦ ୨.୧ চক্রবর্তী, লিলি. "Lily Chakraborty: কলকাতা শহরের কাছে আমার ঋণের শেষ নেই!". www.anandabazar.com. Retrieved 2023-05-18.

ବାହାର ଆଧାର

[ସମ୍ପାଦନା]