ଲାଲ୍ସୋତ୍
Appearance
Lalsot
LalSource | |
---|---|
city | |
Country | India |
State | Rajasthan |
District | Dausa |
Elevation | 298 m (978 ft) |
Population (2013) | |
• Total | ୩୪,୩୬୩ |
Languages | |
• Official | Hindi |
Time zone | UTC+5:30 (IST) |
PIN | 303503 |
Telephone code | 911431 |
ଯାନବାହାନ ପଞ୍ଚୀକରଣ | RJ29 |
Website | https://www.facebook.com/LalsotUpdates |
ଲାଲ୍ସୋତ୍ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ଦଉସ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଲାଲ୍ସୋତ୍ ୨୬.୫୬୪୯ ଉତ୍ତର ଅକ୍ଷାଂଶ ଓ ୭୬.୩୨୮୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୯୭ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲାଲ୍ସୋତ୍ ସହରର ମୋଟ ଜନସଂଖ୍ୟା ୨୮୨୭୮ ଅଟେ ।[୨] ସେଥି ମଧ୍ୟରୁ ୫୧.୮୮% ଜଣ ପରୁଷ ହୋଇଥିବା ବେଳେ ୪୮.୧୨% ଜଣ ନାରୀ ଅଟନ୍ତି । ଲାଲ୍ସୋତ୍ର ସାକ୍ଷରତା ହାର ୫୮.୭୪% ଅଟେ । ଏହା ଜାତୀୟ ହାରଠାରୁ ୬.୧୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୮୦% ପ୍ରତିଶତ ପୁରୁଷ ଓ ୨୧.୯୪% ନାରୀ ଅଟନ୍ତି । ୧୮.୧୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଲାଲ୍ସୋତ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.